Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ଭ୍ରମଣରେ ଆସିଥିବା ଫ୍ରାନ୍ସ ପର୍ଯ୍ୟଟକଙ୍କୁ ବାଟବଣା କଲା ଗୁଗୁଲ ମ୍ୟାପ

ସୋର: କେବଳ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କଲେ କେବେ କେବେ ଆପଣ ବିପଥଗାମୀ ହୋଇପାରନ୍ତି। ଯାହା କୋଲକାତା ଯିବାକୁ ଲକ୍ଷ୍ୟ ରଖିଥିବା ଫ୍ରାନ୍ସ ପର୍ଯ୍ୟଟକ ମାର୍ଶଲଙ୍କ କ୍ଷେତ୍ରରେ ଘଟିଛି। ସେ ଗୋପାଳପୁର ଜଳପ୍ରପାତକୁ ଯିବା ପାଇଁ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଥିଲେ କିନ୍ତୁ ସିନ୍ଧୁଆ…

ପରଲୋକରେ ଶ୍ରୀକ୍ଷେତ୍ର କବି ରଘୁନାଥ ରାଉତ, ଶତାଧିକ ଗୀତ ଓ ଜଣାଣର ଥିଲେ ରଚୟତା

ଭୁବନେଶ୍ଵର: ପରଲୋକରେ ଶ୍ରୀକ୍ଷେତ୍ର କବି ରଘୁନାଥ ରାଉତ । ଆଜି ଦିନ ୧୨ଟା ସମୟରେ ସୂର୍ଯ୍ୟନଗର ୟୁନିଟ-୭ ଦୁର୍ଗା ମଣ୍ଡପ ନିକଟରେ ରହୁଥିବା ଏକ ଭଡାଘରେ ତାଙ୍କର ବିୟୋଗ ହୋଇଛି । ଜୀବନକାଳ ମଧ୍ୟରେ ସେ ଅନେକ ଭଜନ ଗୀତ ସହ ଜଣାଣର କରିଥିଲେ ରଚନା । ଆହେ ଚକା ଆଖି ଆହେ ଚକା ଆଖି, ମୋ ବାହୁଡା଼…

କଟକ-ଭୁବନେଶ୍ବରରେ ଜମି କିଣୁଥିଲେ ସାବଧାନ, ଗିରଫ ହେଲା ଠକ ବିକାଶ ପଣ୍ଡା

ଭୁବନେଶ୍ୱର: ଟ୍ବିନ ସିଟିରେ ଜମି କିଣିବାକୁ ଲକ୍ଷ୍ୟ ରଖିଥିବା ଲୋକଙ୍କ ଉପରେ ଠକଙ୍କ ଆଖି। ଚିକଣିଆ କଥା କହି କରୁଛନ୍ତି ଠକେଇ। ନକଲି କାଗଜପତ୍ର ଏବଂ ପାୱାର ଅଫ୍ ଆଟର୍ଣ୍ଣି ବ୍ଯ଼ବହାର କରି ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଜମି ବିକ୍ରି କରୁଥିବା ଜମେ ଠକକୁ କମିଶନରେଟ୍ ପୋଲିସ କରିବା ପରେ…

ନଗଦ ଟଙ୍କା ଜବତ ପରେ ପୁଣି ଥରେ ବୌଦ୍ଧ ଡିଷ୍ଟିଲରି କମ୍ପାନୀରେ ଆୟକର ବିଭାଗର ରେଡ୍

ବୌଦ୍ଧ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରେ ୩୫୧ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ଘଟଣାରେ ଗୁରୁବାର ବୌଦ୍ଧ ଜିଲ୍ଲାରେ ଥିବା ବୌଦ୍ଧ ଡିଷ୍ଟିଲରି ପ୍ରାଇଭେଟ୍ ଲିମିଟେଡ୍ (ବିଡିପିଏଲ୍)ରେ ପୁଣିଥରେ ଆୟକର ବିଭାଗର ଏକ ଟିମ୍ ପହଂଚି ଅନୁଧ୍ୟାନ କରିଛି। ଅଧିକାରୀମାନେ ଦୁଇଟି…

ବିସ୍ଥାପିତଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ୯୦୦ ପରିବାର, ଗଞ୍ଜାମ ଜିଲ୍ଲା ସୋରଡା…

ପରିବେଶ କଂଗ୍ରେସ ପକ୍ଷରୁ ଡିସେମ୍ବର ୧୭ରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ଵର: ଡିସେମ୍ବର ୨୨ ଓ ୨୩ ତାରିଖରେ ଓଡ଼ିଶା ପରିବେଶ କଂଗ୍ରେସର ୧୪ତମ ଅଧିବେଶନ ଭୁବନେଶ୍ବର ଆଂଚଳିକ ପ୍ରାକୃତିକ ଇତିହାସ ସଂଗ୍ରାହଳୟରେ ଅନୁଷ୍ଠିତ ହେବ । ଏହି ପରିବେଶ କଂଗ୍ରେସର ବିଷୟ ବସ୍ତୁ ରହିଛି “ ପରିବେଶ ଓ ସହରୀକରଣ” । ଏହି ପରିପ୍ରେକ୍ଷୀରେ ଆସନ୍ତା ଡିସେମ୍ବର ୧୭ ତାରିଖରେ…

ରାଜ୍ୟ ସଭାପତି ଚାପରେ ଏପରି ପ୍ରତିକ୍ରିୟା ରଖିଛନ୍ତି: କଳା ଟଙ୍କା ଜବତ ମାମଲାରେ ବିଜେପିକୁ ବିଜେଡିର କାଉଣ୍ଟର

ଭୁବନେଶ୍ୱର: ଆଇଟି ରେଡ ବେଳେ ମଦ ବ୍ୟବସାୟୀଙ୍କ ପାଖରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ରାଜ୍ୟ ବିଜେପି । ବିଜେପି ଏ ଟଙ୍କା ବିଜେଡିର ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ ବିଜେଡି ଏହାର କଡା ଜବାବ ଦେଇଛି ।…

ବିଜେପି ୧୫ ଲୋକସଭା ଆସନ ଦଖଲ କରିବ, ଧର୍ମେନ୍ଦ୍ରଙ୍କ ଆକଳନକୁ ନେଇ ତେଜିଲା ବୟାନବାଜି

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିଜୟ ପରେ ଉତ୍ସାହିତ ବିଜେପି ଆଗାମୀ ଦିନରେ ଓଡ଼ିଶାର ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଆଶା ରଖିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୧୫ ସାଂସଦ ଜିତିବା ତାଙ୍କ ଦଳର ଲକ୍ଷ୍ୟ।…

ଆସନ୍ତାକାଲି ଏକାମ୍ର ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆସନ୍ତାକାଲି ଏକାମ୍ର ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଆପରାହ୍ନରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଲିଙ୍ଗିପୂର୍…

ବିଜ୍ଞାନ ମେଳା ପରେ ଛାତ୍ର ରାତିରେ ହଣ୍ଡା ମାଜିବା ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ 

ପୁରୀ: ବିଜ୍ଞାନ ମେଳାକୁ ଆସି ସ୍କୁଲ ଛାତ୍ର ଦୟାନଦୀରେ ହଣ୍ଡା ମାଜିବା ଘଟଣା। କଣାସ ବ୍ଲକ ବେଣାଗାଁ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି। ନୋଟିସ ଜାରି କଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାସ। ଦୁଇଦିନ ମଧ୍ୟରେ…