Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଡରୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଏବେ କୌଣସି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନଥିବାବେଳେ କାହିଁକି ସେବା ପରିଚାଳନା ଆଇନ (ଏସମା) ଲାଗୁ କରୁଛନ୍ତି ରାଜ୍ୟ ସରକାର?  ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କର ଏତେ ଭୟ କାହିଁକି ? ସରକାର ଜାଣି ରଖିବା ଦରକାର ଜୋର ଜବରଦସ୍ତ କରି…

ରାଜ୍ୟରେ ବଡ ଧରଣର ଆଇଟି ରେଡ୍: ମଦ ଫ୍ୟାକ୍ଟ୍ରୀ ରୁ ୨ ଶହ ରୁ ଉର୍ଦ୍ଧ୍ବ ଟଙ୍କା ଜବତ

ବଲାଙ୍ଗୀର/ସମ୍ବଲପୁର/ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ଦିନ ହେବ ଚାଲିଛି ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀ ମାନଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି । ମଦ ପ୍ରସ୍ତୁତକାରୀ କମ୍ପାନୀ ଟିକସ ଫାଙ୍କୁଥିବା ଅଭିଯୋଗରେ ଭୁବନେଶ୍ବର ସ୍ଥିତ ବୌଦ୍ଧ…

ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ: କହିଲା, ଜଗତଗୁରୁଙ୍କୁ ସସମ୍ମାନେ ନିମନ୍ତ୍ରଣ…

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପ୍ରକାଶ ପରେ ଚେତିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଜଗତଗୁରୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯିବ  ବୋଲି ସଫେଇ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି…

ଦୟା ନଦୀକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ

ଭୁବନେଶ୍ୱର: ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ଆରମ୍ଭ ହୋଇଛି ପ୍ରକିୟା । ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର…

ମୋତେ କେହି କିଛି ପଚାରୁ ନାହାନ୍ତି, ମୋତେ ଦୂରେଇ ଦେଉଛନ୍ତି-କ୍ଷୋଭ ପ୍ରକାଶ କରି କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର:ମୋତେ କୌଣସି କଥାରେ କେହି କିଛି ପଚାରୁନାହାନ୍ତି । ମୋର ପରାମର୍ଶ ନେଉ ନାହାନ୍ତି । ସମସ୍ତେ ମୋଠାରୁ ଦୂରତା ବଜାୟ ରଖୁଛନ୍ତି । ପ୍ରଶାସନ ହେଉ ବା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ବା ଗଜପତି । କେହି ମୋତେ ପଚାରୁ ନାହାନ୍ତି । ଏମିତି କହି ନିଜର ଅଭିମାନ ଏବଂ କ୍ଷୋଭ…

ପୋଲିସ ରିଜର୍ଭ ଅଫିସ ପଡିଆରେ ବୀମା ସଚେତନତା ଶିବିର ଆୟୋଜିତ

ଭୁବନେଶ୍ବର: ଭୁବନେଶ୍ବର ପୋଲିସ ରିଜର୍ଭ ଅଫିସ ପଡିଆରେ ଆଜି ବୀମା ସଚେତନତା ଶିବିର ଶୁଭାରମ୍ଭ କରାଯାଇଛି । ସହରାଞ୍ଚଳ ଭୁବନେଶ୍ବର କଟକ ପୋଲିସ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ ଚାରି ଦିନ ବ୍ୟାପି ଏହି ବୀମା ସଚେତନତା କାର୍ଯ୍ୟକ୍ରମ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି ଦ୍ଵୈତ ନଗରୀ ପୋଲିସ…

ମାଟିରେ ମିଶିଲା ନରେନ୍ଦ୍ର ମହଲା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଉଚ୍ଛେଦ କଲା ପ୍ରଶାସନ

ପୁରୀ: ପୁରୀରେ ବର୍ତ୍ତମାନ ଜଗାଦର୍ଶନ ପାଇଁ ଯାତ୍ରୀଙ୍କ ନିମନ୍ତେ ଅନେକ ସୁବିଧା ମାନ ଗ୍ରହଣ କରାଯାଇଛି । ଅତୀତରେ ଯାତ୍ରୀମାନେ ଯେଉଁସବୁ ଅସୁବିଧା ମାନ ଭୋଗିଛନ୍ତି ତାହା ଯେପରି ପୁନରାବୃତ୍ତି ନହୁଏ ସେନେଇ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନେକ ଉନ୍ନତମାନର କାମ ହାତକୁ…

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ: ଆଜି ଚିହ୍ନଟ ହେଲା ଯଜ୍ଞ ସ୍ଥଳ

ପୁରୀ: ଆସନ୍ତା ଜାନୁଆରୀ ୧୭ ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ଚାରି ଧାମରୁ ବିଦ୍ୱାନ,ପଣ୍ଡିତ ,ସାଧୁସନ୍ଥ ଓ ଭିଭିଆଇପି ଏଥିରେ ଯୋଗଦେବାର…

ଚପଲ ଦୋକାନ ଆଜବେଷ୍ଟ ଭାଙ୍ଗି ଲୁଟିନେଲେ

ସୁବର୍ଣ୍ଣପୁର : ପୁଣି କଳାକନା ବୁଲାଇଲେ ଚୋର । ଗତକାଲି ବିଳମ୍ବିତ ରାତିରେ ଚପଲ ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । ଏମିତି କିଛି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ  । ଗଣେଶ ମାର୍କେଟ କମ୍ପ୍ଲେକ୍ସ ରେ ଥିବା କୃପାମୟୀ ଚପଲ ଦୋକାନର ଆଜବେଷ୍ଟ୍ ଭାଙ୍ଗି କଲାକନା ବୁଲାଇଛନ୍ତି ଚୋର…