Latest Odisha News

BREAKING NEWS

Browsing Category

ଓଡିଶା

Odisha

କର୍ମଚାରୀ ଅଭାବ, ତଦନ୍ତ ବେଳେ ବହୁ ସମସ୍ୟାର ସାମ୍ନା କରୁଛି ଓଡ଼ିଶା ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସହରାଞ୍ଚଳ ପୁଲିସ ଜିଲ୍ଲାରେ ସଂଗଠିତ ଓ ଜଟିଳ ଅପରାଧର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର କ୍ରାଇମ୍ ୟୁନିଟର ଉଦ୍ଦେଶ୍ୟ ପୂରଣ ହେବା ଏବେ ବି ଦିବା ସ୍ବପ୍ନ ପରି ଲାଗୁଛି। ଯାହା ମାମଲା ଗୁଡିକୁ ପ୍ରଭାବୀ ଢଙ୍ଗରେ ତଦନ୍ତ କରିବାରେ ବାଧା ସୃଷ୍ଟି କରୁଛି। ଏହି…

ଭଡାଟିଆଙ୍କ ତଥ୍ୟ ଦେବାକୁ ହଷ୍ଟେଲ କିମ୍ବା ଘର ମାଲିକଙ୍କ ଅନିଛା ପ୍ରକାଶ, ସୁରକ୍ଷା ଚିନ୍ତା ବଢ଼ିଛି କହିଲା ପୋଲିସ

ଭୁବନେଶ୍ୱର: କମିଶନରେଟ ପୁଲିସ ଅଧୀନରେ ଥିବା ଭୁବନେଶ୍ବର ପୋଲିସ ୨୦୧୫ ମାର୍ଚ୍ଚରେ ଏକ ପଦକ୍ଷେପ ଆରମ୍ଭ କରି ଘର ମାଲିକମାନଙ୍କୁ ସ୍ଥାନୀୟ ଥାନାରେ ଭଡ଼ାଟିଆଙ୍କ ସବିଶେଷ ତଥ୍ୟ ଦାଖଲ କରିବାକୁ କହିଥିଲା। ପରେ ୨୦୧୭ ଜାନୁଆରୀରେ ମହିଳା ହଷ୍ଟେଲ ମାନଙ୍କ ପାଇଁ କୁହାଯାଇଥିଲା। ପ୍ରାରମ୍ଭିକ ଭାବେ…

ବିହାରରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ, ସ୍ପିଡପୋଷ୍ଟରେ ଏଫଆଇଆର ପଠାଇ ରୁଜୁ କଲେ ମାମଲା

ଭୁବନେଶ୍ୱର : ପାଟନାର ଏକ ଅଜଣା ସ୍ଥାନରେ ବିହାରର ଜଣେ ଯୁବକ ଓଡ଼ିଶାର ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ବନ୍ଧୁତ୍ୱ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା। ଘଟଣାଟି ୨୦୨୨ ମସିହା ଜୁନ ମାସର ବୋଲି କୁହାଯାଉଥିଲେ ମଧ୍ୟ କଟକର…

ପାଣିକୋଇଲି ପୋଲିସିକୁ ସଫଳତା, ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଯାଜପୁର: ପାଣିକୋଇଲି ପୋଲିସିକୁ ମିଳିଲା ଏକ ବଡ ସଫଳତା। ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ଲକ୍ଷ ଟଙ୍କାର ସାମଗ୍ରୀ ଜବତ କଲା ପୋଲିସ୍। ସୂଚନା ଯୋଗ୍ଯ ଯେ ଏକ କଣ୍ଟେନର ଆସାମରୁ ଡାବର କମ୍ପାନୀର ଜିନିଷ ବୋଝେଇ କରି ମୟୁର ଟ୍ରନ୍ସପୋର୍ଟ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏହି ଲୁଟ ଘଟଣା…

ପଛୁଆବର୍ଗ ମହିଳାଙ୍କ ପାଇଁ ସୋନିଆ ଗାନ୍ଧୀଙ୍କ ସଂରକ୍ଷଣ ଦାବିକୁ ପିସିସିର ସମର୍ଥନ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂସଦରେ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ତାହାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ…

ବିଜେପି ବିଧାୟକଙ୍କ ପ୍ରଶ୍ନ-ମହାଠକେଇ କରିଥିଲେ ୩ ବର୍ଷ ତଳେ; ବହିଷ୍କାର କରିବାକୁ ଆଜି ମନେ ପଡିଲା ?

ଭୁବନେଶ୍ୱର:  ମହାଠକେଇ କରିଥିଲେ ୩ ବର୍ଷ ତଳେ  । ହେଲେ ଦଣ୍ଡ ଦେବା ପାଇଁ ଆଜି କେମିତି ମନେ ପଡିଲା ? ଲୋକାୟୁକ୍ତଙ୍କ ରିପୋର୍ଟରେ ବିଧାୟକ ସୁଧାଂଶୁ ପରିଡାଙ୍କ ଅଭିଯୋଗ ସତ ପ୍ରମାଣିତ ହେଲା ହେଲେ  ଗିରଫ କରାଗଲାନି  କାହିଁକି ?  ଯଦି ସ୍ୱଚ୍ଛତା ଦେଖଉଛ, ତେବେ ଦଳର ୪୦ ବିଧାୟକଙ୍କ ନାଁରେ…

ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ରାଉରକେଲା: ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ୨୦ ତାରିଖରେ ଏହାର ଟ୍ରାଏଲ୍ ରନ୍ ସରିଛି । ପ୍ରଥମେ ପୁରୀରୁ ତାଳଚେର ପର୍ଯ୍ୟନ୍ତ…

ପୋଲିସର ବଡ଼ ସଫଳତା; ବାଇକ ଚୋର ଗ୍ୟାଙ୍ଗ ଗରିଫ, ୬ଟି ଦାମି ମୋଟରସାଇକେଲ ଜବତ

ଅନୁଗୁଳ: ଅନୁଗୁଳ ପୋଲିସକୁ ପୁଣି ଏକ ବଡ଼ ସଫଳତା। ଏକ ମୋଟରସାଇକେଲ ଚୋର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୬ଟି ଦାମି ମୋଟରସାଇକେଲକୁ ପୋଲିସ ଜବତ କରିଛି। ଏହି ୫ ଜଣିଆ ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଅଛନ୍ତି। ଯେଉଁମାନେ କି ମୋଟରସାଇକେଲ ଚୋରିର ମାଷ୍ଟର ମାଇଣ୍ଡ ବୋଲି…