Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫ୍ରଡ୍ ୱେବସାଇଟରେ ୪ ମାସରେ ୩୯ କୋଟିର କାରବାର, ସତର୍କ କଲା ଇଓଡବ୍ଲୁ

ଭୁବନେଶ୍ୱର: ରାଜ୍ୟରେ ସାଇବର କ୍ରାଇମ୍ ବଢ଼ୁଥିବା ବେଳେ ଇଓଡବ୍ଲୁ ଲୋକଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଠକ୍ ଫ୍ରଡ୍ ୱେବସାଇଟ୍ ଜରିଆରେ ଲୋକଙ୍କୁ ଠକୁଛନ୍ତି । www.smsmvip.com ୱେବସାଇଟ୍ ଜରିଆରେ ପ୍ରାୟ ୩୭୦୦ ଜଣ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଆମେରିକାରେ ତିଆରି ହୋଇଥିବା…

ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ, ଆଗୁଆ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦକ୍ଷିଣ ବଙ୍ଗପୋସାଗରରେ ଏକ ଲଘୁଚାପ ଓ ପରବର୍ତ୍ତୀ ସମୟରେ ବାତ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ଗ୍ରୀଷ୍ମ ଋତୁ ବାତ୍ୟାର ଗତି ଜଟିଳ । ଫନି ବାତ୍ୟା ସମ୍ପର୍କରେ ସ୍ମରଣ କରି…

ମେ ୧୧ ବେଳକୁ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !

ଭୁବନେଶ୍ୱର: ଏପ୍ରିଲ୍ ମାସ ସରିଯାଇଛି।  କିନ୍ତୁ ଭାରତୀୟ ସାଗରରେ କୌଣସି ବାତ୍ୟା ଆସିନି । ଲଗାତାର ଚତୁର୍ଥ ବର୍ଷ ପାଇଁ ଏପ୍ରିଲରେ ବାତ୍ୟା ଆସି ନଥିବା ବେଳେ ଶେଷ ଥର ପାଇଁ ୨୦୧୯ ଏପ୍ରିଲରେ ବାତ୍ୟା ଫନି ଆସିଥିଲା । ବଙ୍ଗୋପସାଗରରେ ଅବପାତ ଏପ୍ରିଲ ୨୭ରେ ବାତ୍ୟା ଫନିରେ ପରିଣତ ହୋଇଥିଲା । ୩୦…

ଖୋର୍ଦ୍ଧା ଆଉଟ ପୋଷ୍ଟ ହେଲା ପୋଲିସ ଷ୍ଟେସନ; କେନ୍ଦୁଝର-ବଡବିଲରେ ୨ ଟ୍ରାଫିକ ପୋଲିସ ଷ୍ଟେସନକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା “ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ” । ଏହି ଷ୍ଟେସନ ପାଇଁ ସୃଷ୍ଟି ହେଲା ୨୩ଟି ଅତିରିକ୍ତ ପଦବୀ । ସେହିପରି କେନ୍ଦୁଝର ଓ ବଡବିଲରେ  ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ହେବା ସହ ୨୪ଟି ଅତିରିକ୍ତ ପଦବୀ ସୃଷ୍ଟି ହେବ  । ରାଜ୍ୟ…

ସମ୍ବଲପୁରରେ ବିଜେପି ଯାଞ୍ଚ କମିଟି: ହିଂସା ପାଇଁ ରାଜ୍ୟ ସରକାର ଏବଂ ପୋଲିସକୁ ଦାୟୀ କଲେ

ସମ୍ବଲପୁର:  ସମ୍ବଲପୁରରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ । ହନୁମାନ ଜୟନ୍ତୀରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ  ସମ୍ବଲପୁର ଯାଇଛନ୍ତି ବିଜେପିର ୪ ଜଣିଆ ଟିମ୍ ।  ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହି ଟିମ ରାଜ୍ୟ ସରକାର ଏବଂ ସ୍ଥାନୀୟ ପୋଲିସ ଉପରେ…

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଆଇଏଏସ ଅଧିକାରୀ ଚଞ୍ଚଲ ଓ ଅନନ୍ୟା

ଭୁବନେଶ୍ୱର: ସରିଲା ବାହାଘର । ସବୁଦିନ ପାଇଁ ଜୀବନ ସାଥୀ ହେଲେ ଦୁଇ ଆଇଏଏସ ଅଫିସର ଚଞ୍ଚଲ ରାଣା ଓ ଅନନ୍ୟା ଦାସ । ଗୁଆହାଟୀର ଏକ ତାରକା ହୋଟେଲରେ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି । ସୋସିଆଲ ମିଡିଆରେ ଦୁଇ ଅଧି୍କାରୀଙ୍କ ବିବାହ ସମୟର ଫଟୋ ବେଶ ଭାଇରାଲ ହୋଇଛି । ବଲାଙ୍ଗୀର…

ସେଲଫି ନେବାବେଳେ ଖସି ପଡ଼ିଥିଲେ ଯୁବକ, ୧୭ ଘଣ୍ଟାର ପରିଶ୍ରମ ପରେ ମିଳିଲା ମୃତ ଦେହ

ସୁନ୍ଦରଗଡ଼ : ଖଣ୍ଡାଧାର ଜଳପ୍ରପାତରୁ ଖସିପଡ଼ି ନିଖୋଜ ଯୁବକଙ୍କ ମୃତଦେହ ମିଳିଛି । ଯୁବକ ଜଣକ ସେଲଫି ନେଉ ନେଉ ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚି ବହୁତ ଖୋଜା ଖୋଜା କରିଥିଲେ ମଧ୍ୟ ପାଇନଥିଲେ ହେଲେ ଦୀର୍ଘ ୧୭ ଘଣ୍ଟାର ଅକ୍ଲାନ୍ତ…

ଜଣେ ବ୍ୟକ୍ତି ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେଇପାରିବେ ନାହିଁ : ହାଇକୋର୍ଟ  

ଭୁବନେଶ୍ୱର : ଜମି ଆବଣ୍ଟନ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ  । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ ଲଗାଇଲେ ହାଇକୋର୍ଟ । ଣେ ବ୍ୟକ୍ତି ଯେକୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ କେବଳ ଗୋଟିଏ ହିଁ ପ୍ଲଟ ନେଇପାରିବେ ।ଏହି…

ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା, ୫ ଗୁରୁତର

ଭୁବନେଶ୍ୱର : ବରମୁଣ୍ଡା ଓଭର ବ୍ରିଜରେ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ସଫେଇ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ୍ । ପଛକୁ ପଛ ପିଟିହେଲେ କାର୍‌, ସ୍କୁଟର ଏବଂ ଟ୍ରକ୍‌ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ପ୍ରଥମେ ସ୍କୁଟରକୁ ପଛରୁ ଧକ୍କା ଦେଲା କାର୍‌ । ସ୍କୁଟର…

ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ନିଜର ରାଜନୈତିକ ସ୍ବାର୍ଥ ପାଇଁ ସାଧନ କହି କାଉଣ୍ଟର କଲା ବିଜେପି

ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ସମ୍ବଲପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ଉପରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ କହିଛି ବିଜେପି। ସୋମବାର ପ୍ରେସମିଟ୍ କରି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ବିଜେପି…