Latest Odisha News

BREAKING NEWS

Browsing Category

ଓଡିଶା

Odisha

ବରଯାତ୍ରୀ ଗାଡିରେ ତେଲ ପକାଉଥିବା ବେଳେ ଅଗ୍ନିକାଣ୍ଡରୁ ଶିଶୁର ମୃତ୍ୟୁ, ଦୁଇ ଗୁରୁତର

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ଗୁରୁବାର ନିଆଁରେ ପୋଡି ହୋଇ ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ଜଣକ ମାଟିଆ ଗ୍ରାମର ହୋଇଥିବା ବେଳେ ସେ ବଡପଦା ଠାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ। ରତ୍ନାକର ମଲ୍ଲିକ ନାମକ ଜଣେ…

ସଂସଦରେ ବିଜେଡିର ଆଦିବାସୀ ପ୍ରୀତିକୁ ଦୋମୁହାଁ କହି ଘେରିଲେ ବିରୋଧୀ

ଭୁବନେଶ୍ୱର: ସଂସଦରେ ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ରଙ୍କ ଆଦିବାସୀଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ଗୁରୁବାର ବିଜେପି ଓ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏହା ବିଜେଡିର ଦୋମୁହାଁ ନୀତି କହି କଡା ସମାଲୋଚନା କରିଛନ୍ତି। ନିକଟରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି ବିଜୟୀ…

କ୍ରିକେଟ୍ ରୁ ଟ୍ରାଜେଡି: ମ୍ୟାଚ ପରେ ଯବାନଙ୍କ ଉପରେ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର: କ୍ରିକେଟ ମ୍ୟାଚରେ ବିଜୟୀ ହେଇ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଏବେ ସମସ୍ତେ ହତବାକ। ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭାରତୀୟ ସେନାର ଯବାନ ଦିଲେଶ୍ୱରଙ୍କ…

କିଏ ହେବେ ଓଡ଼ିଶା କଂଗ୍ରେସର ‘ରେବନ୍ତ ରେଡ୍ଡୀ’?

ଭୁବନେଶ୍ୱର: ତେଲେଙ୍ଗାନାରେ ଆରମ୍ଭ ହୋଇଛି କଂଗ୍ରେସ ସରକାରର ରାଜ୍ । ଆଉ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ଯୁବ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ । ବିଜେପି ଛାଡି କଂଗ୍ରେସର ଯୋଗ ଦେଇଥିବା ଏହି ନେତା ଆଜି ଶପଥ ନେବା ବେଳେ ଫିଲ୍ମ Bharat Ane Nenu Bharathର ହିରୋ ମହେଶ ବାବୁଙ୍କ…

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ

ଭଦ୍ରକ: ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି । ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରେ ଥିବା ଲଞ୍ଚ ପ୍ୟାଡ଼ରୁ ଆଜି ଏହି ପରୀକ୍ଷଣ ହୋଇଥିଲା । ଏହି ‘ଅଗ୍ନି-୧’ କ୍ଷେପଣାସ୍ତ୍ର ୧ ହଜାରରୁ ୨ ହଜାର ଭିତରେ…

ମଦ ୟୁନିଟରେ ଆୟକର ଚଢାଉ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି

ସୁନ୍ଦରଗଡ: ବିଜେପି ବିଧାୟିକା କୁସୁମ ଟେଟେ ଅଭିଯୋଗ କରିଛନ୍ତି ଯେ ଆୟକର ବିଭାଗ ତଦନ୍ତ କରୁଥିବା ମଦ ଉତ୍ପାଦନ ୟୁନିଟର ଜମି ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ମା' ଓ ଭାଇଙ୍କ ମାଲିକାନାରେ ଥିଲା। ତେବେ ଏହି ଦାବିକୁ ଯୋଗେଶ ସିଂହ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଯଦି ସେ ତାଙ୍କ ବୟାନକୁ…

ମୋବାଇଲ ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ

ବରଗଡ: ମୋବାଇଲ ଲୁଟ୍ ଘଟଣାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ବରଗଡ଼ ସହରରେ ଲୁଟ୍ କରୁଥିବା ଏହି ଅଭିଯୁକ୍ତ ମାନଙ୍କ ଲୁଟ୍ କରିବାର ଭିଡ଼ିଓ ସିସି ଟିଭିରେ ରେକର୍ଡ ହୋଇଥିଲା । ତେବେ ଦିନ ଦ୍ୱିପ୍ରହର ବେଳେ ଏପରି ଉଦ୍ୟମ କରି ମୋବାଇଲ ଲୁଟ୍ କରୁଥିବା…

ହିନ୍ଦୁତ୍ବ କାର୍ଡ: ଟ୍ରେଣ୍ଡ ସହ ଫ୍ରେଣ୍ଡ ହୋଇପାରିବ ତ କଂଗ୍ରେସ?

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ବିଜେପିକୁ ଚେକ୍ ଦେବାକୁ ଯାଇ ଗ୍ରହଣ କରିଥିବା ନରମ ହିନ୍ଦୁତ୍ବ କାର୍ଡ ବିଫଳ ହୋଇଛି। ଏପରି ସ୍ଥିତିରେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ଏହି ରଣନୀତିରୁ ଶିକ୍ଷାଲାଭ କରିବ ନା ଅନ୍ୟ ପ୍ରସଙ୍ଗକୁ ଅଧିକ ଫୋକସ କରିବ ତାହା ଏବେ ଚର୍ଚ୍ଚାର ବିଷୟ…

‘ଧର୍ମକୁ ଆଖି ଠାର ପରି ଫସଲ କ୍ଷୟକ୍ଷତିର ଆକଳନ କରାନଯାଉ’

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ 'ମିଗଜୋମ' ପ୍ରଭାବରେ ଦକ୍ଷଣି ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ଧାନ, କପା ଓ ଅନ୍ୟାନ୍ୟ ପନିପରିବା ଫସଲ ବିପୁଳ ଭାବରେ ପ୍ରଭାବିତ ହୋଇଛି । ବର୍ଷା ଓ ବାତ୍ୟା ପୂର୍ବରୁ ସରକାର କେବଳ ଚାଷୀଙ୍କୁ ସତର୍କତା ସୂଚନା ଆଦେଶାବଳୀ ଜାରି କରିବା ଛଡ଼ା ଫସଲ ସୁରକ୍ଷା…

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଡରୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଏବେ କୌଣସି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନଥିବାବେଳେ କାହିଁକି ସେବା ପରିଚାଳନା ଆଇନ (ଏସମା) ଲାଗୁ କରୁଛନ୍ତି ରାଜ୍ୟ ସରକାର?  ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କର ଏତେ ଭୟ କାହିଁକି ? ସରକାର ଜାଣି ରଖିବା ଦରକାର ଜୋର ଜବରଦସ୍ତ କରି…