Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି

ପୁରୀ: ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀମାନଙ୍କର ରାଜ୍ୟସ୍ତରୀୟ କନଭେନସନ ସ୍ଥାନୀୟ ବଳ ଗଣ୍ଡି ସ୍ଥିତ ଜାନକୀ ରେସିଡେନ୍ସି ହଲରେ ଅନୁଷ୍ଠିତ ହୋଇଯାଇଛି। ମେଡିକାଲରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ରାଜ୍ୟ ମେଡିକାଲ ଆଉଟ ସୋରସିଙ୍ଗ କର୍ମଚାରୀ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।ସାରା…

କେନ୍ଦ୍ରାପଡାରେ ଲାଞ୍ଚ ମାଗି ଫସିଗଲା ପୋଲିସ! ଅଟକ ରଖିଦେଲେ ଚାଷୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଲିସ କର୍ମଚାରୀମାନେ ଚାଷୀଙ୍କଠାରୁ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କନିପାଳ ଗାଁରେ ରବିବାର ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୨ ତାରିଖରେ ଓଡ଼ିଶା ବିଧାନସଭା ନିକଟରେ…

ବୋମିଖାଲ ବ୍ରିଜ ନିର୍ମାଣ ଅବଧିକୁ ଦେଖିଲେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ନିର୍ବାଚନୀ ଲଲିପପ୍: ବିଜେପି

ଭୁବନେଶ୍ୱର: ନୂଆବର୍ଷରେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ବିଜେପି ସନ୍ଦେହ ପ୍ରକାଶ କରିଛି। ରାଜଧାନୀରେ ରାଜ୍ୟ ସରକାର ତିଆରି କରିଥିବା ବୋମିଖାଲ ଓଭରବ୍ରିଜ ନିର୍ମାଣ ସମୟର ଅବଧି କଥାକୁ ମନେ ପକାଇ ବିରୋଧୀ ବିଜେପି କହିଛି ରାଜ୍ୟ ସରକାର …

ଅକ୍ଟୋବର ୧୦ରୁ ବସ ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ବସ୍ ମାଲିକମାନେ ଅକ୍ଟୋବର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଥିବାରୁ ଓଡ଼ିଶାକୁ ଘୋର ଯାତାୟତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଲକ୍ଷ୍ମୀ ଯୋଜନାରେ ଶସ୍ତା ପରିବହନ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଯାହାକୁ…

କଟକରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ କରାଯିବନି ଗ୍ରାଉଣ୍ଡ ରେଣ୍ଟ ଆଦାୟ

କଟକ: ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନକରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ ଓ…

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ: ଶାନ୍ତି ପ୍ରତିଷ୍ଠା ହେବା ନେଇ ବାଲୁକାକଳାରେ ବାର୍ତ୍ତା

ପୁରୀ: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ଗୋଟିଏ ପଟେ ଆତଙ୍କବାଦୀ ସଂଗଠନ ହମାସ ଘନ ଘନ ରକେଟ୍ ମାଡ଼ କରିଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ୫ ଶହରୁ ଅଧିକ…

ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ସୋର: ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ଥାନା କୁଳିଗାଁ ବଂଶୀଧର ବିଦ୍ୟାପୀଠର ଛାତ୍ର ମୃତ୍ୟୁର ଶିକାର ହୋଇଛି। ଗତକାଲି ଦଶମ ଶ୍ରେଣୀର ୨ ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। ଏହି ୨ ଜଣଙ୍କ ମଧ୍ୟରୁ…

ଅପହରଣର ଦୁଇ ଦିନ ପରେ ଉଦ୍ଧାର ହେଲା ଦୀପୁ ପାତ୍ରଙ୍କ ମର ଶରୀର

ବ୍ରହ୍ମପୁର: ଦୁଇ ଦିନ ଧରି ଅପହରଣର ଶିକାର ହେବା ପରେ ଦୀପୁ ପାତ୍ରଙ୍କ ମର ଶରୀର ଉଦ୍ଧାର ହୋଇଛି । କବିସୂର୍ଯ୍ୟନଗର ଥାନା ଅଧିନ କେ. ଖରିଡା ଗ୍ରାମର ଦୀପୁ ପାତ୍ରଙ୍କ ମର ଶରୀର କୋଦଳା ଥାନା ସାତନାଳ ପୋଖରୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ କୋଦଳା ପୁଲିସ ପହଂଚି ତଦନ୍ତ ଜାରି ରଖିଛି।…

ପୁଣିଥରେ ଆନ୍ଦୋଳନକୁ ଅହ୍ଲାଇବେ ଜିଲ୍ଲାସ୍ତରୀୟ ଅମଲା, ରାଜ୍ୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶ କ୍ରମେ ବୈଠକ

କୋରାପୁଟ: ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ସଭାପତି ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ କୋରାପୁଟ ଦକ୍ଷତା ବିକାଶ କେନ୍ଦ୍ର ସଭାଗୃହ କୋରାପୁଟଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଦାଶଙ୍କ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବିଭାଗରେ…