Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୋର ମାଟି ମୋର ଦେଶ’ ପ୍ରଚାର ହେତୁ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ଭୁବନେଶ୍ଵର: ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀ କୁ 'ମୋର…

ସରକାରୀ କ୍ବାର୍ଟର୍ସରୁ ମହିଳା ଆରଆଇଙ୍କ ଝୁଲନ୍ତା ମର ଶରୀର ଉଦ୍ଧାର

ଜୟପୁର: ବୈପାରୀଗୁଡ଼ା ବ୍ଲକ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସରେ ଶୁକ୍ରବାର ସନ୍ଧ୍ୟାରାଣୀ ନାୟକ ନାମକ ଜଣେ ବରିଷ୍ଠ ରାଜସ୍ୱ ସହାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସନ୍ଧ୍ୟାରାଣୀ ନାୟକ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ରୁମ୍ରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡ଼ୋଶୀମାନେ ପୁଲିସକୁ…

ନରସିଂହଙ୍କ ବିବାଦୀୟ ବୟାନ ପରେ ଓଲିଉଡ ସକ୍ରିୟ, କ’ଣ କହିଲେ କୁନା, ଶ୍ରୀତମ ଓ ମନୋଜ?

ଭୁବନେଶ୍ୱର: ମନୋଜ ମିଶ୍ରଙ୍କୁ ବାସନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିବା ପରେ ଏହାକୁ ନେଇ ଓଲିଉଡରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ…

ଓଡିଶା ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଖୁବ ଶିଘ୍ର ଓଡିଶା ଗସ୍ତରେ ଆସିବେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ତରଫରୁ ସେମାନଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ କେବେ ଆସିବା ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ଏନେଇ ଖୁବ ଶିଘ୍ର ସୂଚନା ଦିଆଯିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର…

ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରସଙ୍ଗ: ପୁଣି ସମାନ କଥା ଦୋହରାଇଲେ ନରସିଂହ, ବିଜେଡି କହିଲା ସେ କିଏ ଭାଗ କରିବାକୁ?

ଭୁବନେଶ୍ୱର: ଝିମିଟି ଖେଳରୁ ମହାଭାରତ ହେଲା ଭଳି ଏବେ କଳାକାର ମନୋଜ ମିଶ୍ରଙ୍କୁ ସିନେ ପ୍ରଯୋଜକ ସଂଘ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପ୍ରସଙ୍ଗ ପାଲଟିଛି। ଦୁଇ କଳାକାରଙ୍କ ମଧ୍ୟରେ ଥିବା ଆପୋଷ ବିବାଦ ଏବେ ଆଞ୍ଚଳିକ ବିବାଦ ଆଉ ପରେ ରାଜନୈତିକ ବିବାଦରେ ପହଁଚିଛି। ଗତକାଲି ବଲାଙ୍ଗୀରରେ…

ପଞ୍ଚଭୁତରେ ଲୀନ ହେଲେ ସ୍ବରୂପ ନାୟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ, ମୁଖାଗ୍ନି ଦେଲେ ବଡ ଝିଅ

କଟକ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି  । ତାଙ୍କ ବଡ ଝିଅ ତାଙ୍ତକୁ ମୁଖାଗ୍ନି ଦେଇଛନ୍ତି  । ଗତକାଲି  ଓଡିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ର ପରଲୋକ ଘଟିଥିଲା । ସେ  ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ…

ଉଦଯାପିତ ହେଲା ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩

ସୋନପୁର: ଉଦଯାପିତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩ । ପ୍ରଥମ ସଂଧ୍ୟା ଭଳି ଶେଷ ସଂଧ୍ୟା ମଧ୍ୟ ଥିଲା ରଙ୍ଗୀନ । ଲୋକଗୀତ ଓ  ଲୋକନୃତ୍ୟରେ ଦୁଲୁକିଥିଲା ଚୁଡାଖାଇ ମଣ୍ଡପ । ଏକ ରଙ୍ଗାରଙ୍ଗ ପରିବେଶ ସହ ରଙ୍ଗୀନ ଆଲୋକମାଳାରେ ବେଶ ଝଲସିଥିଲା…

ଏମିତି ବି ଆସେ ମୃତ୍ୟୁ : ଚଳନ୍ତା ବସରେ ଡ୍ରାଇଭରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗଜପତି : ଏମିତି ବି ଆସେ ମୃତ୍ୟୁ  । କଥାରେ ଅଛି  କାହାର ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସିବ ତାହା କହିବା ମୁସ୍କିଲ । ଆଜି ଏମିତି କିଛି ଘଟଣା ସାମ୍ନାକୁ ଆସିଛି  । ଗଜପତି ଜିଲ୍ଲା ଜି.ଉଦୟଗିରି ପାବୁରିଆ ଛକ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବଡ ଦୁର୍ଘଟଣାରୁ…

ନୂଆ ରୂପରେ ରାଜଧାନୀ ପଥ ଉତ୍ସବ, ଫୋକସ୍ ରେ ‘ମୋ ଭୋଟ ମୋ ସମ୍ମାନ’

ଭୁବନେଶ୍ୱର: ପୁଣି ଫେରିଲା ପଥ ଉତ୍ସବ । ଭୋଟର ସଚେତନତା ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ପଥ ଉତ୍ସବ । ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜନ କରାଯାଇଛି ପଥ ଉତ୍ସବ । ଭୁବନେଶ୍ୱର ଜନପଥରେ ଏହି ପଥ ଉତ୍ସବ କରାଯାଇଛି । ରଙ୍ଗୋଲି, ଝୋଟି, ନାଚଗୀତ ସହ କୁଇଜ ଆଦି…

ପ୍ଲସ୍ ଥ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ବ୍ୟାଙ୍କ ଆରମ୍ଭ କରିବ ସିଏଚଏସଇ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ପ୍ଲସ୍ ଥ୍ରୀ ବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଏକାଡେମିକ୍ ପ୍ରଶ୍ନପତ୍ର ବ୍ୟାଙ୍କ୍ ତିଆରି କରାଯାଉଛି। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହେଉଥିବା ଡିଗ୍ରୀ କଲେଜଗୁଡ଼ିକ ପାଇଁ ଏକ ସମନ୍ୱିତ ଓ୍ବେବ…