Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚାଷ ଜମିରୁ ଘରକୁ ଫେରୁଥିବାବେଳେ କଚାଡି ମାରିଲା ହାତୀ

ସୁନ୍ଦରଗଡ : ବନ ବିଭାଗର ବହୁ ଚେଷ୍ଟା ପରେ ବି ଥମୁନି ହାତୀଙ୍କ ଦୌରାତ୍ମ୍ୟ । ହାତୀ-ମଣିଷ ଲଢେଇ ଭିତରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ତାର ବହୁ ମୂଲ୍ୟ ଜୀବନ ହରାଉଛି । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ଗରଡବାହାଲ ଗାଁରେ । ଚାଷ ଜମିରୁ ଘରକୁ…

ଭିଜିଲାନ୍ସ ଜାଲରେ ଥାନା ବାବୁ: ବସରେ କଟକ ଆସୁଥିବାବେଳେ ମାଡିବସିଲା ଟିମ୍ , ୨ଲକ୍ଷ ଟଙ୍କା ଜବତ

କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ରିଲାଏନ୍ସ ନାମକ ଏକ ଘରୋଇ ବସରେ କଟକସ୍ଥିତ ନିଜ ଘରକୁ ଗଲା ବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଛି ।  ବସ ରେ ପଇସା ଧରି ଯାଉଥିବା ବେଳେ ତାଙ୍କ…

ସରିଲା କାର୍ତ୍ତିକ , ଆଜି ଛାଡଖାଇରେ ଆମିଷ ବଜାରରେ ପ୍ରବଳ ଭିଡ

ଭୁବନେଶ୍ବର : ସରିଲା ଧର୍ମ ମାସ କାର୍ତ୍ତିକ  । ଆଜି ହେଉଛି ଛାଡଖାଇ  । ମାସ ତମାମ ନିଷ୍ଠା ସହକାରେ ଆମିଷ ନ ଖାଇ ଲୋକ କାର୍ତ୍ତିକ ମାସ ପାଳୁଥିଲେ  । ଆଉ ଅପେକ୍ଷା ଥିଲା  ଆଜିର ଦିନକୁ  । ଆଜି ମଙ୍ଗଳବାର ଥିବାରୁ ବେପାର ଟିକିଏ ମାନ୍ଦା ପଡୁଥିବାର ଆଶା କରାଯାଉଛି । ତଥାପି ଆଜି ସବୁ ଆମିଷ…

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ପୁରୀ: ସରିଲା କାର୍ତ୍ତିକ ମାସ  । ଆଜିଠୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ତେବେ ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବା ପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ…

‘କୌନ୍ ବନେଗା କରୋଡ୍ ପତି’ର ହଟ୍‌ସିଟ୍‌ରେ ଉମରକୋଟର ପୁଅ ଶାଶ୍ୱତ ପଟ୍ଟନାୟକ

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ଗର୍ବ ଓ ଗୌରବ ଶାଶ୍ୱତ ପଟ୍ଟନାୟକ ଖେଳୁଛନ୍ତି 'କୌନ୍ ବନେଗା କରୋଡ୍ ପତି'। ବିଗ୍-ବି ଅମିତାଭ ବଚ୍ଚନଙ୍କ ସହ ସୋନି ଟିଭି ଚ୍ୟାନେଲରେ ଆସିଲେ ନଜର। ଏହି ଖେଳ ପାଇଁ ସେ ହୋଇଛନ୍ତି ମନୋନୀତ। ଉମରକୋଟ ଆଦର୍ଶ ବିଦ୍ୟାଳରେ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି ଶାଶ୍ୱତ।…

ଅନୁଗୁଳ ପୋଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ

ଅନୁଗୁଳ: ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି ଅନୁଗୁଳ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍, ରାଜକିଶୋରପଡ଼ାର ଶେଖ୍ ଜବିର, ଶେଖ ଆବିଦ, ମିର ହାସିମ୍, ଶିମିଳିପଡାର ଶେଖ୍ ମୁନା ଓ ରାଜକିଶୋରପଡ଼ାର ପ୍ରକାଶ ବେହେରା । ପୋଲିସ…

୮୧ ବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ;ଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ଉତ୍କଳ: କୁଳପତି

ଭୁବନେଶ୍ବର: ଆଜି ୮୧ ବର୍ଷରେ ପଦାର୍ପଣ କଲା ଉତ୍କଳ ବିଶ୍ବବିଦ୍ୟାଳୟ । ଆଗାମୀ ୧୯ ବର୍ଷରେ ଅଧିକ ସଫଳତା ପାଇବ ଓ ପରିବର୍ତ୍ତନ ଧାରାରେ ସାମିଲ ହେବ । ଏହା ସହ ୧୦୦ ବର୍ଷ ପୂରଣ ଲାଗି ନିରନ୍ତର ପ୍ରତିବଦ୍ଧତା ଜାରି ରଖି ବିଶ୍ବସ୍ତରରେ ନିଜର ସ୍ବତନ୍ତ୍ରତା ବଜାୟ ରଖିବ । ଏହି ପ୍ରତିବଦ୍ଧତା…

୪୨ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡ଼ିଶା ପାଭିଲିୟନ୍ କୁ ସ୍ଵର୍ଣ୍ଣ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଛି ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏଥିରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କର ପାଭିଲିୟନ ମଧ୍ୟରୁ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ କରାଯାଇଛି ।…

ପଣ୍ଡିଆନଙ୍କ ଶ୍ରୀମନ୍ଦିର ପରିଦର୍ଶନ, ଡିସେମ୍ବର ୧୫ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଏହାସହ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ କେତେକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।…

ଡଙ୍ଗା ଆଣିବା ହେଲା କାଳ, ପୋଖରୀରେ ବୁଡି ନାବାଳିକା ମୃତ

ଭଦ୍ରକ: ପୋଖରୀରୁ ଡଙ୍ଗା କାଢିବାକୁ ଯାଇ ବୁଡ଼ିଗଲେ ନାବାଳିକା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଧୀନ ପଣୁଆ ଗାଁରେ । ନାବାଳିକା ଜଣଙ୍କ ହେଲେ ରତ୍ନାକର ମହାଳିକଙ୍କ ୧୩ ବର୍ଷର ଝିଅ ଝାନ୍ସୀ ରାଣୀ ମହାଳିକ । ଖବର ଅନୁସାରେ, ଆଜି କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ…