Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଧାବୀ ଝିଅକୁ ହରାଇବା ପରେ ୫ ମାସ ହେଲା ଧାରଣାରେ ବସିଛନ୍ତି ମା’: ମାନବାଧିକାର କମିଶନରଙ୍କୁ ଭେଟି ନ୍ୟାୟ ମାଗିଲେ

ଭୁବନେଶ୍ୱର: ୫ ମାସ ବିତିଲା । ହେଲେ ମେଧାବୀ ଛାତ୍ରୀ ସୌଦାମିନୀ ରଇତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି । ନ୍ୟାୟ ଦାବି କରି ଜିଲ୍ଲା ପ୍ରଶାସନ ଦ୍ୱାରରେ ୪୬ ଦିନ ଧରି ଧାରଣାରେ ବସିଲେ ମା’ ସୁଜ୍ଞାନୀ ଗମାଙ୍ଗୋ । ଅପମୃତ୍ୟୁ ବୋଲି କହି ଚାପି ଦିଆଯାଇଥିବା ମାମଲା  କ୍ରାଇମବ୍ରାଞ୍ଚ…

୯ ବର୍ଷ ଧରି ଏନଏଚ ୫୫ରେ ଗଲାଣି ୪୦୦ରୁ ଅଧିକ ଜୀବନ: ମୁହାଁମୁହିଁ ହେଲେ ରୋହିତ-ଜୟନାରାୟଣ

ଭୁବନେଶ୍ୱର: ଜାତୀୟ ରାଜପଥ ପ୍ରସଙ୍ଗକୁ ନେଇ ଗୃହ ବାହାରେ ମୁହାଁ ମୁହିଁ ହେଲେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରେଢ଼ାଖୋଲ ବିଧାୟକ ଜାତୀୟ ରାଜପଥ 55ର କାମକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଥିବା ବେଳେ କଡ଼ା କାଉଣ୍ଟର କରିଛନ୍ତି ବିରୋଧୀ…

ଶୁଭାରମ୍ଭ ହେଲା ‘ସ୍ୱକଳ୍ପ’ ଅଧୀନସ୍ଥ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”, ଜଗତସିଂହପୁରରୁ ବାହାରିଲା ସ୍ଵତନ୍ତ୍ର ରଥ

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ଶୁଭାରମ୍ଭ କରାଯାଇଛି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି । ଏହା ୭ ତାରିଖ ଯାଏଁ ଓଡ଼ିଶାର…

୨୫ ହଜାରରେ ବିକ୍ରି ହେଲା୧୧୦କେଜି ଓଜନର ମାଛ

ଜଳେଶ୍ବର: ଆପଣ ମାନେ ମାଛ ଦେଖିଥିବେ , କିନ୍ତୁ ୧୧୦ କିଲୋର ମାଛ କେବେ ଦେଖିଛନ୍ତି  । ହଁ ଆଜ୍ଞା ଦୀଘା ମୁହାଣ ସମୁଦ୍ରରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୧୧୦ କିଲୋ ଓଜନର ଏକ ମାଛ ପଡିଛି  । ଯାହାକୁ ଦେଖିବାକୁ ଆଜି ଦୀଘା ମୁହାଣ ମାଛ ମାର୍କେଟରେ ପ୍ରବଳ ଲୋକଙ୍କର ଭିଡ ଜମିଥିଲା । ଏହି ବିରାଟ…

ଏଣିକି ରେଡିଓରେ ଶୁଣାଯିବ ମୟୂରଭଞ୍ଜର କଳା, ସଂସ୍କୃତି: ଉଦଘାଟିତ ହେଲା ୮୯.୬ ରେଡିଓ ବାଘାଯତୀନ

ଉଦଳା: ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର । ସକାଳୁ ସକାଳୁ ଜିଲ୍ଲାବାସୀ ଶୁଣିବେ ରେଡିଓ ବାଘାଯତୀନ। ଏଫଏମ ରେଡିଓରେ ଏଥର ଶୁଣାଯିବ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଏବଂ ପରମ୍ପରାର ବାର୍ତ୍ତା । ଉଦଘାଟିତ ହେଲା ୮୯.୬ ରେଡିଓ ବାଘାଯତୀନ । କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ ଅକ୍ଟୋବର ୨…

‘କାଳେ ବେଦାନ୍ତ ପ୍ରସଙ୍ଗ ଉଠାଇବେ ତେଣୁ ମିଳିମିଶି ଗୃହକୁ ଅଚଳ କରିଦେଲେ ବିଜେପି-ବିଜେଡି’

ଭୁବନେଶ୍ୱର: ବିଜେଡି ଓ ବିଜେପି ମିଶି ବିଧାନସଭାକୁ ବନ୍ଦ କରୁଛନ୍ତି। କାଳେ ବେଦାନ୍ତ ଜମି ପ୍ରସଙ୍ଗରେ ଆଲୋଚନା ହେବ ସେଥିପାଇଁ ଉଭୟେ ମିଳିମିଶି ଗୃହକୁ ବନ୍ଦ କରି ଦେଇଛନ୍ତି ବିଜେଡି-ବିଜେପି । ଏମିତି କହି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଯଦି…

ସାପ ଖେଳାଇବା ହେଲା କାଳ: ସାପ ଦଂଶନରୁ ବଞ୍ଚି ପାରିଲେନି ଖୋଦ ସାପ ଧରାଳି

ଖୋର୍ଦ୍ଧା: କାଳ ହେଲା ସାପ ଖେଳାଇବା । ସାପ ଦଂଶନରୁ ବଞ୍ଚି ପାରିଲେନି ଖୋଦ ସାପ ଧରାଳି । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳର ସାପ ଧରାଳି ଡମ୍ବରୁଧର ରାଉତରାୟ ଓରଫ…

ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର: ଅଳ୍ପକେ ବଞ୍ଚିଲା ଯାତ୍ରୀଙ୍କ ଜୀବନ

ବାଙ୍କୀ:  ବ୍ରିଜରେ ଅଧା ଝୁଲି ରହିଥିବା ବସ୍ ଉଦ୍ଧାର ହୋଇଛି  । ସ୍ଥାନୀୟ ଲୋକ , ଅଗ୍ନିଶମ ଏବଂ ପୋଲିସ କର୍ମଚାରୀଙ୍କ ଉଦ୍ୟମରେ ବସଟିକୁ ଉଠାଯାଇଛି । ଏକ ହାଇଓ୍ବା ଏବଂ କ୍ରେନ ସାହାର୍ଯ୍ୟରେ ବସଟିକୁ ଉଠାଯାଇଛି ।  ସୂଚନା ମୂତାବକ ଆଜି ସକାଳେ ବାଙ୍କୀ ଜାତମୁଣ୍ଡିଆ ପୋଲ ଉପରେ ଭୟଙ୍କର…

୨୦୨୪ ନିର୍ବାଚନ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : ଅନୁରାଗ ଠାକୁର

ଭୁବନେଶ୍ୱର: ଏଥର ଓଡ଼ିଶାରେ ଫୁଲ ଦମରେ ଲଢିବ ବିଜେପି । ଭଲ ଫଳ ମଧ୍ୟ କରିବ ।  ଦଳୀୟ କର୍ମକର୍ତ୍ତାଙ୍କ  ଦମରେ ଲଢିବ ବିଜେପି । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତିକି ଗୁରୁତ୍ୱ ଦେଉଛନ୍ତି ଏବଂ ଦେଇଛନ୍ତି ୭୫ ବର୍ଷ ମଧ୍ୟରେ କୌଣସି…

ବାଙ୍କୀ ଜାତମୁଣ୍ଡିଆ ମହାନଦୀ ବ୍ରିଜରେ ଲଟକିଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ

କଟକ: ବାଙ୍କୀ ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍ । ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବସଟି ଲଟକି ରହିଛି । ବସଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନା ମୂତାବକ କଟକ ଜିଲ୍ଲା ବାଙ୍କୀର…