Latest Odisha News

BREAKING NEWS

Browsing Category

ଓଡିଶା

Odisha

ରୋଜଗାରିଆ ପୁଅର ହାତଗୋଡରେ ପଡିଛି ବେଡି, ପରିବାର କଥା ବୁଝିବ କିଏ …

ନବରଙ୍ଗପୁର: ଭୋକ ହେଲେ ଖାଉଛି ନହେଲେ ନାହିଁ । ଖାଲିଟାରେ ଆକାଶକୁ ଚାହିଁ ବସୁଛି ତ ବସୁଛି । ଯାହାକୁ ଦେଖୁଛି ମାରିବାକୁ ଗୋଡଉଛି । ଗାଁରେ ଅନେକ ଲୋକଙ୍କୁ ଟେକା ପଥର ମାରି ଲହୁଲୁହାଣ ବି କରି ସାରିଲାଣି । ଏସବୁ ଦେଖି ବାପା ବା ଆଉ କେତେ ସହିଥାନ୍ତେ । ଶେଷରେ ଉପାୟ ନପାଇ ପୁଅର ହାତଗୋଡରେ…

ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦ, ଝାରସୁଗୁଡାରେ ଅନୁଭବ ଏବଂ ଅରିନ୍ଦମଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା: ଥମୁନି କଳାକାର କଳି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଜିଲ୍ଲା ଝାରସୁଗୁଡାରେ ଆଜି ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ନିକଟରେ ସମ୍ବଲପୁରର ପ୍ରେକ୍ଷାଳୟରୁ…

ଦାୟିତ୍ୱ ନେବାପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ପୁରୀ: ଦାୟିତ୍ବ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଗତକାଲି (ମଙ୍ଗଳବାର) ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ତେବେ ରାଜ୍ୟପାଳ…

ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ । ଜିଲ୍ଲାରେ ଲକ୍ଷ୍ଣୀ…

ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ପୋଲିସ

ଯାଜପୁର: ଗଞ୍ଜେଇ ଚାଲାଣର ଅଭିନବ ତରିକା । ବଡଚଣା ପୋଲିସକୁ ବଡ ସଫଳତା । ଆମ୍ବୁଲାନ୍ସରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ମାଡିବସିଲା ପୋଲିସ । ଦୁଇ ଅଭିଯୁକ୍ତ ଗିରଫ । ସୂଚନା ଅନୁସାରେ, ମଙ୍ଗୁଳି ଛକରୁ କଲିକତା ଯାଉଥିବା ବେଳେ ବାଟରେ ପୋଲିସକୁ ଦେଖି ହଠାତ୍ ଅଭିଯୁକ୍ତମାନେ ଭୟରେ…

ସାରା ଦେଶରେ ବିଜୁଳି ବ୍ୟବହାରରେ ପାଞ୍ଚ ରାଜ୍ଯ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତର ମୋଟ ବାର୍ଷିକ ବିଜୁଳି ବ୍ୟବହାର ଆର୍ଥିକ ବର୍ଷ ୨୦୨୨ରେ ୧,୩୦୦ ବିଲିୟନ kwh ଅତିକ୍ରମ କରିଛି, ଯାହା ଦୀର୍ଘ ୧୦ ବର୍ଷରେ ଅର୍ଥାତ ୨୦୧୨ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୭୦% ବୃଦ୍ଧି। ଶିଳ୍ପ ଓ ଘରୋଇ କ୍ଷେତ୍ର ଏହି ଅଭିବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡିଛି।…

ଅଳିଆ ଗଦାର ଦୁର୍ଗନ୍ଧ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ପରେ ଶ୍ୱାସରୁଦ୍ଧ ଅବସ୍ଥାରେ ଭୁବନେଶ୍ୱର ବାସିନ୍ଦା

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲ ନିକଟରେ ରହୁଥିବା ବାସିନ୍ଦା, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଦୁଇ ଦିନ ଧରି ଅସ୍ଥାୟୀ ଭାବେ ତିଆରି ହୋଇଥିବା ଡମ୍ପିଂୟାର୍ଡ ବା ଅଳିଆ ଗଦାରୁ ଦୁର୍ଗନ୍ଧ…

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍

ଭୁବନେଶ୍ଵର: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍ । ହାଇସ୍କୁଲ୍‌ରେ ମିଶିବ ଯୁକ୍ତ ଦୁଇ କଲେଜ । ୫ଟି ଜିଲ୍ଲାରେ ଯୁକ୍ତ କଲେଜ ନିକଟସ୍ଥ ହାଇସ୍କୁଲକୁ ସ୍ଥାନାନ୍ତରଣ ହେବ । ଏଥିରେ ଅବସରପ୍ରାପ୍ତ ବା ଅତିଥି ଅଧ୍ୟାପକଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ । ଏନେଇ ଅକ୍ଟୋବର ୫ରେ ମୁଖ୍ୟ…

ପିଆଜ ଦରରେ ଲାଗୁନି ବ୍ରେକ୍, ୮୦ ଟପିଲା ଖୁଚୁରା ବଜାର ଦର

ଭୁବନେଶ୍ଵର: କୁହନ୍ତି ପିଆଜ କାଟିଲେ  ଆଖିରେ ଲୁହ ଆସିଯାଏ । କିନ୍ତୁ ବର୍ତ୍ତମାନ ପିଆଜ ନ କାଟୁଣୁ ମଧ୍ୟ ଆଖିରେ ଲୁହ ଆସିଯାଉଛି । କନ୍ଦାଉଛି ହୁ ହୁ ବଢୁଥିବା ପିଆଜ ଦର । ଖୁଚୁରା ବଜାରରେ ପିଆଜ ଦର ବର୍ତ୍ତମାନ ୮୦ ଟପିଛି । ଏଥିପାଇଁ ଏବେ ଚିନ୍ତାରେ ଖାଉଟି । ଗତ ୧୫ ଦିନତଳେ ସ୍ୱାଭାବିକ…

ଡବଲ ମର୍ଡର ଘଟଣା: ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ଦୁଇ ସପ୍ତାହର ମହଲତ।ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଇଛନ୍ତି ସ୍ଥାନୀୟ କୋର୍ଟ। ଗତକାଲି…