Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶିକ୍ଷକ ସଂଘର ସବୁ ଦାବି ଶୁଣିବୁ, ଆନ୍ଦୋଳନରୁ ଓହରି ଯାଆନ୍ତୁ-ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଶେଷରେ ନରମିଲେ ସରକାର । ଶିକ୍ଷକଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଲେ । ସବୁ ଦାବି ଶୁଣିବାକୁ ରାଜି ହେଲେ । ଦାବିପୂରଣ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ ସଂଘ ୨୬ ତାରିଖ ବିଧାନସଭା ସମ୍ମୁଖରେ ମହା ସମାବେଶ କରିବାକୁ ଚେତାବନୀ ଦେଇଥିଲେ । ହେଲେ ତା ପୂର୍ବରୁ ଶିକ୍ଷକଙ୍କ ସବୁ ଦାବି…

ଓଡିଶାରେ ବଢିