Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମ ହସ୍ପିଟାଲ ଯୋଜନାକୁ ଓଡିଶା ସରକାର ସମସ୍ତ ସରକାରୀ ଡାକ୍ତରଖାନାକୁ ସମ୍ପ୍ରସାରିତ କରିବେ

ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ହସ୍ପିଟାଲକୁ 'ଆମ ହସ୍ପିଟାଲ' ଯୋଜନାର ସମ୍ପ୍ରସାରଣ ପାଇଁ ନୀତିଗତ ଅନୁମୋଦନ କରିଛନ୍ତି। ଜିଲ୍ଲା ମୁଖ୍ୟ…

୨୦୧୯ ପରଠାରୁ ରାଜ୍ୟରେ ବେକାର ସ୍ନାତକଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷକୁ ବୃଦ୍ଧି ପାଇଛି: ମନ୍ତ୍ରୀ

ଭୁବନେଶ୍ୱର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ସୂଚନା ଅନୁଯାୟୀ, ୨୦୧୯ ମସିହାରୁ ଓଡ଼ିଶାରେ ବେକାରୀ ସ୍ନାତକଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷକୁ ବୃଦ୍ଧି ପାଇଛି। ମଙ୍ଗଳବାର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ୨…

ଟଙ୍କା ଆତ୍ମସାତ କରିଥିବା ସହକାରୀ ଟିକସ ଅଧିକାରୀ ହାଇଦ୍ରାବାଦରୁ ଭିଜିଲାନ୍ସ ଦ୍ବାରା ଗିରଫ

ଭୁବନେଶ୍ୱର: ଭିଜିଲାନ୍ସ ମଙ୍ଗଳବାର ଢେଙ୍କାନାଳ ପୌରପାଳିକାର ସହକାରୀ ଟିକସ ଆୟକର ଅଧିକାରୀ ସନ୍ତୋଷ କୁମାର ରାଉଳଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ସନ୍ତୋଷ ରାଉଳଙ୍କ ନାଁରେ ଗତ ୬ ମାସ ମଧ୍ୟରେ ୭୭ ଲକ୍ଷ ୯୪ ହଜାର ୭୦୯ ଟଙ୍କା ଆତ୍ମସାତ୍ ଅଭିଯୋଗ ରହିଛି। ମୋବାଇଲ୍ ସିମ୍ କାର୍ଡ ବଦଳାଇବା…

ନିର୍ଦ୍ଧାରିତ ଦିନର ଦିନକ ପୂର୍ବରୁ ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଶେଷ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଅଧିବେଶନର ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚିତ ହେବାର ପରଦିନ ଅର୍ଥାତ୍…

ବ୍ରହ୍ମପୁରରେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ସୁନା ଓ ନଗଦ ଟଙ୍କା ଜବତ

ବ୍ରହ୍ମପୁର: ମଙ୍ଗଳବାର ଦିନ ଏକାଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଏକ ସଙ୍ଗଠିତ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଠାବ କରିଛି। ସୁନା ଋଣ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଓ ଦୁଇ ସୁନା ବ୍ୟବସାୟୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସୁନା ଓ ଟଙ୍କା ଜବତ…

ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ! ଗଡ଼ୁଛି ସମୟ ସରିନି କାମ

ପୁରୀ: ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ପ୍ରଶ୍ନ ! ସମସ୍ୟାବହୁଳ ସ୍ଥିତିରେ ଶ୍ରୀମନ୍ଦିର ! ଭକ୍ତଙ୍କ ପାଇଁ ବାଧକ ସାଜିଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଦିନ ପରେ ଦିନ ଗଡୁଛି ହେଲେ ଶେଷ ହେଉ ନାହିଁ କାର୍ଯ୍ୟ, କି ସୁବିଧା ପାଉ ନାହାଁନ୍ତି ଭକ୍ତ। ଦୈନିକ ଶ୍ରୀମନ୍ଦିର…

ବିଜେବି କଲେଜର ପୁରାତନ ଛାତ୍ର ସଂଘ ‘ବିଜେବି ଫ୍ରେଣ୍ଡସ୍’ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଗତ ସୋମବାର ୨ ଅକ୍ଟୋବର ବିଜେବି କଲେଜର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ” ତରଫରୁ କଲେଜ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନନୀୟ ଅତୀଥି ଭାବେ ବିରଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପୂର୍ବତନ…

ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଶହେ ପ୍ରଶ୍ନ; ଗୋଟେ ଉତ୍ତରରେ କାମ ସାରିଲେ ନବୀନ!

ଭୁବନେଶ୍ୱର: ଗତ କିଛି ଦିନ ହେବ ରହସ୍ୟମୟୀ ମହିଳା ଶ୍ରଦ୍ଧାଙ୍କ ପରିଚୟ ବାବଦରେ ବିରୋଧୀ ପ୍ରଶ୍ନ ପଚାରି ସରକାରଙ୍କୁ ଘେରୁଥିଲେ। ତେବେ ଆଜି ଶ୍ରଦ୍ଧାଙ୍କୁ ନେଇ ଉଠିଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର…

କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ରାୟଗଡା: ମୁନିଗୁଡା ରେଞ୍ଜ ବଡକାନ୍ଦୁଲପଡା ଗ୍ରାମ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ସହ ୨ ଦେଶୀ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ବନ ବିଭାଗ। ବିଶେଷ ସୁତ୍ରରୁ ଖବରପାଇ ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜରଙ୍କ ନେତୃତ୍ବ ରେ ବନ ବିଭାଗର ଏକ ଟିମ ମୁନିଗୁଡା ରେଞ୍ଜର ମୁନିଗୁଡା ଓ…

କେନ୍ଦ୍ରାପଡ଼ା ପ୍ରସିଦ୍ଧ ମିଠା ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ…