Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍ : ଭିସିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ : ମାର୍ଗଶୀର ୩ୟ ଗୁରୁବାର ଅର୍ଥାତ୍ ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଲାଣ୍ଡିଗୁଡା ସ୍ଥିତ ସରକାରୀ କଲେଜ ପଡିଆରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିବେ । ଜିଲ୍ଲାର…

ଖସୁଛି ପାରଦ ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ରହିଛି ଅନେକ ସହର

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହୋଇଛି ପାରଦ । କିଛି ଦିନ ହେବ ଜାରି ରହିଛି ଶୀତର ଲହରୀ । ଅନେକ ସ୍ଥାନର ତାପମାତ୍ରା ହ୍ରାସ ହେବା ସହ ୧୫ ଡିଗ୍ରୀ ତଳେ ରହିଛି ଅନେକ ସହର । ଆଉ କିଛି କିଛି ସ୍ଥାନରେ ବଡି ଭୋରୁ ଘନ କୁହୁଡି ଦେଖାଯାଉଛି । ଫଳରେ ସକାଳ ସମୟରେ ଗାଡି ଚଳାଇରେ ଅସୁବିଧା ହେଉଛି ।…

ରାଜ୍ୟ ବାହାରକୁ ଚାଲାଣ ବେଳେ ୯୦ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର୍

କୋରାପୁଟ: ରାଜ୍ୟରେ ଥମୁନି ଗଞ୍ଜେଇ ବେପାର । ଦିନକୁ ଦିନ ଏହା ବଢିବାରେ ଲାଗିଛି । ପୁଣି ଏପରି ଏକ ଖବର ସାମ୍ନା କୁ ଆସିଛି କୋରାପୁଟ ରୁ । ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ତେବେ ଜବତ ଗଞ୍ଜେଇର ଆନୁମାନିକ…

ଏସଏନସିୟୁ ରେ ବୋରଓ୍ବେଲରୁ ଉଦ୍ଧାର ଶିଶୁ, ଫୁସଫୁସ୍ ରେ ହୋଇଛି ସଂକ୍ରମଣ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଧୀନ ଲାରିପାଲି ଜଙ୍ଗଲ ମଧ୍ୟର ଥିବା ଏକ ପରିତ୍ୟକ୍ତ ବୋଲଓ୍ବେଲ ରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ଶିଶୁ କନ୍ୟା ଟି କୁ ବୁର୍ଲା ର ସ୍ବତନ୍ତ୍ର ନବଜାତ ଶିଶୁ ୟୁନିଟ୍ (ଏସଏନସିୟୁ) ରେ ରଖାଯାଇ ବର୍ତ୍ତମାନ ଚିକିତ୍ସା ଚାଲିଥିବାବେଳେ, ଆହୁରି କିଛି…

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣର ୫ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୩ର ୧୭ତ ସଂସ୍କରଣର ଶ୍ରଷ୍ଠ ୫ ଜଣ ବିଜେତାଙ୍କ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସଂସ୍କରଣରେ ୨୦ ଜିଲ୍ଲାର ପ୍ରାୟ ୮୦…

ଜମି ବିକ୍ରି ନାଁରେ ପୋଲିସ ଆଇଜିଙ୍କୁ ଲଗାଇଲେ ଚୂନା

ଭୁବନେଶ୍ୱର: ଜମି ବିକ୍ରି ନାଁରେ ପୋଲିସ ଆଇଜିଙ୍କୁ ଠକିଦେଲେ । ପୋଲିସ ଆଇଜିଙ୍କୁ ଚୂନା ଲଗାଇଲା ଜମି ଦଲାଲ । ଜମି କିଣିବାକୁ ଯାଇ ଠକାମିର ଶିକାର ହୋଇଛନ୍ତି ବରିଷ୍ଠ ପୋଲିସ ଆଇଜି ବିଭୂତି ଭୂଷଣ ରାଉତ । ୨୦ ଲକ୍ଷ ଟଙ୍କାରେ ଜମି କିଣି ଠକେଇ ଶିକାର ହୋଇଥିବା ଅଭିଯୋଗ ହୋଇଛି । ଜଟଣୀ ପାଖରେ…

