Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ୱ ପରିବେଶ ଦିବସ ଜାତୀୟ ଯୁବ ସମ୍ମିଳନୀରେ ଓଡ଼ିଆ ପୁଅ ୟଶ୍ ମହାନ୍ତି ପୁରସ୍କୃତ

ଭୁବନେଶ୍ୱର: ଭାରତୀୟ ବନାଞ୍ଚଳ ପରିଚାଳନା ପ୍ରତିଷ୍ଠାନ ଭୋପାଳ ପକ୍ଷରୁ ମିଶନ୍ ଲାଇଫ୍ ଶୀର୍ଷକ ଦୁଇଦିନିଆ ଜାତୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ବକ୍ତବ୍ୟ ପ୍ରତିଯୋଗିତାରେ ୧୦୦ ଜଣ ପ୍ରତିଯୋଗୀଙ୍କୁ ବଛା ଯାଇଥିଲା । ଦ୍ୱିତୀୟ ଦିନରେ ଅଂଶଗ୍ରହଣକାରୀଙ୍କୁ ମିଶନ…

ରଥ ଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମୟରେ କଡ଼ା ସୁରକ୍ଷା ବଳୟରେ ରହିବ ପୁରୀ ସହର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନ ଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ । ନବଦିନାତ୍ମକ ଯାତ୍ରା ସମୟରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ…

ଓଡ଼ିଶାରେ ଆପକୁ ଜିତାଇବ କି ମାଗଣା ବିଜୁଳି ଫଣ୍ଡା?

ଭୁବନେଶ୍ୱର: ଓଡ଼ିଶାରେ ଦୁଇଶହ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଦାବି କରିଛି ଆମ ଆଦମୀ ପାର୍ଟି। ଏହି ଦାବି ନେଇ ପାର୍ଟିର ହଜାର ହଜାର କର୍ମୀ ଓ କାର୍ଯ୍ୟକର୍ତା ପିଏମଜି ଛକରେ ଏକାଠି ହୋଇଥିଲେ। ଏ ସମ୍ପର୍କିତ ଦାବିକୁ ନେଇ ରାଜ୍ୟର ପାଞ୍ଚ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ…

ଦରମା ସ୍ତର ୧୦କୁ ବୃଦ୍ଧି ଦାବିରେ ସଚିବାଳୟ ସେବା ସଂଘର ପ୍ରତିବାଦ

ଭୁବନେଶ୍ୱର: ପ୍ରଶାସନର ବେପରୁଆ ମନଭାବ ତଥା ଅହେତୁକ ବିଳମ୍ବକତାକୁ ଆଜି ସଚିବାଳୟ ସେବା ସଂଘ ବିରୋଧ କରିଛି । ସଂଘର ଏକମାତ୍ର ଦାବି, ସଚିବାଳୟ କ୍ୟାଡରର ମୂଳ ଦରମା ତଥା ଏଏସଓ ମାନଙ୍କର ଦରମା ସ୍ତର ୧୦କୁ ବୃଦ୍ଧିକୁ ନେଇ ଆଜି ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଗୃହ ବିଭାଗ ଘେରାଉ କରିଥିଲେ । ଗୃହ…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଆସନ୍ତା ୩ ଦିନରେ ୨୮ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ବି ଉକ୍ତ ରୁଟରେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରିନି । ଆସନ୍ତାକାଲି ଠାରୁ ୧୧ ତାରିଖ ଯାଏ ୩ ଦିନରେ ଦକ୍ଷିଣ ପୂର୍ବ ରେଳପଥ ୨୮ଟି ଟ୍ରେନ୍ ବାତିଲ୍ କରିଛି । ୯ ତାରିଖରେ…

କଙ୍କଡ଼ାହାଡ଼ରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ଛୁଙ୍କ: ଢେଙ୍କାନାଳ ଲୋକସଭା ଆସନରୁ ଲଢିବେ କି ?

ଢେଙ୍କାନାଳ: ଢେଙ୍କାନାଳରେ କେନ୍ଦ୍ର ଦକ୍ଷତା ବିକାଶ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଙ୍କଡାହାଡ ସାଧାରଣ ସଭାରେ ଦେଲେ ନିର୍ବାଚନୀ ଛୁଙ୍କ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଆଉ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଲେ ।  ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ  ଯାଇଥିବା…

ଏଚ୍ଆରଏସପି ଲଗାଇ ନଥିଲେ ଜୁନ୍ ୨୩ରୁ ଜରିମାନା

ଭୁବନେଶ୍ୱର: ଗାଡ଼ି ଚାଳକ ସାବଧାନ । ଆପଣଙ୍କ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲଗାଇଛନ୍ତି ତ ? ନଚେତ୍ ଜରିମାନା ଦେବେ । ଜୁନ୍ ୨୩ରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏଚ୍ଆରଏସପି (ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍) ଲଗାଇ ନଥିଲେ ଜରିମାନା ଆଦାୟ କରିବେ । ଆସନ୍ତା ୨୩ରୁ ଆରମ୍ଭ ହେବ…

ଭୁବନେଶ୍ୱର, କଟକରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିବା ରାଜଧାନୀ ବାସୀଙ୍କୁ ଅପରାହ୍ଣରେ ଆଶ୍ୱସ୍ତି ମିଳିଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ଅନୁଭୂତ ହୋଇଛି । ଘଡ଼ଘଡ଼ି ବର୍ଷା ସହ ୩ ଜିଲ୍ଲାରେ…

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ; ପାସ ହାର ୭୮.୮୮%

ଭୁବନେଶ୍ୱର: ପ୍ରକାଶ ପାଇଲା  +୨ କଳା ପରୀକ୍ଷା ଫଳ ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇଛି ।  ଛାତ୍ରଛାତ୍ରୀମାନେ -www.orissaresults.nic.inରେ   ରେଜଲ୍ଟ ଦେଖି ପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର  ପାସ ହାର ୭୮.୮୮ ପ୍ରତିଶତ…