Latest Odisha News

BREAKING NEWS

Browsing Category

ଓଡିଶା

Odisha

ଥମୁନି ହାତୀ ଆତଙ୍କ : ସୁନ୍ଦରଗଡ ଲାଖପଡାରେ ଯୁବକଙ୍କୁ ଶୁଣ୍ଢରେ କଚାଡି ମାରିଲା ଦନ୍ତା

ସୁନ୍ଦରଗଡ : ଥମୁନି ହାତୀ ଆତଙ୍କ  । ହାତୀ ଆକ୍ରମଣରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  । ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ବଡଗାଁ…

ମେଡ଼ିକାଲ କଲେଜ ଓ ସିଟି ଡାକ୍ତରଖାନା ଦାବିରେ ଜେଲଭରା ଆନ୍ଦୋଳନ କରିବାକୁ ଚେତାବନୀ

କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ାରେ ମେଡ଼ିକାଲ କଲେଜ ଓ କେନ୍ଦ୍ରପଡ଼ା ମ୍ୟୁନିସପାଲଟିରେ ସିଟି ଡାକ୍ତରଖାନା ପ୍ରତିଷ୍ଠା ଦାବିରେ ଜେଲଭରା ଆନ୍ଦୋଳନ କରିବାକୁ ଚେତାବନୀ । ଚେତାବନୀ ଦେଲା କେନ୍ଦ୍ରପଡ଼ା ନଗର ଓ ବ୍ଲକ କଂଗ୍ରେସ । ନଗର କଂଗ୍ରେସର ସଭାପତି ରାଜେଶ ମହାନ୍ତି ସଭାପତିତ୍ୱରେ ଅନୁଯଦଠିତ ହୋଇଥିଲା…

ପ୍ରକାଶ ପାଇଲା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ତାଲିକା

ଭୁବନେଶ୍ୱର:ଘୋଷଣା ହେଲା ଅଖିଳ ଭାରତ ମହିଳା କଂଗ୍ରେସ କମିଟିର କାର୍ଯ୍ୟକର୍ତ୍ତାଙ୍କ ନାମ । ସଭାପତି ମିସ୍ ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତା , କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟା,  ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ…

ରଘୁବର ଦାସ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଇନ୍ଦ୍ରସେନା ରେଡ୍ଡୀ ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି…

ପିଜି ପଢ଼ିବା ପାଇଁ ଇନ୍‌ସର୍ଭିସ ଡାକ୍ତରଙ୍କ ରିଲିଭ୍ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର: ଅଧ୍ୟୟନ ଛୁଟି ଏବଂ OMHS କ୍ୟାଡରର ଡାକ୍ତରୀ ଅଧିକାରୀଙ୍କ ଦରମା ପ୍ରଦାନକୁ ଅନୁମତି ଦେବା ପାଇଁ ଓଡିଶା ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିୟମିତ ଇନସର୍ଭିସ ଡାକ୍ତରମାନଙ୍କ ପିଜି ପଢ଼ିବାକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ

ଭୁବନେଶ୍ୱର: ଏକର କି ୨ ଏକର ନୁହେଁ, ପୁରା ୪ ଏକର ଜମିକୁ ଜବରଦଖଲରୁ ମୁକ୍ତ କଲା ବିଡିଏ । ଏହି ସମୟରେ ଏନ୍ଫୋର୍ସମେଣ୍ଟ ଟିମ-ଜବରଦଖଲକାରୀ ମୁହାଁମୁହିଁ ହୋଇଥିବା ବେଳେ ଟେକାମାଡ ମଧ୍ୟ ହୋଇଥିଲା, ଏହା ସତ୍ତ୍ବେ ଜବରଦଖଲକାରୀଙ୍କୁ ଉଚ୍ଛେଦ କଲା ବିଡିଏ। ଏଭଳି ଘଟଣା ଦେଖିବାକୁ ମିଳିଛି…

ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ରାଜଧାନୀବାସୀ, ଆସିଲା ଗବେଷଣା ରିପୋର୍ଟ

ଭୁବନେଶ୍ୱର: ଆସୁଛି ଶୀତ ଋତୁ। ବଡ଼ ବଡ଼ ସହରରେ ଶୀତ ଦିନ ଆସିଲେ ବାୟୁ ପ୍ରଦୂଷଣ ବଢିଯାଏ। ତେବେ ରାଜଧାନୀ ଭୁବନେଶ୍ୱରର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। ଭୁବନେଶ୍ୱର ବାୟୁ ପ୍ରଦୂଷଣକୁ ନେଇ ଗବେଷଣା ଚାଲିଛି। ଏହି ଗବେଷଣାରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଗବେଷଣାରେ…

‘ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ’ ନିୟନ୍ତ୍ରଣର ଏକ ବଡ଼ ଅସ୍ତ୍ର’

ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି । ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ଯାହାର ନିୟନ୍ତ୍ରଣକୁ ନେଇ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ‘ଷ୍ଟ୍ରୋକର…

୫୫ କୋଟି ଟଙ୍କାରେ ନିର୍ମିତ ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଓପିଟିସିଏଲ୍ ଟେକ୍ ଟାୱାର (ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ) ଲୋକାର୍ପଣ କରିଛନ୍ତି। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ବହୁ ମହଲା ବିଶିଷ୍ଟ ଏହିଓପିଟିସିଏଲ୍ ଟେକ୍ ଟାୱାର…

ଆସନ୍ତା ୨୦ ରୁ ଗଡିବନି ବସ୍, ସାରା ରାଜ୍ୟରେ ବସ୍ ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ

ଭୁବନେଶ୍ୱର: ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ। ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ। ସକାଳ ୬ଟାରୁ ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ ହେବା ନେଇ ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ…