Latest Odisha News

BREAKING NEWS

Browsing Category

ଓଡିଶା

Odisha

କଡାକଡି ହେବ ମଦୁଆ ଧରା ଅଭିଯାନ: ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ

ଭୁବନେଶ୍ୱର : ସାବାଡ ହେବେ ମଦୁଆ  । ରାଜଧାନୀରେ କଡାକଡି ହେବ ମଦୁଆଧରା ଅଭିଯାନ  । ରାଜରାସ୍ତାରେ ଆଉ ମଦୁଆଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳିବନି  । ଏଥର ପୋଲିସମାନେ  ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ  ।  ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା

କଟକ : ଦୀପାବଳିରେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ବାପା  । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି  କଟକ ଜିଲ୍ଲା ନରାଜର କୈବର୍ତ୍ତ ସାହି ଘାଟରେ ।  ସୂଚନା ଅନୁଯାୟୀ ଆଜି ସକାଳୁ ସରୋଜ ସାହୁ ନାମକ ଜଣେ ବ୍ୟକ୍ତି ପୁଅକୁ ନେଇ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ ।  ହେଲେ ଅସାବଧାନତା…

ଦୀପାବଳିରେ ଅଘଟଣ : ବାଣ ଦୋକାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୪ ବ୍ୟକ୍ତି

ପାରାଦୀପ : ଆଜି ହେଉଛି ଆଲୋକର ପର୍ବ ଦୀପାବଳି ।  ସବୁଠି ବଡ ଧୂମଧାମ ସହକାରେ ଆନନ୍ଦ ଉହ୍ଲାସର ସହ ପର୍ବକୁ ପାଳନ କରାଯାଉଥିବାବେଳେ ଏକ ଅଘଟଣ ଘଟଣା ସାମ୍ନାକୁ ଆସିଛି । ପାରାଦୀପ ଲକ୍ ଥାନା ଅଧୀନସ୍ଥ ନୂଆଗଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ ବାଣ ଦୋକାନରେ ନିଆଁ ଲାଗି ଯାଇଛି । ଫଳରେ  …

ପବିତ୍ର ଦୀପାବଳିରେ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର ଆଙ୍କି ଶୁଭେଚ୍ଛା ଜଣାଇଲେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର

ପୁରୀ : ଆଜି ପବିତ୍ର ଦୀପାବଳି ଅମାବାସ୍ୟା ଓ କାଳୀପୂଜା। ଏହି ଉପଲକ୍ଷେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର ପୁରୀ ବିରଗୋବିନ୍ଦପୁରସ୍ଥିତ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର କରି ଦର୍ଶକଙ୍କୁ ନିଆରା ଭେଟି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପର୍ବପର୍ବାଣି ମାନଙ୍କରେ ଆୟୁଷ ଯେଉଁଭଳି ଭାବେ ଦୁଇହାତରେ…

ଭାଇ ହେଲା ଭଗାରୀ : ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କଲା ଭାଇ

ଭୁବନ: ଭାଇ ହେଲା ଭଗାରୀ  । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଭାଇ ଏସିଡ୍ ମାଡ କରିଛି  । ଏମିତି କିଛି ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ  । ସୂଚନା ଅନୁସାରେ ଜମି ବାଡିକୁ କେନ୍ଦ୍ର କରି ଗଡଗହଁପୁର ଗାଁରେ ରହୁଥିବା ଭାଗିରଥୀ ନାୟକ ଏବଂ…

ଆଜି ଆଲୋକର ପର୍ବ ଦୀପାବଳି , ଉତ୍ସବମୂଖର ଗାଁଠୁ ସହର: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ସହ ବଡବଡୁଆ ଡାକିଲେ ଶ୍ରଦ୍ଧାଳୁ

ପୁରୀ : ଆଜି ଆଲୋକର ପର୍ବ ଦୀପାବଳୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର  । ସବୁଠି ଭକ୍ତମୟ ପରିବେଶ  । ମାଆ କାଳୀଙ୍କ ଆବାହନ ଲାଗି ସବୁଠି ଚାଲିଛି ପ୍ରସ୍ତୁତି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆଜି ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବଡବଡୁଆଙ୍କ…

ଝିଅ ପ୍ରେମିକ ସହ ପଳାଇବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା କରିଦେଲେ

କଟକ: ଜୀବିତ ଝିଅ ପାୟଲ ମହାପାତ୍ରର  ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ତାଙ୍କ ପରିବାର। ପାୟଲ ତାଙ୍କ ଟ୍ୟୁସନ ଶିକ୍ଷକ ଆକାଶଙ୍କ ସହ ପଳାଇବା ପରେ ଅସନ୍ତୋଷ ପ୍ରକାଶ କରି ଏଭଳି ଚରମ ପଦକ୍ଷେପ ନେଇଛନ୍ତି ତାଙ୍କ ପରିବାର। କଟକ ଭଦ୍ରଶ୍ବେର ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।…

କିଟ୍ ଓ କିସ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଟ୍ ଓ କିସ ପକ୍ଷରୁ ଏହାର କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‌, କିଟ୍ ପବ୍ଲିକ ସ୍କୁଲ୍ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍ ସୋଭିନିର…

ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ବାଲେଶ୍ବର: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଗିରଫ । ଏଭଳି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ଦୁଷ୍କର୍ମ ପୀଡ଼ିତା  ଦିବ୍ୟାଙ୍ଗ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ସୋର ପୋଲିସ । ପୋଲିସର ସୂଚନାନୂସାରେ,…

ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଓଏଚଆରସିର ନୋଟିସ୍‌, ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ ମାମଲାରେ ଓଏଚଆରସିଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ନବରଙ୍ଗପୁର ଜିଲ୍ଲାପାଳ, ଏସ୍‌ପି ଓ ସିଡିଏମ୍‌ଓଙ୍କୁ ନୋଟିସ୍‌ କରି ୪ ସପ୍ତାହ ମଧ୍ୟରେ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି। ଏଥିସହ ସରକାରୀ…