Latest Odisha News

BREAKING NEWS

Browsing Category

ଓଡିଶା

Odisha

ବେକାର ଯୁବକ-ଯୁବତୀଙ୍କୁ କେବେ ମିଳିବ ସ୍ଥାୟୀ ନିଯୁକ୍ତି?

ଭୁବନେଶ୍ବର : ରାଜଧାନୀରେ ଗର୍ଜିଲେ ବେକାର ଯୁବକ-ଯୁବତୀ  । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା କେବେ ମିଳିବ ସ୍ଥାୟୀ ନିଯୁକ୍ତି । ଦୀର୍ଘ ଦିନ ହେବ ବେକାର ଯୁବକ-ଯୁବତୀ ମାନେ ସ୍ଥାୟୀ ନିଯୁକ୍ତି ଲାଗି ଦାବି କରିଆସୁଛନ୍ତି  । ହେଲେ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି । ଏହାର ଉତ୍ତର…

ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ : ସ୍ପଷ୍ଟ କଲା ବିଜେଡି

ଭୁବନେଶ୍ୱର:ନିର୍ବାଚନ ଲଢିବେନି ଭିକେ ପାଣ୍ଡିଆନ । ସେ ଜନସେବା କରିବେ । ସେ ଜନସେବା କରିବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ହେଲେ ସେ ଆଗାମୀ ନିର୍ବାଚନ ଲଢିବେ ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି ନେତା ତଥା ଉପସଭାପତି ଦେବୀ ମିଶ୍ର…

ଆଉ ୫ବର୍ଷ ବଢିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଭୁବନେଶ୍ବର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ । ୨୦୨୪ ଜାନୁଆରୀ ପହିଲାରୁ  ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ହିତାଧିକାରୀ ମାନେ ଏହି ସୁବିଧା ପାଇବେ।  ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୨୫୦ କୋଟି ଟଙ୍କା ହିସାବରେ ୫ ବର୍ଷରେ ୧୨୫୦ କୋଟି ଟଙ୍କା ନିଜ…

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତଦୁଇ ପରୀକ୍ଷା  । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବୃୟାରୀ ୧୬ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ…

୧୦ ଡିଗ୍ରୀ ତଳେ ୭ ସହରର ସର୍ବନିମ୍ନ ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ । ଭୀଷଣ ଜାଡରେ ଥରୁଛି ସାରା ଓଡିଶା । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି  । ଫଳରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି  । ଶୀତରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ମର୍ଣ୍ଣିଂ ଓ୍ବାକ୍ କରୁଛି ତ ଆଉ କିଏ ନିଆଁ ପୋଇଁ ହେଉଛି…

ପୋଲିସ-ମାଓବାଦୀ ମୁହାଁମୁହିଁ : ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି

ବୌଦ୍ଧ : ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ ପରେ ମନମୁଣ୍ଡା ନଳୀକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି । କାଲି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କନ୍ଧମାଳରୁ ୭ ଓ ବୌଦ୍ଧରୁ ୫ ଏସଓଜି କମ୍ପାନୀ ଅପରେସନ୍ ରେ ସାମିଲ ହୋଇଛନ୍ତି । ବୌଦ୍ଧ,…

ନବୀନଙ୍କ କଳା ଟଙ୍କା ଧରା ପଡ଼ିବା ପରେ ବିଜେଡି ନିରାଶାରେ ଭାଙ୍ଗି ପଡିଛି-ବିଜେପି

ଭୁୁବନେଶ୍ୱର: ମଦ ବ୍ୟବସାୟୀଙ୍କ ଘରୁ କଳାଟଙ୍କା ଜବତ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେପି ବିଜେଡି ସରକାରକୁ ଦୋଷ ଦେଉଥିବାବେଳେରାଜ୍ୟ ବିଜେପି କଂଗ୍ରେସକୁ ଘଣ୍ଟ ଘାେଡ଼ାଉଛି ବୋଲି ଅଭିଯୋଗ କରି ଆସୁଛି ବିଜେଡି । କଳା ଟଙ୍କା କାହାର, ମୁଖ୍ୟ ମନ୍ତ୍ରୀ କାହିଁକି…

ପାଞ୍ଚ ଦିନ ହେବ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଛନ୍ତି ଚାଷୀ, ନଳକୂପ ଖନନ ପାଇଁ ଚାଲିଛି ଆବେଦନ

ନବରଙ୍ଗପୁର: ପାଞ୍ଚ ଦିନ ହେବ ବ୍ୟାଙ୍କ ସମ୍ମୁଖରେ ଅଧିଆ ପଡିଛନ୍ତି ଚାଷୀ ।   କରୁଛନ୍ତି ଚାଷୀ । ରାଜ୍ୟ ସରକାରଙ୍କ ବିଜୁ କୃଷକ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମରେ ଚାଷୀଙ୍କ ଜମିକୁ ଗଭୀର ନଳକୂପ ମାଧ୍ୟମରେ ଜଳସେଚିତ କରିବା ପାଇଁ ଚଳିତମାସ ଡିସେମ୍ବର ୪ ତାରିଖରୁ ୧୬ ତାରିଖ…

ଭଡ଼ା ଘର ଦେବା ନାଁରେ ଓଏଲଏକ୍ସରେ ଠକେଇ ଅଭିଯୋଗ, ଯୁବକ ଗିରଫ

ଭୁବନେଶ୍ୱର: ମନମୁଖୀ ଭଡ଼ା ବିଜ୍ଞାପନ ଦେଇ ସମ୍ଭାବ୍ୟ ଭଡ଼ାଟିଆଙ୍କୁ ଶୋଷଣ କରୁଥିବା ଜଣେ ଠକକୁ ଧରିଛି ଭୁବନେଶ୍ୱର କମିସନରେଟ୍ ପୁଲିସ। ଯାଜପୁର ସଦରର ଧୀରେନ୍ଦ୍ର କୁମାର ଜେନା (୩୭) ମୁଖ୍ୟତଃ ଓଏଲଏକ୍ସ ପ୍ଲାଟଫର୍ମରେ ବିଭ୍ରାନ୍ତିକର ବିଜ୍ଞାପନ ମାଧ୍ୟମରେ ଘର ଦେବାର ପ୍ରତିଶ୍ରୁତି ଦେଇ…

ଓଡ଼ିଶା ଭ୍ରମଣରେ ଆସିଥିବା ଫ୍ରାନ୍ସ ପର୍ଯ୍ୟଟକଙ୍କୁ ବାଟବଣା କଲା ଗୁଗୁଲ ମ୍ୟାପ

ସୋର: କେବଳ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କଲେ କେବେ କେବେ ଆପଣ ବିପଥଗାମୀ ହୋଇପାରନ୍ତି। ଯାହା କୋଲକାତା ଯିବାକୁ ଲକ୍ଷ୍ୟ ରଖିଥିବା ଫ୍ରାନ୍ସ ପର୍ଯ୍ୟଟକ ମାର୍ଶଲଙ୍କ କ୍ଷେତ୍ରରେ ଘଟିଛି। ସେ ଗୋପାଳପୁର ଜଳପ୍ରପାତକୁ ଯିବା ପାଇଁ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଥିଲେ କିନ୍ତୁ ସିନ୍ଧୁଆ…