Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ନୁଆପଡା: ଖଡିଆଳ STF ଟିମକୁ ବଡ ସଫଳତା । ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ଘଟଣାସ୍ଥଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ଏସଟିଏଫ । ଘଟଣାସ୍ଥଳରୁ ଏକ ଗାଡି ସହ କିଛି ଅପରାଧୀକ ସାମଗ୍ରୀ ଜବତ କରିଛି ଏସଟିଏଫ…

ଏକତା ଦିବସ: ପାରାଦୀପରେ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ଆୟୋଜିତ

ପାରାଦୀପ: ଆଜି ଜାତୀୟ ଏକତା ଦିବସ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ । ବିବିଧତା ମଧ୍ୟରେ ଏକତାର ଭାବନାକୁ ପ୍ରୋତ୍ସାହିତକରିବା ଏବଂ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ଆଜି ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ଆଜି ସାରା ଦେଶରେ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ…

ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଶେଷ ପର୍ଯ୍ୟାୟ ବାଘ ଗଣନା , ଜାନୁଆରୀ ୩୧ ତାରିଖ ସୁଦ୍ଧା ଆସିବ ରିପୋର୍ଟ

ବାରିପଦା: ଆସନ୍ତା କାଲିଠୁ ରାଜ୍ୟରେ ଶେଷ ପର୍ଯ୍ୟାୟ ବାଘ ଗଣନା କରାଯିବ । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ବାଘ ଗଣନା କରାଯିବ । ଗଣନା କରାଯିବା ପରେ ଜାନୁଆରୀ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ୨୦ଟି ବାଘ ଥିବା କେନ୍ଦ୍ର…

ଦ୍ବାରଶୁଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ କଣ୍ଟେନର : ଚମ୍ପଟ ମାରିଲା ଡ୍ରାଇଭର

ବାଙ୍ଗିରିପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଅଭାବନୀୟ ଘଟିଛି  । ଗୋରୁ ବୋଝେଇ କଣ୍ଟେନର ଓଲଟି ୩୦ ଗୋରୁଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଣ୍ଟେନରରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବାବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ…

ଏଥର ଶହେ ପ୍ରତିଶତ ରେଜଲ୍ଟକୁ ଗଣଶିକ୍ଷା ବିଭାଗର ଟାର୍ଗେଟ: କେମିତି ପଢିବ ପିଲାଙ୍କୁ ଦେଲା ଟିପ୍ସ

ଭୁବନେଶ୍ୱର: ଆସୁଛି ମାଟ୍ରିକ ପରୀକ୍ଷା । ପିଲମାନଙ୍କ ରେଜଲ୍ଟକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କିପରି ଶହେ ପ୍ରତିଶତ ରେଜଲ୍ଟ ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଆଜିଠାରୁ ପିଲାମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି…

ନଭେମ୍ବର ୧ରୁ ଗହିରମଥାରେ ଆରମ୍ଭ ହେବ ମିଶନ ଅଲିଭ ରିଡ଼ଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେ କରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ର ର ନୀଳ ଜଳରାଶିକୁ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ…

ଆରବିଆଇ ସମ୍ମୁଖରେ ବସ୍ତି ବାସୀନ୍ଦାଙ୍କ ଲମ୍ବା ଲାଇନ୍ : କହିଲେ ଦିନକୁ ୨୦ହଜାର ଟଙ୍କା ପରିବର୍ତ୍ତନ କଲେ ମିଳିବ ୨୦୦…

ଭୁବନେଶ୍ବର : ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଆରବିଆଇ ସମ୍ମୁଖରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି  ।  ପାଖାପାଖି ୫୦୦ ମିଟର ପର୍ଯ୍ୟନ୍ତ ଲାଗିଛି ଲମ୍ବା ଲାଇନ । ଆଉ ଲମ୍ବା ଲାଇନରେ ସାମିଲ ହୋଇଛନ୍ତି ସର୍ବାଧିକ ବସ୍ତିବାସିନ୍ଦା  । ନିଜର ଟଙ୍କା ନହୋଇ ମଧ୍ୟ ବାବୁଙ୍କ ଟଙ୍କା ପରିବର୍ତ୍ତନ…

ମାହାଙ୍ଗା ଡବଲ ମର୍ଡର: ନିଜେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖିଲେ ବିଧାୟକ

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତ୍ୟକ୍ଷ ଭାବେ ହାଜର ହେଲେ ନାହିଁ ଏହି ମାମଲାରେ ୧୬ ନମ୍ବର ମୁଦାଲା ତଥା ଅଭିଯୁକ୍ତ ବିଧାୟକ ପ୍ରତାପ ଜେନା। ଯିଏକି ପୂର୍ବରୁ ମଧ୍ୟ ମନ୍ତ୍ରୀ ଥିଲେ। ଜେଏମଏଫସି କୋର୍ଟ ଶାସକ ଦଳର ଏହି ବରିଷ୍ଠ ନେତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ…

୨୬ତମ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ: ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ବର : ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ରଘୁବର ଦାସ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜଭବନରେତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ।  ଶପଥ…

ଟଙ୍କ ତୋରାଣି ସମେତ ମହାପ୍ରସାଦରେ ଅପମିଶ୍ରଣ, ଅଭିଯୋଗ ଆଣିଲା ସୁଆର ମହାସୁଆର ନିଯୋଗ

ପୁରୀ: ଅବଢ଼ା ହେଉଛି ଶ୍ରୀମନ୍ଦିର ଅନୁଭୂତିର ଏକ ପ୍ରମୁଖ ଦିଗ, ଏହା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ। କିନ୍ତୁ ଏହି ଅବଢା ପ୍ରସ୍ତୁତିରେ ଆବଶ୍ୟକ ନିୟମ ପାଳନ ହେଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିରର ସୁଆର ମହାସୁଆର ନିଯୋଗର ସଦସ୍ୟ। ଏପରିକି ଅବଢା ବିକ୍ରି ହେଉଥିବା…