Latest Odisha News

BREAKING NEWS

Browsing Category

ଓଡିଶା

Odisha

ନଦୀ ପଠାରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ: ହତ୍ୟା ସନ୍ଦେହ, ଛାନଭିନ କରୁଛି ଭଟଲି ପୋଲିସ

ବରଗଡ଼ : ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଭଡ଼ିଗାଁ ଜୀରା ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି  ।   ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ  । ବ୍ରିଜ ଉପରୁ ଏକ ଧାରୁଆ ଅସ୍ତ୍ର ପଡ଼ିଥିବା ଦେଖିବାକୁ ମିଳିଛି  ।  …

ସିସି ଟିଭିରେ ବ୍ଲାକ ଜ୍ୟାକେଟ ପିନ୍ଧା ଛିନତାଇ ଗ୍ୟାଙ୍ଗ : ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର : ସାମ୍ନାକୁ ଆସିଲା ସୁନା ଚେନ ଲୁଟ ବେଳର ସିସି ଟିଭି ଭିଡିଓ । କଳା ଜ୍ୟାକେଟ ପିନ୍ଧି ସ୍ପିଡି ବାଇକରେ ଆସି ସୁନା ଚେନ ଲୁଟି ନେଉଛନ୍ତି  । ଏମାନେ ମୁଖ୍ୟତଃ ମହିଳା ମାନଙ୍କୁ ଟାର୍ଗେଟ କରି ଏଭଳି ଲୁଟପାଟ୍ କରୁଛନ୍ତି  । ନମ୍ବର ପ୍ଲେଟ ଟାମ୍ପରିଙ୍ଗ କରି ମୁହଁ ଘୋଡାଇ ସ୍ପିଡ…

ଆନନ୍ଦପୁର କୁମଡ ଗାଁରେ ଛାତିଥରା ଦୃଶ୍ୟ: କୁକୁରକୁ ଗିଳି ଦେଲା ବିରାଟ ଅଜଗର

ଆନନ୍ଦପୁର: ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କୁମଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଭାଲୁହୁଡି ମନ୍ଦିର ନିକଟରେ ଥିବା ଏକ ଜଙ୍ଗଲରେ ଅଜଗର ସାପ ଏକ କୁକୁରକୁ ଗିଳି ଦେଇଥିବା ଦେଖିବାକୁ ମିଳିଛି । ଏନେଇ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ଅଜଗରଟିକୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା…

ପବିତ୍ର ଜନ୍ମାଷ୍ଟମୀ: ସବୁଠି କୃଷ୍ଣମୟ ପରିବେଶ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ଭୁବନେଶ୍ବର: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଏ ନେଇ ଗାଁଠୁ ସହର ସବୁଠି କୃଷ୍ଣମୟ ପରିବେଶ  । ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଏହି ପର୍ବକୁ ବେଶ ଆନନ୍ଦ ଉତ୍ସାହର ସହ ପାଳନ…

ସକ୍ରିୟ ଲଘୁଚାପ କ୍ଷେତ୍ର: ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ !

ଭୁବନେଶ୍ୱର : ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହାର ପ୍ରଭାବରେ ଆଉ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ ନେଇ ଆକଳନ କରିଛି ଆଇଏମଡି  । ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି  । ଆଜି ସକାଳ ୮ଟା ୩୦…

ଆଜି ପବିତ୍ର ଜନ୍ମାଷ୍ଟମୀ, ଜାଣନ୍ତୁ ଏହି ପର୍ବର ରୀତିନୀତି

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ…

ଅମର୍ଦ୍ଦା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ ପାଇଁ କେନ୍ଦ୍ର ମଞ୍ଜୁର କଲା ଅର୍ଥ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଅମର୍ଦ୍ଦା ରୋଡ୍ ସ୍ଥିତ ରାସଗୋବିନ୍ଦପୁର ଠାରେ ଥିବା ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାରେ ବିମାନ ଚଳାଚଳ ପାଇଁ ଉନ୍ନତୀ କରିବାକୁ ଚିହ୍ନଟ କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବେ ଏହି ଏୟାରଷ୍ଟ୍ରିପର ବିକାଶ ପାଇଁ ୪୫ କୋଟି ଟଙ୍କା ମଞ୍ଜୁର…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୫୭୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs) ପାଇଁ ଗୋଟିଏ ଦିନରେ ୫୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ 'ନିଯୁକ୍ତି ପର୍ବ'ରେ ଏହି ନିଯୁକ୍ତି ଦିଆଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ସାଇବର ଠକେଇର ଶିକାର ହୋଇଛନ୍ତି? କଲ୍ କରନ୍ତୁ ଓଡିଶା ପୋଲିସର ହେଲ୍ପଲାଇନ୍ ନମ୍ବର 1930

ଭୁବନେଶ୍ୱର: ଓଡ଼ିଶା ସରକାର ଠକେଇର ଶିକାର ହୋଇଥିବା ଲୋକଙ୍କ ପାଇଁ ୨୪ ଘଣ୍ଟିଆ ସାଇବର ହେଲ୍ପ ଲାଇନ୍ ଆରମ୍ଭ କରିଛନ୍ତି। ୧୯୩୦ ନମ୍ବର ବିଶିଷ୍ଟ ଏହି ହେଲ୍ପଲାଇନ୍ ଓଡ଼ିଶା ପୁଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି। ଏହି ହେଲ୍ପ ଲାଇନରେ ତାଲିମପ୍ରାପ୍ତ ପୁଲିସ କର୍ମଚାରୀ…

ପଥରରେ ଛେଚି ବ୍ୟବସାୟୀଙ୍କୁ ହତ୍ୟା, ୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ବଲାଙ୍ଗୀର: ୩ ବର୍ଷ ତଳେ ବଲାଙ୍ଗୀର ଜିଲ୍ଲାର ଏକ ଗାଁରେ ଜଣେ ଗହଣା ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ୨୦୨୦ ମସିହାରେ ଗହଣା ବ୍ୟବସାୟୀଙ୍କୁ ଟଙ୍କା ଦେବାକୁ ନେଇ ଗଣ୍ଡଗୋଳ ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରି ଜଙ୍ଗଲ…