Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅକ୍ଟୋବର ୧୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ “ସ୍ପଟ୍ ନାମଲେଖା’ ଆରମ୍ଭ

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ । ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ । ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ…

ନିଜ ଦଳର ମହିଳାଙ୍କ ପ୍ରତି ବିଜେଡି ନେତାଙ୍କ ମାଇଣ୍ଡଫ୍ରେସକୁ ନେଇ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଲେ ଭଲ ହୁଅନ୍ତା -ବିଜେପି

ଭୁବନେଶ୍ୱର: ‘ବିଜେଡି ନେତ୍ରୀ ଜାଣି ରଖିବା ଦରକାର ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି। ଏହା ଓଡ଼ିଶାରେ ସାଢେ ଚାରି କୋଟି ଲୋକମାନେ ଜାଣିଛନ୍ତି । ଏଥିପାଇଁ ବିଜେଡିର ସାର୍ଟିଫିକେଟ୍ ଦେବା ଦରକାର ନାହିଁ ।…

୨୩ ଜାନୁଆରୀ ଜାତୀୟ ପତାକା ଦିବସ ଭାବେ ପାଳନ କରାଯାଉ: ନବୀନ ଜିନ୍ଦଲ

କଟକ: “ଅଧିକାଂଶ ଦେଶରେ ଜାତୀୟ ପତାକା ଏବଂ ଏହାର ମୂଲ୍ୟବୋଧ ପାଳନ କରିବାକୁ ଜାତୀୟ ପତାକା ଦିବସ ରହିଛି । ଭାରତରେ ମଧ୍ୟ ଜାତୀୟ ପତାକା ଦିବସ ପାଳନ କରିବା ଉଚିତ ଏବଂ ୨୩ ଜାନୁଆରୀ ହେଉଛି ଏହା ପାଇଁ ଏକ ଉପଯୁକ୍ତ ଦିନ ।  ତେଣୁ ଜାନୁଆରୀ ୨୩ ତାରିଖକୁ ଜାତୀୟ ପତାକା ଦିବସ ଭାବରେ ପାଳନ କରିବାକୁ…

ଆଇଆଇଏମ୍‌ର ବିଜନେସ୍ କନ୍‌କ୍ଲେଭ୍ ‘ମାର୍ମଗ୍ୟ ୮.୦: ବ୍ୟବସାୟିକ ସଫଳତା ପାଇଁ ସଂଯୋଜନା ଉପରେ ଗୁରୁତ୍ୱ

ସମ୍ବଲପୁର : ଭାରତର ଅଗ୍ରଣୀ ମ୍ୟାନେଜମେଣ୍ଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଦୁଇ ଦିନିଆ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ମାର୍ମଗ୍ୟ ୮.୦’ ଅନୁଷ୍ଠିତ ହୋଇଯାଇଛି । ଯାହାର ବିଷୟବସ୍ତୁ ରହିଛି “କାଟାଲାଇଜିଂ ବିଜିନେସ୍ ରିଜିଲିଏନ୍ସ ବା ଏଲିଭରେଜିଂ କନଭରଜେନି୍ସ’ । ଏହି…

ରୋଗୀଙ୍କ ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପ୍ରମାଣିତ କରୁଛି

ଭୁବନେଶ୍ୱର: ଜନସାଧାରଣଙ୍କ ଆସ୍ଥା ଜିତି ପାରିଛି ଏମସ । ଖାଲି ଓଡ଼ିଶା ନୁହେଁ, ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ପାରିଛି ଏମସ୍ ଭୁବନେଶ୍ୱର । ଚିକିତ୍ସା ସେବା ପାଇବା ନିମନ୍ତେ ଏଠାରେ ହେଉଥିବା ଭିଡ଼ ହିଁ ଏମ୍ସ ଭୁବନେଶ୍ୱର ପ୍ରତି ଜନସାଧାରଣଙ୍କ ଥିବା ଆସ୍ଥାକୁ…

ପୂଜା କଟକଣା: ମା’ଙ୍କ ମଣ୍ଡପ ନିକଟରେ ବିକ୍ରି ହେବନି ଆମିଷ, ଭସାଣିରେ ବାଜିବନି ଡିଜେ

ଭୁବନେଶ୍ବର: ଆସୁଛି ପାର୍ବଣ । ସବୁଠି ଚାଲିଛି ପ୍ରସ୍ତୁତି । ସଜେଇ ହେଲାଣି ପୂଜା ମଣ୍ଡପ । ପୂଜା କମିଟିଠାରୁ ଆରମ୍ଭ କରି ପୋଲିସ, ପ୍ରଶାସନ ସମସ୍ତେ ହେଲେଣି ତତ୍ପର । ଚଳିତବର୍ଷ ଭୁବନେଶ୍ବରରେ ପାଖାପାଖି ୧୯୦ ପୂଜାମଣ୍ଡପରେ ପୂଜା ପାଇବେ ମାଆ । ଏଥର  ପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ…

ଖଡିଚଢା ଅମାବାସ୍ୟା: ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତିରେ କରାଯିବ ଖଡିଲାଗି

ଭଦ୍ରକ: ଆଜି ପବିତ୍ର ମହାଳୟା ବା ଖଡିଚଢା ଅମାବାସ୍ୟା । ମଣ୍ଡପରେ ବିରାଜମାନ ହେବାକୁଥିବା ସମସ୍ତ ମୃଣ୍ମୟୀ ମୂର୍ତ୍ତିରେ ଆଜି ଖଡିଲାଗି କରାଯିବ । ଦୂର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ସେଥିପାଇଁ ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରେ ପୂଜା ପାଉଥିବା ମାଁ ଦୂର୍ଗାଙ୍କ ଆଗମନ…

ଶକ୍ତିପୀଠର କାହାଣୀ: ନରମୁଣ୍ଡମାଳ ଧାରିଣୀ ଅଷ୍ଟଭୁଜା ମା’ ଚର୍ଚ୍ଚିକା

ଭୁବନେଶ୍ଵର: ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗଯୁଗ ଧରି ଚଳିଆସୁଅଛି । ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ । କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ । ମା'ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପୁରପଲ୍ଲୀ । ପୀଠରେ ଚାଲିଛି ମାଆଙ୍କ ଷୋଡଶ ପୂଜା । ଚଳଚଞ୍ଚଳ…

ମାଟିରେ ମିଶିଲା ମହିମା ମଠ, ଶିଖରଚଣ୍ଡି ପାହାଡରେ ବେଆଇନ ଉଚ୍ଛେଦ

ଭୁବନେଶ୍ଵର: ମାଟିରେ ମିଶିଲା ଶିଖରଚଣ୍ଡି ପାହାଡ ପାଦରେ ଥିବା ମହିମା ମଠ । ମହିମା ମଠ ଆଶ୍ରମକୁ ଆଜି ଭାଙ୍ଗିଛି ବିଡିଏ । ଜବରଦଖଲ କରି ବେଆଇନ ଭାବରେ ପ୍ରାୟ ଦୀର୍ଘଦିନ ଧରି ଏହି ଆଶ୍ରମଜୁ ଗଢି ତୋଳିଥିଲେ ଏହି ଆଶ୍ରମରେ ଥିବା ଜଣେ ବାବା । ପ୍ରାୟ ଦୁଇ ଏକର ଜମିରେ ପରିବ୍ୟାପ୍ତ ଥିଲା ଏହି ମଠ ।…

ବିଶାକ୍ତ ଖାଦ୍ୟ ଖାଇ ୨୪ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ ଅଭାବନୀୟ ଘଟଣା । ବିଶାକ୍ତ ଖାଦ୍ୟ ଖାଇ ୨୪ ଛାତ୍ରୀ ଅସୁସ୍ଥ । ସମସ୍ତଙ୍କ ବୟସ ୧୦ ରୁ ୧୨ ବର୍ଷ ହୋଇଥିବା ବେଳେ ଏବେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସେମାନଙ୍କ…