Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶା ହକି ଷ୍ଟାର ଦୀପଗ୍ରେସଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦଳର ସଦସ୍ୟ ଓଡିଶାର ଷ୍ଟାର ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସଙ୍କ ପାଇଁ ୫୦ ଲକ୍ଷ ଟଙ୍କାର…

ଯୁବକଙ୍କ ଅପହରଣ ଅଭିଯୋଗ ପରେ ବି ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ଅପହୃତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଖୋଜିବା ପାଇଁ କିଛି କରୁ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୁରଟରେ କାମ କରୁଥିବା ଦୀପୁ ପାତ୍ର କିଛି ଦିନ ତଳେ ଘରକୁ ଫେରିଥିଲେ। ଗତ ଶୁକ୍ରବାର ଦିନ ସେ ତାଙ୍କ ବନ୍ଧୁଙ୍କ ସହ ଏକ ପୁରୁଣା…

ପୋଲିସ ଗାଡିରେ ଯିବା ବେଳେ ବିଚାରଧୀନ କିଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼: ରଘୁନାଥପାଲି ଥାନା ପୁଲିସ ଅନ୍ୟ ୧୨ ଜଣଙ୍କ ସହ ବରଗଡ଼ରୁ ରାଉରକେଲା ନେଉଥିବା ବେଳେ ରବିବାର ବରଗଡ-ସମ୍ବଲପୁର ରାସ୍ତାର ଗୋଶାଳା ନିକଟରେ ଜଣେ ବିଚାରାଧୀନ କଏଦୀ ଅନିର୍ବାଣ କରଜିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। କରଜିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ…

ମା’ ଦୁର୍ଗାଙ୍କ ମୂର୍ତ୍ତି ତିଆରିରେ କାହିଁକି ବେଶ୍ୟାଳୟର ମାଟି ବ୍ୟବହାର କରାଯାଇଥାଏ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ଆମ ସଭ୍ୟ ସମାଜରେ ଆଜି ବି ବେଶ୍ୟା କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟିରେ ହିଁ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରାଯାଇଥାଏ । ମାତ୍ର ଆପଣଙ୍କ ମନରେ ଏନେଇ ନିଶ୍ଚୟେ…

ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁରୀରେ ପୁନର୍ବାର ସ୍କ୍ରିନିଂ ହେବ ଫିଲ୍ମ ‘ପୁଷ୍କରା’

ପୁରୀ: ଓଡ଼ିଆ ଫିଲ୍ମ ଦେଖିବାକୁ ସମସ୍ତଙ୍କର ଇଚ୍ଛା ରହିଥିବା ବେଳେ ଏହାକୁ ନଜରରେ ରଖି ଯୁବ ସିନେ ଅଭିନେତା ପୁରୀର ପିନାକୀ ଶ୍ରୀଚନ୍ଦନଙ୍କ ଉଦ୍ୟମରେ ପୁନର୍ବାର ପୁରୀରେ ପୁଷ୍କରା ଚଳଚ୍ଚିତ୍ର ସ୍କ୍ରିନିଂ କରାଯିବ। ପୁରୀରେ ସିନେମା ହଲ ନଥିବା ବେଳେ ଭୁବନେଶ୍ୱର ଯିବା ବ୍ୟୟ ବହୁଳ ହୋଇଥାଏ।…

ପୁଣି ଅଲୋଡା ଶିଶୁ କନ୍ୟା, ପାଚେରୀ ପାଖରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ସମ୍ବଲପୁର: ଯୁଗ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏବେବି ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ ନାମ ବ୍ୟକ୍ତିଙ୍କ ଘର ପାଚେରୀ ନିକଟରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର…

କମୁଛି ‘ଭେନାମୀ’ ଚିଙ୍ଗୁଡ଼ି ମାଛ ଚାଷ, ବଢୁଛି ‘ସିଫୁଡ’ ର ଚାହିଦା

ପାରାଦୀପ: 'ସିଫୁଡ୍' ର ବ୍ୟବସାୟ କୁ ବୃଦ୍ଧି କରିବା ଦିଗରେ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ପରିଚାଳନା ସମିତି ସଭାଗୃହରେ ରପ୍ତାନୀକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସି ଫିସ୍ ପାଇଁ ଉଦ୍ୟୋଗୀ ଙ୍କ ଆଗ୍ରହ ବଢିଥିବା ଲକ୍ଷ କରାଯାଇଛି । ଏନେଇ ପାରାଦୀପ…

ସାମାନ୍ୟ ବଚସାରୁ ବୁଲିଲା ଛୁରୀ, ଘରୋଇ କୋଚିଂ ସେଣ୍ଟରରେ ନାବାଳକ ଉପରକୁ ଛୁରାମାଡ଼

ବାରିପଦା: ସାମନ୍ୟ ବଚସାରୁ ତୁମୂଳକାଣ୍ଡ ।  ଘରୋଇ କୋଚିଂ ସେଣ୍ଟର୍ ଛୁରାମାଡ଼ ।  ଦଶମ ଶ୍ରେଣୀ ଛାତ୍ରର ଛୁରା ମାଡରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ବାରିପଦା ସହର ସ୍ଥିତ ବିସିସି ବା ବିକର୍ତନ କୋଚିଂ ସେଣ୍ଟର ନାମକ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ କାଣ୍ଡ । ଗୁରୁତର…

ଅନୁଗୁଳ-ଗଜପତି ପାଇଁ ୪ ନେତାଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନେଶ୍ବର: ଅନୁଗୁଳ ଓ ଗଜପତି ଜିଲ୍ଲା ପାଇଁ ୪ ନେତାଙ୍କୁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି । ଅନୁଗୁଳ-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚିନ୍ମୟ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି  । ନେଫୁ ଦାସ ଛେଣ୍ଡିପଦା-ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି…

ଦୁଇ ଦିନିଆ ନୂଆପଡା ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ନୂଆପଡା: ବିଜେପି ରାଜ୍ୟ ସଭାପତି ହେବା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ନୂଆପଡା ଗସ୍ତରେ ଆସିଛନ୍ତି ମନମୋହନ ସାମଲ । ଏହି ଅବସରରେ ଜିଲ୍ଲାର ଦୁଇ ଗୋଟି ବିଧାନସଭା ମଣ୍ଡଳୀରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କର୍ମୀ ସମ୍ମିଳନୀରେ ମୋଦି ଜି ଙ୍କ ବାର୍ତ୍ତା କୁ ଗାଁ ଗାଁ କୁ…