Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧରା ପଡିଲେ ସୁନୀଲ ପାଢୀ, ଭିଜିଲାନ୍ସ ରେଡ ବେଳେ ଛାତରୁ ଡେଇଁ ମାରିଥିଲେ ଚମ୍ପଟ

ଭୁବନେଶ୍ଵର: ଧରାପଡ଼ିଲେ ଛାତରୁ ଡେଇଁ ଚମ୍ପଟ ମାରିଥିବା ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀ । ଆଜି ରାତି ୪ଟାରେ ଭୁବନେଶ୍ଵରସ୍ଥିତ ଜାଗମରା ଘରେ ଭିଜିଲାନ୍ସ ରେଡ୍‌ ବେଳେ ପଡ଼ୋଶୀ ଘର ଛାତରୁ ଡେଇଁ ଚମ୍ପଟ ମାରିଥିଲେ ସୁନୀଲ । ସୂଚନା ଅନୁସାରେ, ଭୁବନେଶ୍ୱର…

୩ରେ ବାତ୍ୟା ,୪ରେ ଉପକୂଳ ଛୁଇଁବ !

ଭୁବନେଶ୍ବର :  ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୪ ତାରିଖ ସକାଳେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବାର ଆଶଙ୍କା କରାଯାଉଛି । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ନିଟ୍ ଓ ଜେଇଇ କୋଚିଂ

ଭୁବନେଶ୍ୱର:  ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ ନିଟ୍ ଏବଂ ଜେଇଇ କୋଚିଂ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତକାଲି…

ପୁଣି ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ, ଦେଶର ପ୍ରଥମ ମହିଳା ଏଡିସି ହୋଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢୀ

ଭୁବନେଶ୍ଵର: ଦେଶର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ହୋଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ବୁଧବାର ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କ୍ବାର୍ଡନ ଲିଡର ମନୀଷା ପାଢୀଙ୍କୁ ଏଡିସି…

ଟ୍ରାକରୁ ଖସିଲା ଜମ୍ମୁତାୟି ଏକ୍ସପ୍ରେସ

ସମ୍ବଲପୁର: ଟ୍ରାକରୁ ଖସିଲା ଜମ୍ମୁ ତଓ୍ବି ଏକ୍ସପ୍ରେସ୍ ଟ୍ରେନ୍ । ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଳ ଷ୍ଟେସନରେ । ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଛି । ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ରେଡ୍ ବେଳେ ଘର ଛାତ ଡେଇଁ ମାରିଲେ ଚମ୍ପଟ

ଭୁବନେଶ୍ଵର: ଛାତ ଡେଇଁ ଚମ୍ପଟ ମାରିଲେ ଜେଇ ସୁନିଲ କୁମାର ପାଢୀ । ଭିଜିଲାନ୍ସ ରେଡ୍ ବେଳେ ନିଜ ଘରର ଛାତ ଦେଇ ପଡିଶା ଘରର ଛାତକୁ ଡେଇଁ ସେଠାରୁ ଫେରାର ହୋଇଯାଇଛନ୍ତି । ଭୁବନେଶ୍ଵର ସ୍ଥିତ ଜାଗମରା ଅଞ୍ଚଳରେ ଭିଜିଲାନ୍ସ ରେଡ ପାଇଁ ପହଞ୍ଚିବା କ୍ଷଣି ଛାଟ ଡେଇଁ ଫେରାର ହୋଇଯାଇଛନ୍ତି ଜେଇ…

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ରେଞ୍ଜର: ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ

ଆସିକା : ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ରେଞ୍ଜର  । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢୀଙ୍କ ଘରେ ରେଡ୍ କରାଯାଉଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । ଆସିକା , ଭଞ୍ଜନଗର , ବ୍ରହ୍ମପୁର ଓ ଭୁବନେଶ୍ବର ସ୍ଥିତ ଘରେ ରେଡ୍ କରୁଛି ଭିଜିଲାନ୍ସ…

ଅବପାତର ରୂପ ନେଉଛି ଲଘୁଚାପ : ଡିସେମ୍ବର ୨ରେ ବାତ୍ୟା ଆଶଙ୍କା !

ଭୁବନେଶ୍ବର :  ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ  । ଗତକାଲି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାବେଳେ ଆଜି ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ବେଆଇନ ଗଞ୍ଜେଇ ଚାଷ ନଷ୍ଟ , ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇଛି  । ଫଳରେ  ଚାଙ୍ଗୁଡ଼ିଆ ପଞ୍ଚାୟତର ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣ ଗିରଫ ହୋଇଛନ୍ତି  ।  ସୂଚନା ମୂତାବକ ଗତକାଲି ଛେଣ୍ଡିପଦା ଥାନା ଅଧିକାରୀ ବେଆଇନ…

‘ସାଏଡ୍ ୨୦୨୩’ର ୭ମ ସଂସ୍କରଣ ଆୟୋଜନ, ୭ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏକାଠି ହେଲେ

ଭୁବନେଶ୍ୱର: ରାଜ୍ୟର ୬୦ଟି ବିଦ୍ୟାଳୟର ୭ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଏକାଠି କରି କେ-୧୨ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହୋତ୍ସବ 'ସାଏଡ୍ ୨୦୨୩'ର ୭ମ ସଂସ୍କରଣ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ଟେକ୍ ଫେୟାର, ଷ୍ଟାର୍ଟଅପ୍ ପାର୍କ, କର୍ମଶାଳା, ଛାତ୍ର ଅଧିବେଶନ, ଟିଇଡି…