କଳା ଟଙ୍କା ଜବତ ଘଟଣାରେ ବିଜେପି ଉପରେ ଦୋଷ ଲଦିଲା ବିଜେଡି: କହିଲା, ରାଜ୍ୟ କଂଗ୍ରେସକୁ ବଞ୍ଚାଇବା ପାଇଁ ଡିଲ୍‍…

ଭୁବନେଶ୍ୱର: ଦୁଇ ଦିନ ତଳେ ଆମେ କହିଥିଲୁ, ଆୟକର ବିଭାଗର ଚଢାଉରୁ ବିପୁଳ ଟଙ୍କା ମିଳିବା ମାମଲାରେ ଓଡିଶା ବିଜେପି, କଂଗ୍ରେସକୁ ଢାଲ ସାଜି ସୁରକ୍ଷା ଦେଉଛି । ପ୍ରାଣପଣେ ବଞ୍ଚାଇବାକୁ ଉଦ୍ୟମ କରୁଛି । ଯାହା ଆଜି ପ୍ରମାଣିତ ହୋଇଛି । ଲାଗୁଛି, ଓଡିଶା କଂଗ୍ରେସର ପ୍ରବକ୍ତା ହୋଇ, ଏଠି ଓଡିଶା…

ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଚାଲିଛି ପ୍ରସ୍ତୁତି। ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନୀତେଶ କୁମାର…

ଜମି ପଟ୍ଟା ନୁହେଁ ଗରିବ ଲୋକଙ୍କୁ ପ୍ରତାରଣାର କାଗଜ ବାଣ୍ଟୁଛନ୍ତି ସରକାର-କଂଗ୍ରେସ

ଭୁବନେଶ୍ୱର: ଜାଗା ମିସନ୍‌ରେ ଜମି ପାଇବା ପାଇଁ ଯିଏ ପାରୁଛି ସିଏ ସରକାରୀ ଜାଗା ଜବରଦଖଲ କରୁଛି । ତାହା ପୁଣି ସ୍ଥାନୀୟ ଗୁଣ୍ଡା ଓ ସରକାରୀ ବାବୁଙ୍କ ସହଯୋଗରେ।  ଏହି ଜାଗାକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରା ଚାଲିଛି।  ଧରାପଡ଼ିବା ବେଳେ କେବଳ ଯିଏ ଟଙ୍କା ଦେଇ ସରକାରୀ ଜମି କିଣୁଛି ସେ ହିଁ…

ଏଣିକି ‘ଲକ୍ଷ୍ମୀ ବସ’ରେ କ୍ୟାସଲେସ୍ ଯାତ୍ରା: ଆରମ୍ଭ ହେଲା ୟୁପିଆଇ କ୍ୟୁଆର କୋଡ୍ ବ୍ୟବସ୍ଥା

ଭୁବନେଶ୍ୱର:  ‘ଲକ୍ଷ୍ମୀ ବସ’ରେ ଯାତ୍ରା ହେବ କ୍ୟାସଲେସ୍  । ଅର୍ଥାତ ଆପଣ ଚାହିଁଲେ କ୍ୟାସ ନ ଦେଇ  ୟୁପିଆଇ କ୍ୟୁଆର କୋଡରେ ବସ ଭଡା ଦେଇ ପାରିବେ । ଲକ୍ଷ୍ମୀ ବସରେ  କ୍ୟାସଲେସ ଏବଂ  ସୁବିଧାଜନକ ପରିବହନ ପାଇଁ  ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ୟୁପିଆଇ କ୍ୟୁଆର କୋଡର ଶୁଭାରମ୍ଭ…