Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ୱ ବିକାଶ କାହାଣୀ : ବିଜେପି

ଭୁବନେଶ୍ୱର:ଲୋକଙ୍କୁ ନାହିଁ ପିଇବା ପାଣି ।  ପ୍ରଚାର ସର୍ବସ୍ୱ ବିକାଶ କାହାଣୀ  । କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନୁଦାନ ଦେଉଥିଲେ ହେଁ ରାଜ୍ୟ ସରକାର ଖର୍ଚ୍ଚ କରୁନାହାନ୍ତି । ଟଙ୍କା ଫେରି ଯାଉଛି, ଅଥଚ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।   ରାଜ୍ୟ ସରକାରଙ୍କ ପାନୀୟ ଜଳ…

ଜମିହରା ଓ ବିସ୍ଥାପିତଙ୍କ ଦାବି ମାନିନେଲେ ପିପିଏଲ୍ କର୍ତ୍ତୃପକ୍ଷ: ପ୍ରତ୍ୟାହୃତ ହେଲା ଧାରଣା

ପାରାଦୀପ : ଦାବି ମାନିବା ପରେ ପ୍ରତ୍ୟାହୃତ ହେଲା ଧାରଣା । ନିଯୁକ୍ତି ଓ ଠିକା କାମ ଭଳି ବିଭିନ୍ନ ଦାବିକୁ ନେଇ ପିପିଏଲ୍ ସାରା କାରଖାନା ମୁଖ୍ୟ ଫାଟକ ନିକଟରେ କିଛି ଜମିହରା ଓ ବିସ୍ଥାପିତ ଧାରଣାରେ ବସିଥିଲେ । ଦୀର୍ଘ ବର୍ଷ ଧରି କମ୍ପାନୀ ପାଇଁ ଜମି ହରାଇଥିବା ପରିବାର ମାନଙ୍କୁ ଆଜି…

ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀବାସୀଙ୍କ ଘର ଉପରେ ନଜର ରଖିବ ପୋଲିସ

ଭୁବନେଶ୍ବର : ପାର୍ବଣରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି  । ପ୍ରତିଦିନ ଚୋରି , ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । ଅପରାଧୀଙ୍କୁ ଧରିବା ଯେପରି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଚ ପାଲଟିଛି । ଅପରାଧୀଙ୍କ ଦମନ ପାଇଁ ପୋଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି…

ଏମ୍‌ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ, ଭିଡରୁ ମିଳିବ ମୁକ୍ତି

ଭୁବନେଶ୍ୱର: ତ୍ବରାନ୍ବିତ ରୋଗୀସେବା ନିମନ୍ତେ ଅଭିନବ ପଦକ୍ଷେପ । ବିଲିଂ କାଉଣ୍ଟର୍‌ରେ ଦୀର୍ଘ ସମୟ ପାଇଁ ଆଉ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିବନି । ଏନେଇ ଏମ୍‌ସ ଭୁବନେଶ୍ୱରରେ ଆଜି ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଣିକି ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ…

ସେବାୟତ କୂଳର ନିଆରା ପରମ୍ପରା, ଶିବଙ୍କ ଭଳି ବରପ୍ରାପ୍ତି ଉଦ୍ଦେଶ୍ୟରେ ପୂଜା କରନ୍ତି ‘ନେତପିଲା’

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ। ଶହ ଶହ ବର୍ଷର ପୁରୁଣା ଏହି ପର୍ବ। 'ନେତପିଲା' ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ପ୍ରତିଟି ସେବାୟତ ପରିବାରରେ ଏହା ପାଳନ ହୋଇ ଆସୁଛି । ଶାରଦୀୟ…

ଜନ୍ମମାଟିରେ ଓଡିଆ ପୁଅ କିଶୋର ଜେନାଙ୍କୁ ଭବ୍ୟ ସ୍ବାଗତ: ମହାପ୍ରଭୂଙ୍କୁ ଦର୍ଶନ ସହ କଲେ ଆଶିଷ ଭିକ୍ଷା

ପୁରୀ: ଶ୍ରୀକ୍ଷେତ୍ର ମାଟିରେ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିବା ଓଡିଆ ପୁଅ କିଶୋର ଜେନା । ଆଜି ଶ୍ରୀକ୍ଷେତ୍ର ମାଟିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତଥା ପୁରୀର ଅଗଣିତ କ୍ରୀଡା ପ୍ରେମୀ ଓ ସଂଗଠକ ମାନଙ୍କ ପକ୍ଷରୁ କିଶୋରଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ମହାପ୍ରଭୁ…

ମାଁ ସୁରେଶ୍ୱରୀଙ୍କ ବଗଲାମୁଖି ବେଶ

https://youtu.be/_gZuqKlpFuU ସୁବର୍ଣ୍ଣପୁର: ଆଜି ଆଶ୍ୱୀନ ମାସ ଷଷ୍ଠୀ ତିଥି । ସୁବର୍ଣ୍ଣପୁର ଇଷ୍ଟଦେବୀ ମାଁ ସୁରେଶ୍ୱରୀ ଆଜି ବଗଲାମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତ କାଲି ଭୁବନେଶ୍ଵରୀ ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ବଗଲାମୁଖୀ ବେଶ ଧାରଣ କରିଛନ୍ତି । ସବୁ…

ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ଦଶହରା ମହା ଆଳତୀ

ସୋନପୁର: ଜୁନାଗଡ଼ ସହର ଓ ଆଖପାଖ ଅଞ୍ଚଳର ପ୍ରତ୍ୟକ ଶକ୍ତି ପୀଠରେ ଦଶହରା ପୂଜା ଚାଲିଥିବା ବେଳେ ସବୁ ପୂଜା ମଣ୍ଡପରେ ବେଶ ଜାକଜମକରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ଏହିସବୁ ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି । ମହାନଦୀ…

ଚିକମିକ ଆଲୁଅ ରେ ଝଲସୁଛି ଖଡ଼ିଆଳ, କୋଲକାତା କାଳୀ ମନ୍ଦିର ଭ୍ରମ ସୃଷ୍ଟି କରୁଛି ତୋରଣ

ନୂଆପଡା: ଆସିଛି ପାର୍ବଣ,  ମାଁ ଙ୍କ ଆଗମନ ରେ ଚଳଚଞ୍ଚଳ ଗାଁ ଠୁ ସହର । ଧରା ଅବତରଣ କରି ପୂଜା ପାଉଛନ୍ତି ଦୁର୍ଗତିନାସିନୀ ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ଏହି ପରିପ୍ରେକ୍ଷୀରେ ରେ ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ଜମୁଛି ଦୂର୍ଗାପୁଜା । ନବ ରାତ୍ର ଦୁର୍ଗା ପୂଜାରେ ମାଁ ଙ୍କ ନଅ ରୂପ…

ରାଜ୍ୟ ସରକାରଙ୍କ ଦଶହରା ଭେଟି: ୪% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦେଲେ ରାଜ୍ୟ ସରକାର । ରାଜ୍ୟ ସରକାରୀ କର୍ମଚାରୀଙ୍କର ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୪% ବୃଦ୍ଧି ସହିତ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବଢ଼ିଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ…