Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୋଲିସ କରୁଥିଲା ଜବତ ବାଣ ଓ ମଦ ଚୋରାଚାଲାଣ ! ହୋମଗାର୍ଡ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନାରୁ ଚୋରା ଚାଲାଣ ବେଳେ ହୋମଗାର୍ଡ ଅଟକ  ।  ଜବତ ହୋଇଥିବା ବାଣ ଓ ମଦ ଏକ କାରରେ ଚୋରାଚାଲାଣ ହେଉଥିବାବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବେଗୁନିଆ ଥାନାରୁ ଚାଲାଣ ହେଉଥିବାବେଳେ ସେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତକାଲି…

ହୋଟେଲରେ ଚାଲିଥିବା ସେକ୍ସ ରାକେଟ, ୬ ଗିରଫ

ଭଦ୍ରକ: ଶନିବାର ଏକ ହୋଟେଲରେ ଚଢ଼ାଉ କରି ସେକ୍ସ ରାକେଟ୍ ଠାବ କରିଛି ପୋଲିସ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଭଦ୍ରକ ଟାଉନ୍ ଥାନା ଅଧୀନ ବାଇପାସ୍ ରୋଡ୍ ନିକଟରେ ଥିବା ଏହି ହୋଟେଲ୍ ଉପରେ ଚଢ଼ାଉ କରି ଏହି କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ତିନି…

ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ଅଛି କହିଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷିତ ରହିଛି ଏବଂ ଏ ନେଇ କେହି ଚିନ୍ତା କରିବା ଉଚିତ ନୁହେଁ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଶନିବାର କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଭଣ୍ଡାର ତାଲିକା ନେଇ ଦୁଇ ମାସ ମଧ୍ୟରେ…

ଜାତୀୟ ରାଜପଥରେ ବୋଲେରୋ ଗାଡ଼ିରେ ଲାଗିଗଲା ନିଆଁ

କୋରାପୁଟ: ଶନିବାର ଜାତୀୟ ରାଜପଥରେ ଏକ ଏସୟୁଭି ଗାଡ଼ିରେ ନିଆଁ ଲାଗିଯିବାରୁ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋରାପୁଟରୁ ସୁନାବେଡା ଅଭିମୁଖେ ଚାରି ଜଣ ଯାତ୍ରୀଙ୍କୁ ନେଇ ଏକ ମହିନ୍ଦ୍ରା ବୋଲେରୋ ଜାତୀୟ ରାଜପଥରେ ଯାଉଥିବା ବେଳେ ଏହାର ଇଞ୍ଜିନରୁ ଧୂଆଁ ବାହାରିଥିଲା…

ପାର୍ବଣ ବେଳେ ନିଶା ଦିଆ ଲେଡି ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର: ପାର୍ବଣ ବେଳେ ରାଜଧାନୀ ଭୁବନେଶ୍ୱରସ୍ଥିତ ଟ୍ୱିନ୍ ସିଟି କମିସନରେଟ୍ ପୁଲିସ ଶନିବାର ଏକ ନିଶା ଓ ଲୁଟ୍ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସରିଫା ଖାତୁନ ଓରଫ ମୁସ୍କାନ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଗାନ୍ଧୀନଗରର ଅଶୋକ ବେହେରା (ଲଣ୍ଡା), ନୟାଗଡ଼…

ଗୁଣ୍ଡା ଲଗାଇ ମହିଳାଙ୍କୁ ଧମକାଉଥିବା ଅଭିଯୋଗ, ବଡ଼ ଅଡ଼ୁଆରେ ପୂର୍ବତନ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି କରି ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଯିଏକି ନିଜକୁ ସମାନ ଦଳର ନେତ୍ରେୀ ବୋଲି କହିଛନ୍ତି। ଜ୍ୟୋତ୍ସ୍ନାରାଣୀ ନାୟକ ନାମକ ଏହି ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ୪ ଜଣ ବ୍ୟକ୍ତି ତାଙ୍କୁ…

ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଜେଏମ୍ଏଫ୍ସି କୋର୍ଟର ସମନ୍କୁ ଏକ ସ୍ୱତନ୍ତ୍ର ମେସେଞ୍ଜର ଶନିବାର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ପ୍ରଦାନ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଭାବେ ପ୍ରତାପ ଜେନାଙ୍କ ବିରୋଧରେ…

ରାଜଧାନୀ ରାଜରାସ୍ତାରେ ତିନି ଯୁବକ ଦୁର୍ବୃତ୍ତଙ୍କ ଦ୍ୱାରା ଖଣ୍ଡାରେ ଆକ୍ରମଣର ଶିକାର

ଭୁବନେଶ୍ୱର: ଶନିବାର ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଓୟୁଏଟି ଛକରେ ଖଣ୍ଡାଧାରୀ ଯୁବକଙ୍କ ଆକ୍ରମଣରେ 3 ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପି. ରାମକୃଷ୍ଣ ଓ ତାଙ୍କର ଦୁଇ ସମ୍ପର୍କୀୟ। ସେମାନଙ୍କ ମଧ୍ୟରୁ ଦୁଇ ଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ…

ଶିଖରଚଣ୍ଡୀ ପାହାଡ଼ରେ ବେଆଇନ ଭାବେ ଜବରଦଖଲ ହୋଇଥିବା ଆଶ୍ରମର ଉଚ୍ଛେଦ କଲା ବିଡିଏ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ପାହାଡ଼ ଓ ଏହାର ପରିଧିକୁ ଏକ ପର୍ଯ୍ଯଟନସ୍ଥଳୀରେ ପରିଣତ କରିବା ଯୋଜନାର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଶନିବାର ଶିଖରଚଣ୍ଡୀଠାରେ ଥିବା ଏକ ସରକାରୀ ପ୍ଲଟ ଉପରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରିଛନ୍ତି। ବିଡିଏ…

ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ଭୁବନେଶ୍ୱର : ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର ଆଜି ରାତିରେ ସ୍ଥାନୀୟ ଅଖିଳ ଭାରତୀୟ ଆୟୁ ବିଜ୍ଞାନ ସଂସ୍ଥାନ (ଏମ୍ସ ) ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା…