Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଐତିହାସିକ ବଳିଯାତ୍ରା ସମ୍ପନ୍ନ

ସୁବର୍ଣ୍ଣପୁର: ଢୋଲ ମହୁରିରେ ଦୁଲକୁଛି ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ସ୍ଥାନ ସୁବର୍ଣ୍ଣପୁର । ଅଷ୍ଟଚଣ୍ଡିଙ୍କ ସହରରେ ପାଳିତ ହୋଇଛି ବଳିଯାତ୍ରା । ଆଶ୍ବିନ ଅମାବାସ୍ୟାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଯାଏଁ ଯନ୍ତ୍ର ଓ ମନ୍ତ୍ରକୁ ଆଧାର କରି ବଳିପର୍ବ ପାଳନ ହୋଇଥାଏ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ…

ଜଗତସିଂହପୁରରେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା

ଜଗତସିଂହପୁର: ଚାଲିଛି ପାର୍ବଣର ଋତୁ । ଚାରିଆଡେ ପୂଜାର ମାହୋଲ । ସବୁଠି ମା' ଦଶଭୂଜାଙ୍କୁ ଆରାଧାନା କରାଯାଉଥିବାବେଳେ, ଏଥିରୁ ବାଦ ପଡିନି ଜଗତସିଂହପୁର ଜିଲ୍ଲା । ଜିଲ୍ଲାର ସଦର ମହକୁମାର ବିଭିନ୍ନ ପୂଜା ମଣ୍ଡପରେ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ଦଶହରା ପାଇଁ ଚଳଚଞ୍ଚଳ…

ଭୁବନେଶ୍ୱର ଦୁର୍ଗାପୂଜା ମଣ୍ଡପରେ ଲୁଟ୍ ପରେ ପୋଲିସର ଛାନଭିନ୍, ୨୬ ସନ୍ଦିଗ୍ଧ ଅଟକ

ଭୁବନେଶ୍ୱର: ରାଜଧାନୀରେ ଦୁର୍ଗାପୂଜା ବେଳେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ। ରବିବାର ଗୋଟିଏ ଦିନରେ ୫୦ରୁ ଅଧିକ ଲୁଟ୍ ଖବର ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସକୁ ବଡ଼ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା। ଆଉ ଏହି କ୍ରମରେ ପୋଲିସ ଏବେ ୨୬ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଏମାନେ ପ୍ରାୟତଃ…

ରେଲଓ୍ବେ ଷ୍ଟେସନ ନିକଟରୁ କ୍ଷତାକ୍ତ ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ରୋଡ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଜଣେ ଯୁବକ ମୁହଁ ତଳକୁ କରି ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବ୍ୟକ୍ତି ଜଣକ କ୍ଷତାକ୍ତ…

ପୂର୍ବତନ ବାୟୁସେନା ଅଧିକାରୀଙ୍କଠୁ ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଯୁବକ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଜଣେ ପୂର୍ବତନ ବାୟୁସେନା ଅଧିକାରୀଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ସାଇବର କ୍ରାଇମ୍ ଆଣ୍ଡ୍ ଇକୋନୋମିକ ଅଫେନ୍ସସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ପୋଖରିଆପଡା ଅଞ୍ଚଳର ସନ୍ତୋଷ…

ବାଲେଶ୍ବର ମେଡିକାଲ କଲେଜରେ ନକଲି ଡାକ୍ତର ଅଟକ

ବାଲେଶ୍ୱର: ସୋମବାର ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରୁ ଜଣେ ସନ୍ଦିଗ୍ଧ ନକଲି ଡାକ୍ତରଙ୍କୁ ପୋଲିସ ଅଟକ ରଖିଛି। ମେଡିକାଲର କିଛି କର୍ମଚାରୀ ଇମ୍ପୋଷ୍ଟରଙ୍କୁ ରୋଗୀଙ୍କୁ ଔଷଧ ଲେଖୁଥିବା ଦେଖି ସନ୍ଦେହ କରିବା ପରେ ଏହି ନକଲି ଡାକ୍ତରଙ୍କ ନାଁ ସାମ୍ନାକୁ ଆସିଥିଲା।…

ବାତ୍ୟା ହମୁନର ପ୍ରଭାବ: ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଟୁଇନ ସିଟି ପାଇଁ ୟେଲା ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର  । ଏହା ଉତ୍ତର  ଦିଗକୁ ଗତି କରିବ । ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ । ଏହାର ତୀବ୍ରତା…

ଦୁର୍ଗା ପୂଜା ଦେଖି ଫେରିବାବେଳେ ଧକ୍କା ଦେଲା ଅଜଣା ଗାଡି: ବାପା ମୃତ, ପୁଅ ଗୁରୁତର

ବଲାଙ୍ଗୀର :  ଚାଲିଛି ପାର୍ବଣ  । ସବୁଆଡେ ଉତ୍ସବର ମାହୋଲ  । ଚଳଚଞ୍ଚଳ ଗାଁଠୁ ସହର  । ଚାରିଆଡେ ଭକ୍ତମୟ ପରିବେଶ  । ଏସବୁ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ନିକଟରେ ଅଭାବନୀୟ ଘଟଣା ଘଟିଛି  । ଦୁର୍ଗା ପୂଜା ଦେଖି…

ଓଡିଶାକୁ ନାହିଁ ବାତ୍ୟା ବିପଦ : କେବଳ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଯାହା ୧୨ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ । ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି  । ପାରାଦୀପ ଠାରୁ ଏହା ୪୦୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି । ଏହି ବାତ୍ୟାର ନାମ ହମୁନ୍ ରହିଛି । ବାତ୍ୟା ବାଂଲାଦେଶ ମୁହାଁ…

ଅପରାହ୍ନ ସାଢେ ୩ଟା ପରେ ରାଜଧାନୀରେ ଗଡ଼ି ନ ପାରେ ମୋ ବସ: ଟୁଇଟ କରି ସୂଚନା ଦେଲା କ୍ରୁଟ

ଭୁବନେଶ୍ୱର: ଜମୁଛି ପାର୍ବଣ । ରାଜଧାନରେ ଅସମ୍ଭାଳ ଭିଡ । ତେଣୁ ଅପରାହ୍ନ ସାଢେ ତିନିଟାରୁ ମୋ ବସ ଚାଲିବ କି ନାହିଁ ସେ ନେଇ ବିଚାର କରୁଛି କ୍ରୁଟ । ତେବେ ଅପରାହ୍ନ ୩.୩୦ଯାଏ ନିର୍ଦ୍ଧାରିତ ରୁଟରେ ମୋ ବସ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆ ଯାଇଛି । କ୍ରୁଟ ପକ୍ଷରୁ ଟୁଇଟ କରି…