Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅସୁରକ୍ଷିତ ରାତିର ରାଜଧାନୀ: ଫୁଟପାଥ ଉପରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢିଗଲା କାର

ଭୁବନେଶ୍ୱର: ଅସୁରକ୍ଷିତ ହୋଇ ପଡୁଛି ରାତିର ରାଜଧାନୀ । ବାସହୀନ ଗରିବ ଲୋକମାନଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ଏ ରାଜରାସ୍ତା । ଗତକାଲି ରାତିର ଘଟଣା ଏମିତି ଏକ ଭାବନା ମନରେ ଭୟ ସୃଷ୍ଟି କରୁଛି । ରାତିର ରାଜଧାନୀ ଶୂନଶାନ ହୋଇପଡିଥିବାବେଳେ ରାଜମହଲ ଫୁଟପାଥରେ ଆଶ୍ରୟ ନେଇଥିଲେ ବାସହୀନ…

ନରମିଲେ ସରକାର: ଗୃହ ବିବରଣୀରୁ ‘ମେଣ୍ଟାଲ୍ ଡିଜ୍ଅର୍ଡର’ ମନ୍ତବ୍ୟକୁ ବାଦ୍ ଦେଲେ

ଭୁବନେଶ୍ୱର:ଶେଷରେ ନରମିଲେ ସରକାର । ବିରୋଧୀ ଦଳଙ୍କ ଚାପରେ ଗୃହ ବିବରଣୀରୁ ବାଦ୍ ଦେଲେ 'ମେଣ୍ଟାଲ୍ ଡିଜ୍ଅର୍ଡର' ମନ୍ତବ୍ୟ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନାହି ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦିଆ ଯାଇଥିବା…

ରାଜନୈତିକ ମୋଡ ନେଉଛି ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ଘଟଣା: ୪ରେ ବିଶାଳ ଆନ୍ଦୋଳନ

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ରାଜନୈତିକ ରୂପ ନେଉଛି । ପୋଲିସ ପ୍ରଶାସନ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ସୁସ୍ମିତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ…

ବାଲେଶ୍ୱର ସଦରରେ ଏଥର ଜୀବନ ପ୍ରଦୀପ ଖେଳିବେ ଖେଳ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେଉଁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟତମ। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଦଖଲକୁ ଯାଇଥିଲା। ଲଗାତର ଦୁଇଥର ବିଜେଡି ଟିକେଟରୁ ଜିତିଥିବା ଜୀବନ…

୧୫୪ ଗାନ୍ଧୀଙ୍କ ଶୋଭାଯାତ୍ରା: ‘ବନ୍ଦେ ମାତରମ’ ନାରାରେ କମ୍ପିଲା ବଡଦାଣ୍ଡ

ପୁରୀ:ଗୋଟିଏ ବା ଦୁଇଟି ନୁହେଁ, ବାହାରିଲେ ୧୫୪ ଗାନ୍ଧୀ । ବଡଦାଣ୍ଡରେ ଜାତୀୟ ପତାକା ଓ ଝାଡୁ ଧରି ବାହାରିଲେ ୧୫୪ ଗାନ୍ଧୀ । ଗାନ୍ଧୀ ଜୟନ୍ତୀର ଦିନକ ପୂର୍ବରୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରର ବଡଦାଣ୍ଡରେ । ଗାନ୍ଧୀଜୀଙ୍କ ବାର୍ତ୍ତା ଏବଂ ଜନମାନସରେ ପହଞ୍ଚାଇ ଏକ ସଚେତନତା…

କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ: ଧାରୁଆ ଅସ୍ତ୍ରରେ କାଟିଦେଲେ ହାତ ଓ ଗୁପ୍ତାଙ୍ଗ

ଭଦ୍ରକ:  କାରାଗାର ଭିତରେ କଏଦୀଙ୍କ ଉନ୍ମତ୍ତ କାଣ୍ଡ ।  ଧାରୁଆ ଅସ୍ତ୍ରରେ ହାତ ଓ ଗୁପ୍ତାଙ୍ଗ କାଟି  ଦେଇଛନ୍ତି କଏଦୀ । ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବିଚାରଧିନ ବନ୍ଦୀ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ   ସ୍ତ୍ରୀକୁ…

କୋର୍ଟ ନିର୍ଦ୍ଦେଶକୁ ଫୁ, ପୂରଣ ହେଉନି ଭିନ୍ନକ୍ଷମ କମିଶନ ପଦବୀ -ବିଜେପି

ଭୁବନେଶ୍ୱର:ଭିନ୍ନକ୍ଷମଙ୍କ ପାଇଁ ଅନ୍ଧ, ମୁକ, ବଧିର ପାଲଟି ଯାଇଛନ୍ତି ସରକାର ।  ଭିନ୍ନକ୍ଷମଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ତଥା ସଶକ୍ତୀକରଣ ନିମନ୍ତେ ଗଠନ ହୋଇଥିଲା ଭିନ୍ନକ୍ଷମ କମିଶନ । ହେଲେ ଏହି କମିଶନ ପଦବୀ ୨୦୨୨ ମାର୍ଚ୍ଚ ମାସରୁ ଖାଲି ପଡିଲାଣି । ହେଲେ ପଦବୀ ପୂରଣ ପାଇଁ ସରକାର…

କ୍ଷତିପୂରଣ ଦାବିରେ ରାସ୍ତାରେ ମୃତଦେହ ରଖି ସୋନପୁର-ସମ୍ବଲପୁର ରାଜରାସ୍ତା ଅବରୋଧ

ସୁବର୍ଣ୍ଣପୁର : ରାସ୍ତାରେ ମୃତଦେହ ରଖି ସୋନପୁର -ସମ୍ବଲପୁର ରାଜରାସ୍ତା ଅବରୋଧ କଲେ ପରିବାର ଲୋକେ  । ଏଭଳି ଘଟଣା ଦେଖିବାକୁ ମିଳିଛି  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଦେପଦର ଛକରେ  ।  କ୍ଷତି ପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ ।…

ଆମ୍ବୁଲାନ୍ସ ଭିତରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ଭିନ୍ନକ୍ଷମ ମହିଳା

ପୁରୀ : ପୁରୀରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଆମ୍ବୁଲାନ୍ସ ଭିତରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି  । କିଛି ଦିନ ତଳେ  ମହିଳା ଜଣଙ୍କୁ ବଡଦାଣ୍ଡ ପାଖ ମାଳିଯାଗା ପାଖରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମହିଳା ଜଣଙ୍କ ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ବେଳେ…

ନିଜ ସୁରକ୍ଷାକୁ ନେଇ ଚିନ୍ତାରେ ଜୟନାରାୟଣ: ବିଜେଡି କହିଲା, ‘ଏଠି କେହି ଅସୁରକ୍ଷିତ ନୁହଁନ୍ତି’

ଭୁବନେଶ୍ୱର:ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ   ବିରୋଧୀ ଦଳ ନେତା ଜୟନାରାୟଣ  ମିଶ୍ର ।  ଜୟାରାୟଣ କହିଲେ,  ମୋ ଜୀବନ ପ୍ରତି ବିପଦ ଅଛି। ମୋର ଯାହା ହେବ ସେଥିପାଇଁ ନବୀନ ବାବୁ ଦାୟୀ ରହିବେ ଗତ କିଛି ଦିନହେବ ସରକାର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…