Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସୁଛି ଲଘୁଚାପ : ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷିବ ! ଆଜି ପାଇଁ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସୁଛି ଲଘୁଚାପ  ।  ଆସନ୍ତାକାଲି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ  ସୃଷ୍ଟି ହେବ । ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଏବଂ ୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ିଘଡ଼ି ସହ ବର୍ଷା ପାଇଁ ୨୨…

ରାଉରକେଲାରେ ଜୁଆ ଆଡ୍ଡାରେ ଚଢ଼ାଉ, ନଗଦ ଟଙ୍କା ସହ ଆଠ ଜଣ ଗିରଫ

ରାଉରକେଲା: ରାଉରକେଲାରେ ଏକ ବଡ଼ ଜୁଆ ଆଡ୍ଡା ଠାବ। ଆଠ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଟଙ୍କା ଜବତ କରିଛି ପୋଲିସ। ଇସ୍ପାତ ସହରର ଏକ ଜୁଆ ଆଡ୍ଡାରେ ଚାଲିଥିବା ବେଆଇନ କାମ ସମ୍ପର୍କରେ ସୂଚନା ପାଇ ରଘୁନାଥପଲ୍ଲୀ ଥାନା ଅଧିନରେ ଥିବା ଏହି ସ୍ଥାନରେ ପୁଲିସ ଚଢ଼ଉ କରିଥିଲା ବୋଲି…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ବୃଦ୍ଧା ଗୁରୁତୁର

ସୋନପୁର: ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଶୁକ୍ରବାର ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ସେ ହେଲେ ସମ୍ବଲପୁର ଜିଲ୍ଲା ଭରତପୁରର ଉଦ୍ଧବ ପ୍ରଧାନ(୭୦)। ସୂତ୍ରରୁ ପ୍ରକାଶ, ଉଦ୍ଧବ ତାଙ୍କ ପତ୍ନୀ ମାଳତୀ (୬୫)ଙ୍କ ସହ ଗୁରୁବାର ସୋନପୁରର ବୀରମହାରାଜପୁର ଥାନା…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡ଼ିଗଲେ ଆରଆଇ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅଞ୍ଚଳରେ ଏକ ପ୍ଲଟ ଡିମାର୍କେସନ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)। ଅଭିଯୁକ୍ତ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା…

ଟିଟିଲାଗଡ଼ ସଇଁତଳାରେ କଂଗ୍ରେସ କର୍ମୀ ସମ୍ମିଳନୀରେ ଯୋଗ ଦେଲେ ପିସିସି ସଭାପତି

ଭୁବନେଶ୍ୱର: ଆଜି ସଇଁତଳା ବ୍ଲକସ୍ଥିତ କଂଗ୍ରେସ ଭବନ ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ କମିଟି ସଭାପତି ଗୁଣସାଗର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି…

ଲାଲା ଅଶୋକ କୁମାର ରାୟଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତିଙ୍କ ଶୋକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରାୟ( ଗାମା ଭାଇ)ଙ୍କ ଆଜି ସକାଳେ ୟୁନିଟ୍‌-୩ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି। ଗାମା ଭାଇଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ…

ଭାରତ ସରକାରଙ୍କ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ୨୦୨୩ ରେ ଜୋମାଟୋ ଏବଂ ନିଓ ମିସନ ସହଯୋଗରେ ଏକ ନିଯୁକ୍ତି ମେଳାର ଆୟୋଜନ କରିବାକୁ ଯାଉଛି। ଏହି…

ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲକୁ ‘ଲିଡିଂ ରେସିଡେନ୍ସିଆଲ ସ୍କୁଲ ଅଫ ଇଣ୍ଡିଆ’ ସମ୍ମାନ

ଭୁବନେଶ୍ୱର: ସମ୍ମାନଜନକ ବିଡବ୍ଲ୍ୟୁ ଟପ୍ ଏଜୁକେସନ୍ ବ୍ରାଣ୍ଡ୍ସ ସମିଟ୍ ଆଣ୍ଡ୍ ଆଓ୍ୱାର୍ଡସ ୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲ୍ (ଏସ୍ଆଇଆରସ)କୁ 'ଲିଡିଂ ରେସିଡେନ୍ସିଆଲ ସ୍କୁଲ୍ ଅଫ୍ ଇଣ୍ଡିଆ' ଉପାଧି ପ୍ରଦାନ କରାଯାଇଛି। ୨୦୨୩ ମସିହା ଅଗଷ୍ଟ ୨୯ ତାରିଖରେ ଦିଲ୍ଲୀରେ ଆୟୋଜିତ…

ନୟାଗଡ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ଦେଲା କେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ନୟାଗଡ କଣ୍ଟେଇମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ବା ଜିଆଇ ଟ୍ୟାଗ ପ୍ରଦାନ କରିଛି । ନୀଳମାଧବ କୃଷି ସଙ୍ଗଠନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସହାୟତାରେ ୨୦୨୧ରେ ଟ୍ୟାଗ୍ ପାଇଁ ଆବେଦନ କରିଥିଲା। ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ…

ସିଡବଲ୍‌…. ଫାଙ୍କା ଜାଗାରେ ଫିଙ୍ଗିଦିଅ, ସବୁଜିମାରେ ହସିବ ଦୁନିଆ

ଭୁବନେଶ୍ୱର: ସିଡବଲ.. ଯେଉଁଠି ଫିିଙ୍ଗିଦେବ ଗଛଟିଏ ପାଇବ । ସିଡବଲ ଭରିଦେବ ସବୁଜିମା , କମାଇବ ଗ୍ଲୋବାଲ ୱର୍ମିଂ । ତେଣୁ ଆସ..ସିଡବଲ ଧରିବା । ଯୁଆଡେ ଇଚ୍ଛା ସିଆଡେ ପିଙ୍ଗି ଦେବା । ଆମ ପରିବେଶକୁ ସବୁଜ ସୁନ୍ଦର କରିଦେବା । ଆପଣ ଭାବୁଥିବେ କ’ଣ ଏହି ସିଡବଲ ? କେଉଁଠି ମିଳୁଛି ସିଡବଲ ?…