Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କେଇଏମ୍‍ ଓ କିସ୍‍-ଦିଲ୍ଲୀ…

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରସ୍ଥିତ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍, କଲରାବାଙ୍କ ସ୍ମାର୍ଟ ଭିଲେଜସ୍ଥିତ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ୍‍ (କେଇଏମ୍‍) ଓ…

୧୪ ସ୍ଥାନରେ ୪୦ ଉପରେ ପାରଦ, କାଲିଠୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି । କାଲିଠୁ ରାଜ୍ୟରେ ହିଟ୍ ୱେଭ୍ ନେଇ ୧୭ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

୭ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍‌କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍‌ର ସମସ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ବାଇକ, ଗୋଟିଏ ଦେଶୀ…

ଡାକ୍ତର ହୋଇ ସେବା କରିବୁ

ନୂଆପଡ଼ା : ସିବିଏସଇ ପରୀକ୍ଷା ଫଳକୁ ନେଇ ଖଡ଼ିଆଳରେ ଖୁସିର ମାହୋଲ । ଗତ ଦୁଇଦିନ ତଳେ ସିବିଏସଇ ଯୁକ୍ତ ଦୁଇ ଓ ମାଟ୍ରିକ ଫଳାଫଳ ପ୍ରକାଶିତ ହୋଇଥିବା ବେଳେ ନୂଆପଡା ଜିଲ୍ଲା ଖଡ଼ିଆଳର ଛାତ୍ରଛାତ୍ରୀଙ୍କ କୃତିତ୍ବକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଯୁକ୍ତ ଦୁଇରେ ଅକ୍ଷରା ଶୁକ୍ଳା…

ଆଇଟିଆଇ ଶିକ୍ଷକଙ୍କ ସହ ୨ ଗିରଫ, ପାକିସ୍ତାନକୁ ବିକ୍ରି କରୁଥିଲେ ଓଟିପି

ଭୁବନେଶ୍ୱର: ସ୍ପେଶାଲ୍ ଟାସ୍କ ଫୋର୍ସ (STF) ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ଆଇଟିଆଇ ଶିକ୍ଷକ ଅଛନ୍ତି । ଅଭିଯୋଗ ଅନୁସାରେ, ଗିରଫ ୩ ଜଣ ପାକିସ୍ତାନୀ ଗୁଇନ୍ଦା ବିଭାଗ ଏବଂ ଆଇଏସ୍ଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିଲେ । ଗିରଫ ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ ବଡ଼ପାଣ୍ଡୁସରର…

ମନ ଓ ଦେହକୁ ଶାନ୍ତି ଦେଉଛି ଶୀତଳ ବାମ୍ପ ସେବା

ପୁରୀ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ପୁରୀ ଟାଉନ ହଲ ଛକ । ଆଉ ଏ ଜାଗା ସଭିଙ୍କର ଭାରୀ ପ୍ରିୟ। ଆପଣ ଅସହ୍ୟ ଖରାରେ ଯାଇ ପହଞ୍ଚିଗଲେ ସେଠି ଚେୟାରଟିଏ ମିଳିଯାଏ ବସିବାକୁ । ମୁଣ୍ଡ ଉପରେ ଚାଳିଆଟି ଛାଇଟିକେ ଦିଏ । ତାପରେ ଆରମ୍ଭ…

ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଦଶମ ଆଇସିଏସଇ ଏବଂ ଦ୍ୱାଦଶ (ଆଇଏସସି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଆଜି ଅପରାହ୍ନ ୩ ଟା ବେଳକୁ ପ୍ରକାଶ ପାଇବ । ଏନେଇ ସିଆଇଏସସିଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରିକ୍ଷାର୍ଥୀ…

ସମ୍ବଲପୁର ସର୍କଲ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ କଏଦୀ!

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲରେ କଏଦୀଙ୍କ ଆତ୍ମହତ୍ୟା ଅଭିଯୋଗ। ବେକରେ ଗାମୁଛା ଦେଇ ଝୁଲିପଡ଼ିଲେ କଏଦୀ। ଜେଲ୍‌ କୋଠରୀରୁ ମୃତଦେହ ଉଦ୍ଧାର କରିଛି ପୁଲିସ୍। ମୃତକ ଜଣଙ୍କ ହେଲେ ସଦର ଥାନା ସିନ୍ଦୂରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ। ତାଙ୍କ ବୟସ ୩୫ ହେବ। ଏକ ପାରିବାରିକ କଳହ ମାମଲାରେ…

ସୁନା କିଣିବାକୁ ଯାଉଛନ୍ତି କି ! ଥରେ ନଜର ପକାନ୍ତୁ କେତେ ରହିଛି ସୁନା ଦର ?

ଭୁବନେଶ୍ୱର : ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । ସୁନାର କ୍ରମାଗତ ଦର ପରିବର୍ତ୍ତନକୁ ନେଇ ସମସ୍ତେ ଚିନ୍ତିତ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ଦର ଲୋକଙ୍କୁ ବିଚଳିତ କରିଛି। ତେବେ ଆଜି କେତେ ରହିଛି…

ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା

ପୁରୀ: ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ୨୧ ଦିନ ଧରି ଅନୁଷ୍ଠିତ ହେବ । ୧୫ ତାରିଖ ଦିନ ଏକାଦଶୀ, ୧୯ ତାରିଖ ଦିନ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଦିନ ଶୀତଳ ଷଷ୍ଠୀ ଓ ୩୧ ତାରିଖ ଦିନ ରୁକ୍ମିଣୀ ବିବାହ ମହାପ୍ରଭୁଙ୍କ…