Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ମଧ୍ୟ ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍, ପଶ୍ଚିମବଙ୍ଗ ମାଲଦାରୁ ବେଙ୍ଗାଲୁରୁ ଯାଏ ଗଡ଼ିବ ଟ୍ରେନ

ଭୁବନେଶ୍ଵର: ଓଡ଼ିଶାରେ ପହଞ୍ଚିଲା ଅମୃତ ଭାରତ ଏକ୍ସପ୍ରେସ୍‌। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବା ପରେ ଆଜି ଓଡ଼ିଶା ମଧ୍ୟ ଦେଇ ଗଡ଼ିଛି ଅମୃତ ଭାରତ ଏକ୍ସପ୍ରେସ୍‌ । ପ୍ରଧାନମନ୍ତ୍ରୀ ଗତକାଲି ୨ଟି ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।…

ରାଜ୍ୟରେ କମିବ ଶୀତର ପରିମାଣ, ନୂଆବର୍ଷର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା

ଭୁବନେଶ୍ଵର: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ବର୍ଷା ସମ୍ଭାବନା । ଜାନୁଆରୀ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ୪ ଓ ୫ ତାରିଖରେ ବର୍ଷା…

ଓଡିଶା ଆସୁଛନ୍ତି ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ

ଭୁବନେଶ୍ବର: ଓଡିଶା ଆସୁଛନ୍ତି ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ । ଆସନ୍ତା ୨୦୨୪ ଜାନୁଆରୀ ୧ ରୁ ୫ରାତିଖ ପର୍ଯ୍ୟନ୍ତ ରାଉରକେଲା ଅଗ୍ରେସନ ଭବନରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ଚିନ୍ତନ ବୈଠକରେ ଯୋଗ ଦେବେ ଡା.ମୋହନରାଓ ଭାଗବତ ।…

ପୁରୀରେ ନୂଆବର୍ଷ ପ୍ରସ୍ତୁତି, ଅଢେଇ ଘଣ୍ଟା ପାଇଁ ଶୋଇବେ ମହାପ୍ରଭୂ

ପୁରୀ: ରାତି ପାହିଲେ ନୂଆବର୍ଷ । ସେଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଜଗନ୍ନାଥ ଦର୍ଶନ ସହ ବେଳାଭୂମି ସ୍ନାନ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ସହ ସରିଛି ରୋଡମ୍ୟାପ୍ । ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ…

ବାହାରିଲା ଏଏସଓ ପରୀକ୍ଷା ଫଳ: ୭୮୭ କୃତକାର୍ଯ୍ୟ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ଝିଅ

ଭୁବନେଶ୍ୱର:ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସିଙ୍କ ପକ୍ଷରୁ ହୋଇଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସଫଳ ହୋଇଥିବା ୭୮୭ ଜଣ ପରୀକ୍ଷାର୍ଥୀଙ୍କୁ ଏଏସଓ ପଦବୀରେ ନିଯୁକ୍ତି ଦିଆଯିବା ନେଇ ଓପିଏସସିଙ୍କ ପକ୍ଷରୁ ଜାରି ଏକ ରିଲିଜରେ…

ନୂଆବର୍ଷ ପ୍ରସ୍ତୁତି: ଜିରୋନାଇଟ ସେଲେବ୍ରେଶନ ପାଇଁ ପୁରୀ ଓ ଭୁବନେଶ୍ୱରରେ ଜାରି ହେଲା କଟକଣା

ଭୁବନେଶ୍ୱର: ୨୦୨୩ ତାର ଶେଷ ସ୍ପର୍ଶ ଦେଇ ଆଉ କିଛି ଘଣ୍ଟା ପରେ ସବୁଦିନ ପାଇଁ ବିଦାୟ ନେବ । ନୂଆ ବର୍ଷକୁ ସ୍ୱାଗତ କରିବ ଦୁନିଆ ।    ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ଚାହିଁ ବସିଛନ୍ତି ଲୋକେ । ତେବେ ଶୃଙ୍ଖଳିତ ଓ…

କେନ୍ଦ୍ରୀୟ ପାଣ୍ଠିର ଉପଯୋଗ ନେଇ ରାଜ୍ୟ ସରକାରଙ୍କ ଠାରୁ ଉତ୍ତରଦାୟିତ୍ୱ ଦାବି କଲା ଓଡ଼ିଶା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଅଭିଯୋଗ କରିଛନ୍ତି ଯେ ଏନଡିଏର ଶାସନ କାଳରେ ଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ୧୮.୮୩ ଲକ୍ଷ କୋଟି ଟଙ୍କାର ହିସାବ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଗଣତାନ୍ତ୍ରିକ ନୁହଁନ୍ତି ଏବଂ ଏହାର ଶାସନରେ ସ୍ୱଚ୍ଛତାର…

ଭୁବନେଶ୍ଵରରେ ଜବରଦଖଲ ମୁକ୍ତ ହେଲା ୨ ଏକର ସରକାରୀ ଜମି

ଭୁବନେଶ୍ୱର: ବିଡିଏ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଭୁବନେଶ୍ୱରର ପ୍ରାୟ ୨ ଏକର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶନିବାର ସହରର ସରସ୍ୱତୀ ବସ୍ତିରେ ପୁଲିସ ଫୋର୍ସ ଉପସ୍ଥିତିରେ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ସୌରଚାଳିତ ୧୦୦୦ଟି ଶୀତଳ ଭଣ୍ଡାର

ଭୁବନେଶ୍ଵର: ରାଜ୍ୟରେ ୧୦୦୦ଟି ସୌରଚାଳିତ ଶୀତଳ ଭଣ୍ଡାର ସ୍ଥାପନ ହେବ। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ାର ସହାୟତାରେ ଏହି ଶୀତଳ ଭଣ୍ଡାର ସ୍ଥାପନ କରାଯିବ । ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନରୁ ଆରମ୍ଭ କରି ୩୦…

ଲାଞ୍ଚ ମାଗିବା ଅଭିଯୋଗରେ ବାରିପଦା ଫିଲ୍ଡ ଆସିଷ୍ଟାଣ୍ଟ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ରେଶମ କୃଷି ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଫିଲ୍ଡ ଆସିଷ୍ଟାଣ୍ଟ ବିଭୂତି କୁମାର ମଲ୍ଲିକଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ମୟୂରଭଞ୍ଜ (ତୁସର) ଗ୍ରାମ୍ୟ ଗବେଷଣା ଉନ୍ନୟନ ପରିଷଦର ଜଣେ…