Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ, କଂଗ୍ରେସ ଭବନରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ବର: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ । ଏହି ଉପଲକ୍ଷେ କଂଗ୍ରେସ ଭବନରେ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ଶହ ଶହ ଯୁବକ ଯୋଗଦେଇ ସ୍ବଇଚ୍ଛାରେ ରକ୍ତ ଦାନ କରିଛନ୍ତି । ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଯୁବ…

ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଆମ ଓଡିଶା ନବୀନ ଓଡିଶା । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ…

ରାଜନୀତିରେ ପିଆଜ: ଛାତ୍ର କଂଗ୍ରେସ ବିକିଲା କିଲୋ ୨୦ ଟଙ୍କା, ଶାସକ-ବିରୋଧୀ ଦୋଷଲଦାଲଦି

ଭୁବନେଶ୍ୱର: ପିଆଜର ଆକାଶଛୁଆଁ ଦରକୁ ନେଇ ଓଡ଼ିଶା ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଛି। ଓଡ଼ିଶାରେ ପିଆଜ ଦର ୮୦ ଟଙ୍କାରେ ପହଞ୍ଚିବା ପରେ ଏହାର ପ୍ରଭାବ ଖାଉଟିଙ୍କ ପକେଟ ଉପରେ ଗୁରୁତର ଭାବେ…

ଆଇପିଏସ ସ୍ତରରେ ଅଦଳବଦଳ; ଜାଣନ୍ତୁ, କିଏ ପାଇଲା କେଉଁ ପଦବୀ

ଭୁବନେଶ୍ୱର:ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ୧୯୮୮ ବ୍ୟାଚର ଅରୁଣ କୁମାର ରାୟଙ୍କର ଗୃହମନ୍ତ୍ରାଳୟର ଓଏସଡିରୁ ବଦଳି ହେଇଛି । ତାଙ୍କୁ ଏବେ ସରକାରୀ ପ୍ରେସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିପରି ୧୯୮୯ ବ୍ୟାଚ ଆଇପିଏସଙ୍କର ଜେଲର ଡିଜି ଭାବେ ବଦଳି ହୋଇଛି । ସେ ଏବେ ଏଚଆରପିସିର…

ରାଜ୍ୟପାଳଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ କାହିଁକି ବିବାଦ ହେଲା?

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟପାଳ ରଘୁବର ଦାସଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଛି। ବଡ଼ୁ ନିଯୋଗ ରାଜ୍ୟପାଳ ରଘୁବର ଦାସ ଓ ତାଙ୍କ ପରିବାରକୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ପରିଭ୍ରମଣ କରାଇବା ସହ…

ସିନ ରିକ୍ରେସନ ବେଳେ ସତ ମାନିଲା ଅଭିଯୁକ୍ତ : କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟା କରିଥିବା ସ୍ବୀକାର

ବରଗଡ: ଅମ୍ବାଭୋନା ଥାନା ସାନ ଦର୍ଲୀପାଲି ଗାଁରେ କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଘଟଣା  । କମେଣ୍ଟମରାକୁ କେନ୍ଦ୍ର କରି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ସିନ ରିକ୍ରେସନ ବେଳେ ଅଭିଯୁକ୍ତ ଜଣକ ସତ ମାନିଛି । ମୃତକ ରାଜେଶ ବେହେରା ବୋଲି ଜଣାପଡିଛି । ପୂର୍ବ…

ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ: ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀ…

ବ୍ରହ୍ମପୁର : ଏଟିଏମରେ ଟଙ୍କା ଡିପୋଜିଟ୍ ନାଁରେ ୪୫ ଲକ୍ଷ ଟଙ୍କା ହଡପ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋପାଳପୁର ଅଞ୍ଚଳରେ  । ଘଟଣାରେ ସିଏମଏସ୍ ଇନଫୋ ସିଷ୍ଟମର କ୍ୟାସ୍ ଡିପୋଜିଟର ଦୀପକ ପାଢୀଙ୍କୁ ପୋଲିସ ଗିରଫ କରିଛି । ବିଭିନ୍ନ ବ୍ୟାଙ୍କ ଏଟିଏମରେ ଟଙ୍କା…

ବରଗଡରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ବରଗଡ: ଆଜି ବରଗଡରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଛି । ଶହ ଶହ ମିଶନ ଶକ୍ତି ମହିଳା, ଅଙ୍ଗନବାଡି କର୍ମୀ, ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ଲୁଟେରା: ଗିରଫ କଲା ପୋଲିସ

ଭୁବନେଶ୍ବର : ନିଜେ ଲୁଟି ଲୁଟ୍ ଅଭିଯୋଗ  । ଅଭିଯୁକ୍ତ ଯୁବକ ଗିରଫ  । ୩.୩୩ ଲକ୍ଷ ଲୁଟିଥିବା ଜଣେ କମ୍ପାନୀ ଏଜେଣ୍ଟ ଙ୍କୁ ପୋଲିସ ଗିରଫ କରିଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ତମାଣ୍ଡୋ ଅଞ୍ଚଳରେ । ସୂଚନା ମୂତାବକ ଆଇଟିସି କମ୍ପାନୀର ଜଣେ ଏଜେଣ୍ଟ ୩.୩୩ ଲକ୍ଷ ଟଙ୍କା ଆଦାୟ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ନୁଆପଡା: ଖଡିଆଳ STF ଟିମକୁ ବଡ ସଫଳତା । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ଘଟଣାସ୍ଥଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ । ଘଟଣାସ୍ଥଳରୁ ଏକ ଗାଡି ସହ କିଛି ଅପରାଧୀକ ସାମଗ୍ରୀ ଜବତ କରିଛି ଏସଟିଏଫ…