Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାହାନଗା ବଜାର ଷ୍ଟେସନରେ ପୁଣି ପହଞ୍ଚିଲା ସିବିଆଇ, କିଛି ରେଳ ଅଧିକାରୀଙ୍କ ଫୋନ୍ ଜବତ

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଦ୍ୱିତୀୟ ଦିନରେ ତୃତୀୟ ଥର ପାଇଁ ବାହାନଗା ବଜାର ଷ୍ଟେସନରେ ପହଞ୍ଚିଛି । କାହିଁକି ଟ୍ରେନ୍ ଦୁର୍ଘଟଣା ଘଟିଲା ? ସିଗନାଲରେ ତ୍ରୁଟି ଥିଲା ନା ଇଣ୍ଟରଲକିଂରେ ଥିଲା ସମସ୍ୟା ? ନା କିଏ କରିଛି ଷଡ଼ଯନ୍ତ୍ର ? ସବୁ ଦିଗରୁ…

ଆୟଠୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ, ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ସଞ୍ଜୟଙ୍କ ଆୟଠୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସର ୪ ଜଣ ଡିଏସ୍ଏସପିଙ୍କ ନେତୃତ୍ୱରେ ୧୦ ଜଣ ଇନ୍ସପେକ୍ଟର,…

ବାହାନଗା ଦୁର୍ଘଟଣା ପରେ ୨ ରାଜ୍ୟର ଶହେରୁ ଅଧିକ ଯାତ୍ରୀଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଦୁର୍ଘଟଣା ପରେ ମୃତାହତଙ୍କ ତାଲିକା ସରକାରଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଛି । ଏସଆରସି, ବିଏମସି ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୱେବସାଇଟରେ ମୃତାହତଙ୍କ ଫଟୋ ରହିଛି । ତଥାପି ପଶ୍ଚିମବଙ୍ଗ ଓ ବିହାରର ଶତାଧିକ ଯାତ୍ରୀଙ୍କ ଖୋଜ…

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍

ଭୁବନେଶ୍ୱର: ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ । ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଘଟିଥିବା ଛାତି ଥରା ଦୁର୍ଘଟଣାକୁ ୪ ଦିନ ବିତିଥିବା ବେଳେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ରାଜଧାନୀ ଏକ୍ସପ୍ରେସ୍ । ମିଳିଥିବା ସୂଚନା ଅନୁସାରେ,…

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟା ପ୍ରତି ୨ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ଏବେ ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୮୯୦ କିଲୋମିଟର ଦୂରରେ ରହିଥିବା ବେଳେ…

ଆଗାମୀ ୪୮ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ରଜ ପରେ ଓଡ଼ିଶା ଛୁଇଁବ !

ଭୁବନେଶ୍ୱର: ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । https://twitter.com/mcbbsr/status/1666321217052344320…

ଭୋଜି ଖାଇ ଫେରୁଥିବା ବେଳେ ବୁଡିଲା ଡଙ୍ଗା, ଦୁଇ ନାବାଳକ ନିଖୋଜ

ମଲକାନଗିରି: ବାହାଘର ଭୋଡି ଖାଇ ଫେରୁଥିବା ବେଳେ ଅଘଟଣ। ମଝି କେନାଲ୍‌ରେ ବୁଡ଼ିଲା ଡଙ୍ଗା। ପାଣିରେ ବୁଡ଼ି ଦୁଇ ନାବାଳକ ନିଖୋଜ। ମାଲକାନଜିଲ୍ଲା ଖିଇରପୁଟ ବ୍ଳକ ଦେଇ ଯାଇଥିବା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଏଭଳି ଦୁର୍ଘଟଣା ଘଟିଛି। ଜଳଭଣ୍ଡାରରେ ଉପରପାର୍ଶ୍ୱର କେନାଲରେ ବୁଡ଼ି ୨ ଜଣ ନାବାଳକ ନିଖୋଜ…

ମୃତକଙ୍କୁ ଚିହ୍ନଟ କରିବା ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯାଅ: ପୂର୍ବତଟ ରେଳପଥ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ନିଖୋଜଙ୍କ ସମ୍ପର୍କୀୟଙ୍କ ସେମାନଙ୍କ ପରିବାର ଲୋକଙ୍କୁ ଖୋଜି ଖୋଜି ନଆନ୍ତ ହେଉଛନ୍ତି। କେଉଁ ଡାକ୍ତରଖାନାରେ ତାଙ୍କ ସମ୍ପର୍କୀୟ ରହିଛନ୍ତି ସେ ନେଇ ନିର୍ଦ୍ଦିଷ୍ଟ ସୂଚନା ନଥିବାରୁ ରାଜଧାନୀର ବିଭିନ୍ନ ହସ୍‌ପିଟାଲ୍‌ରେ ସମ୍ପର୍କୀୟଙ୍କ ଭିଡ଼…

ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା

ଅନଗୁଳ: ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡକରା ଦିଆଯାଇଥିବା ବେଳେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିବ।…

ଦୁର୍ଘଟଣା ଟ୍ରାକ୍‌ରେ ଦେଇ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍, ସ୍ମୃତି ମନେ ପକାଇ ଭାବପ୍ରବଣ ହେଲେ ଯାତ୍ରୀ

ଭୁବନେଶ୍ୱର: ଦୁର୍ଘଟଣା ପରେ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍‌। ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଗତକାଲି ଦୁର୍ଘଟଣା ସ୍ଥଳର ଟ୍ରାକ୍‌ ଦେଇ ଯାଇଛି। ୪ ଦିନ ପରେ ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌। ମଙ୍ଗଳବାର ଚେନ୍ନାଇ ପଟୁ ଆସିଥିବା କରମଣ୍ଡଳ…