Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏକୋଇଶିଆ ପୂର୍ବ ଦିନ ବିଷ ଇଞ୍ଜେକସନ ଦେଇ ଝିଅକୁ ହତ୍ୟା ଉଦ୍ୟମ କଲା ବାପ

ବାଲେଶ୍ୱର: ଜନ୍ମକଲା ବାପ ସାଜିଲା ଜହ୍ଲାଦ! ଏକୋଇଶିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବିଷ ଇଞ୍ଜେକସନ ଦେଇ ଝିଅକୁ ହତ୍ୟା ଉଦ୍ୟମ କରିଛି  ବାପ। ନୀଳଗିରି ସିଙ୍ଗିରିର ଏହି ଘଟଣା ଏବେ ସାରା ରାଜ୍ଯରେ ଚର୍ଚ୍ଚର ବିଷୟ ପାଲଟିଛି। ସୋମବାର ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯାହାକୁ…

ରଥଯାତ୍ରା ପୂର୍ବରୁ ପୁରୀରେ ଆକାଶଛୁଆଁ ହେଲାଣି ହୋଟେଲ ରୁମ ବୁକିଂ ଦର

ଭୁବନେଶ୍ୱର: ଜୁନ୍ ୪ରେ ହେବାକୁ ଥିବା ସ୍ନାନଯାତ୍ରା ଏବଂ ପରେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ଗ୍ରାଣ୍ଡ୍ ରୋଡ୍ ପାର୍ଶ୍ୱରେ ହେଉଥିବା ଏହି ଭବ୍ୟ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ତେବେ ଏହା ପୂର୍ବରୁ ବିଶେଷ କରି ଗ୍ରାଣ୍ଡ୍ ରୋଡରେ ହୋଟେଲ୍ ରୁମ୍ ମୂଲ୍ୟରେ ଅହେତୁକ…

ରଥଯାତ୍ରା ପ୍ରସ୍ତୁତି ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପିଙ୍କ ବୈଠକ, ଏହି ସବୁ ବ୍ୟବସ୍ଥା ଉପରେ ଗୁରୁତ୍ୱ

କଟକ: ଆସନ୍ତା ୨୦ ତାରିଖରେ ପୁରୀରେ ହେବାକୁ ଥିବା ରଥଯାତ୍ରା ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସୋମବାର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରସ୍ତୁତି ବୈଠକ କରିଛନ୍ତି। କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା…

ଏଣିକି ରେଶମ ପୋକ ନ ମାରି ପ୍ରସ୍ତୁତ କରାଯିବ ଗୀତ ଗୋବିନ୍ଦ ପାଟ

ପୁରୀ: ରେଶମ ପୋକ ନ ମାରି ପ୍ରସ୍ତୁତ ହୋଇଥିବା ବସ୍ତ୍ର ଏଣିକି ଶ୍ରୀମନ୍ଦିରରେ ବ୍ୟବହାର କରାଯିବ । ପରୀକ୍ଷା ମୂଳକ ଭାବେ ପ୍ରଥମେ ରେଶମ ପୋକକୁ ନ ମାରି ୮୮ ମିଟର ଲମ୍ବର ଗୀତ ଗୋବିନ୍ଦ ପାଟ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ୮୮ ମିଟର ଲମ୍ବର ଗୀତଗୋବିନ୍ଦ ପାଟ ପ୍ରସ୍ତୁତ ନେଇ ୪ ରୁ ୭ ଲକ୍ଷ…

ଫୋନ୍ ପେ’ରେ ଲାଞ୍ଚ ନେବାରେ ପ୍ରଥମ ମାମଲା, ଦୁଇ ଟିପିସିଓଡିଏଲ ଅଧିକାରୀ ଗିରଫ

ଭୁବନେଶ୍ୱର: ଡିଜିଟାଲ ପେମେଣ୍ଟ ଜରିଆରେ ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱରରେ ଦୁଇ ଟିପିସିଓଡିଏଲ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସୋମବାର ଟିପିସିଓଡିଏଲର ଦୁଇ ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିବା ବେଳେ ଡିଜିଟାଲ ପେମେଣ୍ଟ ଜରିଆରେ ଲାଞ୍ଚ କାରବାରର ପ୍ରଥମ…

ଭୁବନେଶ୍ୱର ଜୟପୁର ବିମାନ ସେବା ଦୁଇ ଦିନ ପାଇଁ ସାମୟିକ ବନ୍ଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ବିମାନସେବା ବାଧାପ୍ରାପ୍ତ। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ବିମାନ ଚଳାଚଳ ସାମୟିକ ଭାବେ ବନ୍ଦ ରହିଛି। ଇଣ୍ଡିଆଓ୍ୱାନ ଏୟାର ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଜୟପୁର ବିମାନ ବନ୍ଦର ମଧ୍ୟରେ…

ସରିଲା ରାଜ୍ୟପାଳ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ, କିଏ ହେବେ ନୂଆ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ନୂଆ ରାଜ୍ୟପାଳ କିଏ ହେବେ ସେ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବା ବେଳେ ବିଧିବଦ୍ଧ ନିଯୁକ୍ତି ନହେବା…

ରାଜନୀତିରେ ‘ମୋ ଘର’, ବିଜେପି କହିଲା କେନ୍ଦ୍ର ଯୋଜନାର ନକଲ, ସରକାର କହିଲେ ଅବହେଳିତଙ୍କୁ ଗୁରୁତ୍ୱ

କଟକ: ରାଜ୍ୟ ସରକାରଙ୍କ 'ମୋ ଘର' ଯୋଜନା ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଲକ୍ଷ୍ୟରେ କେନ୍ଦ୍ରୀୟ ଯୋଜନାର ଏକ ନକଲ ମାତ୍ର ବୋଲି କହି ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି। ଏପରି କହି ଶାସକ ଦଳକୁ କଡା ସମାଲୋଚନା କରିଛି ବିଜେପି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ…

+୨ ପରୀକ୍ଷା ଫଳ ପ୍ରକାଶ ପାଇବ ତାରିଖ ଘୋଷଣା କଲା ସିଏଚଏସଇ

ଭୁବନେଶ୍ୱର: ମେ' ୩୧ ସୁଦ୍ଧା +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ ଉଭୟ ଷ୍ଟ୍ରିମ୍ ପାଇଁ ଫଳାଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ…

ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି

ଭୁବନେଶ୍ୱର: ଚକଜମି ବିକ୍ରି ତଥା ବିଭାଜନକୁ ମିଳିଛି କ୍ୟାବିନେଟ ମୋହର । ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଚକ  ଜମି  ବିକ୍ରି ପାଇଁ ଜମି ପଟ୍ଟାଗୁଡ଼ିକର ସଂଶୋଧନ କରାଯାଇ ପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର…