Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଏମସିର ସ୍ୱତନ୍ତ୍ର ଅଫର: ଆଜି ଇ-ବସ ଓ ଇ-ରିକ୍ସାରେ ମାଗଣା ଯିବେ ଯାତ୍ରୀ

ଭୁବନେଶ୍ୱର:ଆଜି ମାମଣା ଯାତ୍ରା । ମୋ ଇ ବସ ହେଉ ବା ଇ ରିକ୍ସା ହେଉ, ଯେଉଁଥିରେ ଯିବେ ମାଗଣାରେ ଯିବେ । କେଉଁଠି ଦେବାକୁ ପଡିବନି ଫିସ । ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ଏବଂ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏପରି ଘୋଷଣା କରାଯାଇଛି । ବିଏମସି ମେୟର…

ମୋବାଇଲ ଚୋରିରେ ମାତିଛନ୍ତି ନାବାଳକ: ୪ ଗିରଫ , ୩୫ଟି ମୋବାଇଲ ଜବତ

ରାୟଗଡା :ରାୟଗଡା ପୋଲିସକୁ ବଡ ସଫଳତା  ।  ମୋବାଇଲ ଦୋକାନରୁ ଦାମୀ ମୋବାଇଲ ଚୋରି କରିଥିବା ଘଟଣାରେ ପୋଲିସ ହାତରେ ଧରା ପଡିଛନ୍ତି ୪ ଜଣ ନାବାଳକ | ସେମାନଙ୍କ ଠାରୁ ପୋଲିସ ୩୫ଟି ମୋବାଇଲ ଜବତ କରିଛି  । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଡ଼ିଏସପି ପ୍ରତାପ…

ରାସ୍ତା ଉପରେ ଜଳିଗଲା ବିଏମସି ସଫେଇ ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭୁବନେଶ୍ବର: ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା ବିଏମସି ଗାଡି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ । ରାସ୍ତା ସଫା କରୁଥିବାବେଳେ ହଠାତ୍ ସଫେଇ ଗାଡିରେ ନିଆଁ ଲାଗି ଯାଇଥିଲା । ଗାଡିରେ ନିଆଁ ଲାଗି ଯାଇଥିବା ଦେଖି ଡ୍ରାଇଭର ଜଣ ତୁରନ୍ତ ଗାଡିରୁ ଓହ୍ଲାଇ…

ପୁରୀରେ ନୃଶଂସକାଣ୍ଡ: ଦାଦାର ଛୁରାମାଡରେ ପୁତୁରା ଗୁରୁତର, ଅଭିଯୁକ୍ତ ଅଟକ

ପୁରୀ : ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ନାଲି ପଡିଆରେ ଅଭାବନୀୟ ଘଟଣା ଘଟିଛି  । ନୃଶଂସ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତ ପୁତୁରା ଗଞ୍ଜାମ ଜିଲ୍ଲାର ଶିବ ବେହେରା ବୋଲି ଜଣାପଡିଛି  ।…

ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ : ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ

କଟକ : ଭିଜିଲାନ୍ସ ପଞ୍ଝାରେ ଏଏସଆଇ  । କଟକ ଭିଜିଲାନ୍ସ ଜାଲରେ ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ବିଭାଗ ଏଏସଆଇ ସୁଦୀପ୍ତ ଦାଶ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି । ନୟାଗଡ଼ ଘର ଓ ବାଲୁଗାଁର ଭଡା ଘରେ ଭିଜିଲାନ୍ସ ରେଡ୍ କରୁଛି  । ବାଲୁଗାଁ ସର୍କଲ…

ଅଧା ରହିଲା ଜଗା ଦର୍ଶନ: ଅଧାବାଟରେ ପୋଲ ତଳକୁ ଖସି ପଡିଲା କାର୍ , ୫ ଆହତ

ସୋର: ଅଧା ରହିଲା ଜଗା ଦର୍ଶନ  । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ  । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା  । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି ଆସିଥିଲା  । ଅଧାବାଟରେ କାରଟି ପୋଲ ତଳକୁ ଖସି ପଡିଥିଲା  । ଫଳରେ ଦୁର୍ଘଟଣାରେ ୫ ଜଣ…

ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି , ପୁରୀରେ ପ୍ରବଳ ଭକ୍ତଙ୍କ ଗହଳି

ପୁରୀ : ଗତକାଲି  ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ ନୀତି  । ସନ୍ଧ୍ୟା ଆଳତୀ ସରିବା ପରେ  ମହାଜନ ସେବାୟତ ମାନେ  ରାମକୃଷ୍ଣ ଓ ଦକ୍ଷିଣ ଘରୁ  ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ  । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ…

ଆଜି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି: ବାଲୁକା କଳା ମାଧ୍ୟମରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  ।  । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ ବାଲୁକାକୃତି ତିଆରି କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ…

ଅପରାଧ ନିୟନ୍ତ୍ରଣ ପାଇଁ ସ୍ମାର୍ଟ ହେଉଛି ଭୁବନେଶ୍ୱର ଡିସିପିଙ୍କ ଅଫିସ, ବର୍ଷକରେ ସରିବ ନିର୍ମାଣ କାମ

ଭୁବନେଶ୍ୱର: ରାଜଧାନୀ ବାଣୀବିହାର ଛକରେ ଥିବା ଭୁବନେଶ୍ୱର ଡିସିପିଙ୍କ ଅଫିସ ଚମକିବ। ଅତ୍ୟାଧୁନିକ ଭିତ୍ତିଭୂମି ସହ ଏହି ନୂଆ ମୁଖ୍ୟାଳୟ କୋଠା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚାରି ମହଲା କୋଠା ଏକ ସ୍ମାର୍ଟ କାର୍ଯ୍ୟାଳୟ ହେବ। ଯେଉଁଥିରେ ସହରରେ ବଢ଼ୁଥିବା ଅପରାଧର ମୁକାବିଲା ପାଇଁ…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: କଥକ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୨୯ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ସନ୍ଧ୍ୟାରେ କଥକ ନୃତ୍ୟ ସାଙ୍ଗକୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ…