Latest Odisha News

BREAKING NEWS

Browsing Category

ଓଡିଶା

Odisha

ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ

କଳାହାଣ୍ଡି: ଏକ ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚୈଗୁଡ଼ା ଗ୍ରାମରେ। ସୂଚନା ଅନୁସାରେ ରବିବାର ସକାଳୁ ଏକ ଘର ଭିତରୁ ପଦ୍ମାବତୀ ମେହେର (୪୨ବର୍ଷ) ନାମକ ଜଣେ…

ଆଜିଠୁ ଗଡିଲା ନୂତନ ସାପ୍ତାହିକ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସ

ରାଇରଙ୍ଗପୁର: ଆଜି ଠାରୁ ଗଡିଲା ନୂତନ ସାପ୍ତାହିକ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସ । ଗତ ୨୧ ତାରିଖ ରେ ରାଇରଙ୍ଗପୁର ବାଦାମପାହାଡ଼ ରେଳ ଷ୍ଟେସନରେ ସାଲିମାର-ବାଦାମ ପାହାଡ ଏକ୍ସପ୍ରେସ ଓ ବାଦାମ ପାହାଡ-ରାଉରକେଲା ଏକ୍ସପ୍ରେସକୁ ପତାକା ଦେଖାଇ ଏହାର…

ରାତି ପାହିଲେ ଐତିହାସିକ କଟକ ବାଲିଯାତ୍ରା; ମୁଖ୍ୟ ଆକର୍ଷଣ ସାଜିବ ଅଣ୍ଡର ୱାଟର୍‌‌ ଫିସ୍‌‌ ଟନେଲ

କଟକ: ରାତି ପାହିଲେ ମହାନଦୀର ବିସ୍ତିର୍ଣ୍ଣ ବାଲି ଶଯ୍ୟାରେ ଆରମ୍ଭ ହେଵ ଐତିହାସିକ କଟକ ବିଲିଯାତ୍ରା । ଏହି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରାକୁ ଚାତକ ଭାବେ ଚାହିଁ ରହିଛନ୍ତି ଲୋକେ । କାରଣ ଏହି ମେଳାରେ ସମସ୍ତ ପ୍ରକାରର ଖାଦ୍ୟ, ପାନୀୟ, ନୃତ୍ୟ, ଗୀତ ଓ ମନୋରଞ୍ଜନର ଭରପୁର ମଜାନେଇଥାନ୍ତି ଲୋକେ…

ବାଲୁକା ଚିତ୍ରକଳାରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ

ପୁରୀ: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ଏକ ସୁନ୍ଦର ନୌକା ନିର୍ମାଣ ସହ ମହାପ୍ରଭୁଙ୍କ ପ୍ରତିକୃତି ତିଆରି କରି ପ୍ରତ୍ୟେକ ଓଡିଆଙ୍କୁ…

ସାତକୋଶିଆକୁ ଫେରିବେ ହଳେ ମହାବଳ, ଅଭୟାରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ

ଅନୁଗୁଳ: ପଶୁ ପ୍ରେମୀଙ୍କ ପାଇଁ ଖୁସି ଖବର। ଅନୁଗୁଳ ଜିଲ୍ଲାର ସାତକୋଶିଆରେ ପୁଣି ଫେରିବ ମହାବଳ। ଅଭାୟରଣ୍ୟରେ ଶୁଭିବ ବାଘ-ବାଘୁଣୀର ଗର୍ଜନ। ପ୍ରୋଜେକ୍ଟ ଟାଇଗରର ବିଫଳତା ପରେ ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିବାକୁ ପଡିଥିଲା। ଏହା ପରେ ସାତକୋଶିଆରେ ଆରମ୍ଭ ହୋଇଥିଲା…

ଗୁଣୁପୁରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଗତକାଲି ୨୫ ତାରିଖରୁ ଆରମ୍ଭ ହୋଇ ଏହି ମେଳା ଆଜି ଦୁଇ ଦିନ ଧରି ଗୁଣୁପୁର ଚଇତି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ପ୍ରଥମ ଦିନ ଗୁଣୁପୁର ଉପଜିଲ୍ଲାପାଳ ଲଳିତ…

ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁକ୍ତ (MUKTA) ପ୍ରକଳ୍ପର କାର୍ଯ୍ୟକାରିତାକୁ ଶୃଙ୍ଖଳିତ କରିବା ପାଇଁ ମିଶନ ଶକ୍ତି ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ମିଶନ ଶକ୍ତି ଗୋଷ୍ଠୀ ପାଇଁ ୫ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମାଧ୍ୟମରେ ରାଜ୍ୟ ସରକାର ମହିଳା ଏସଏଚଜିର…

ପୋଲିସକୁ ଚକମା ଦେଇ ଥାନାରୁ ଫେରାର ହେଲା ଅଭିଯୁକ୍ତ

ବଲାଙ୍ଗିର: ଥାନାରୁ ଚମ୍ପଟ ମାରିଲା ଗିରଫ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଧୀନ ଟିକ୍ରାପାଡା ଫାଣ୍ଡିରେ । ଫେରାର ଅଭିଯୁକ୍ତ ଜଣଙ୍କ ହେଉଛି ଟିକ୍ରାପଡ଼ା ଗ୍ରାମର ବୁଲୁ ରାଜପାଲିଆ । ମୋବାଇଲ ଚୋରି ମାମଲାରେ ଉକ୍ତ ଅଭିଯୁକ୍ତ କୁ ଗିରଫ କରିଥିଲା…

ହରିଣ ଶିକାର ବେଳେ ୫ ତସ୍କର ଗିରଫ, ବିପୁଳ ପରିମାଣର ମାଂସ ଜବତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ହରିଣକୁ ହତ୍ୟା କରୁଥିବା ସମୟରେ ମାଡିବସିଲା ବନବିଭାଗ । ଘଟଣାସ୍ଥଳରୁ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ହରିଣ ମାଂସ ଜବତ କରିଛି ବିଭାଗ । ସୂଚନାନୁସାରେ, ଶନିବାର ରାତିରେ ଝାଡଖଣ୍ଡ ସୀମାବର୍ତତ୍ତୀ ଜିଲ୍ଲାର କୋଇଡା…

ଟଲିଉଡ଼ରେ ଓଡ଼ିଆ ଝିଅ; ମାଲକାଲନଗିରିର ମୋନିକା ତେଲୁଗୁ ଫିଲ୍ମର ମୁଖ୍ୟ ନାୟିକା

ମାଲକାନଗିରି: ତେଲୁଗୁ ସିନେମାର ନାୟିକା ହେବେ ମାଲକାନଗିରି ଝିଅ ମୋନିକା ସମାଦ୍ଦାର। ‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ କାଲିମେଳା ଏମଭି-୭୫ ଗାଁର ମୋନିକା। ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ। ତେଲୁଗୁ ସିନେମାରେ ମୁଖ୍ୟ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ।…