Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ ସୁବିଧା

ଭୁବନେଶ୍ୱର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ ୱାଇ-ଫାଇ ( WiFi)। ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯିବ। ଏନେଇ ଉଚ୍ଚ ଶିକ୍ଷା ବିଭାଗର…

ପାରଳାଖେମୁଣ୍ଡିରେ ତିରୁପତି ଯୁଆଡେ ବିଜୟ ସିଆଡେ !

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ଆସନରେ ପ୍ରମୁଖ ଦଳର ଟିକେଟ ପାଇବା ପାଇଁ ବହୁ ହେଭିୱେଟଙ୍କ ଆଶା ରହିଛି। ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ…

ପିଆଜ ଦରରେ ଲାଗିଛି ନିଆଁ, ସରକାର ଶୀତଳ ଭଣ୍ଡାରରେ- କଂଗ୍ରେସ

ଭୁବନେଶ୍ୱର: ହୁହୁ ବଢୁଛି ପିଆଜ ଦର । ଗତ ଦୁଇ ସପ୍ତାହରୁ ଅଧିକ ହେବ ରାଜ୍ୟରେ ପିଆଜ ଦାମ କିଲୋ ପିଛା ୬୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜର ଖୁଚୁରା ଦାମ ଦୁଇ ସପ୍ତାହ ପୂର୍ବରୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା  ହେଲେ ହଠାତ କାହିଁକି ବଢିଗଲା ?  ଦରବୃଦ୍ଧି ଚାପରେ ପେଷି…

ଅପରେଶନ ହ୍ଵାଇଟ ସ୍ପାଇଡର, ପୁଣି ଜବତ ହେଲା ୧କୋଟିରୁ ଅଧିକ ମୁଲ୍ୟର ବ୍ରାଉନସୁଗାର

କଟକ: ଦିନକୁ ଦିନ ରାଜ୍ୟରେ ଅବାଧ ବ୍ରାଉନ ସୁଗାର ବ୍ୟବସାୟ ବଢ଼ିଚାଲିଛି। ପୋଲିସ ଓ ଅବକାରୀ ବିଭାଗ ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ଅଳ୍ପ ବହୁତ ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ଏସଟିଏଫକୁ ମିଳିଛି ବଡ ସଫଳତା । କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ…

ଚୋରୀ ବେଳେ ଧରାପଡିଲା ଚୋର, ବେକରେ ଜୋତାମାଳ ପକାଇ ପୋଲିସକୁ ଜିମା ଦେଲେ ଗ୍ରାମବାସୀ

ଯାଜପୁର: କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନଥାଏ । କେବେନା କେବେ ସେ ଧରାପଡେ । ଆଉ ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଗାଁରେ । ଆଜି ଜଣଙ୍କ ଘରୁ ଚୋରୀ କରୁଥିବା ସମୟରେ ଚୋରକୁ କାବୁ କରିଛନ୍ତି ଗ୍ରାମବାସୀ । ଚୋରକୁ ମାଡ ମାରିବା ସହ ରଶି…

ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ , ୧୦ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭୁବନେଶ୍ଵର: ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ଅଧ୍ୟକ୍ଷ ଏବଂ କାରିଗର ମାନଙ୍କ ଅନୁରୋଧ କ୍ରମେ ବଢିଲା ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୨୨ ପାଇଁ ଆବେଦନ ତାରିଖ । ହସ୍ତଶିଳ୍ପ କୃତିର ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟର ଆବଶ୍ୟକତାକୁ ଉପଲବ୍ଧି କରି ହସ୍ତତନ୍ତ, ବୟନ…

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ୫୬ତମ କୁମାର ଉତ୍ସବ ଉଦଯାପିତ

ପୁରୀ: ପୁରୀ କୁମାର ଉତ୍ସବ ସମିତି ଆନୁକୁଲ୍ୟରେ ଶରଧାବାଲିରେ ତିନି ଦିନ ଧରି ଚାଲିଥିବା ୫୬ତମ କୁମାର ଉତ୍ସବ ଧୁମଧାମର ସହ ଉଦଯାପିତ ହୋଇଛି। ଉଦଯାପନୀ ସଂନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କଣ୍ଠଶିଳ୍ପୀ ବିନୋଦ ରାଠୋଡ। ଖୋଲା ଆକାଶ ତଳେ ଖୋଲା ମଞ୍ଚରେ ବିନୋଦଙ୍କ ଗୋଟିଏ ପରେ ଗୋଟିଏ…

୨୦ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । ୨ ହଜାର ଟଙ୍କା ବଦଳାଇବେ । ହେଲେ ୨ ଦିନ ପରେ ବି ମୂଲିଆଙ୍କ ପାଖରୁ ଟଙ୍କାର ଭଣ୍ଡାର…

ଆସ ବୁଲିଯିବା ଓଡିଶା: ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଡୁଡୁମା ଜଳପ୍ରପାତ

କୋରାପୁଟ: ଆସିଛି ପର୍ଯ୍ୟଟନ ଋତୁ। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଜଳପ୍ରପାତର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି…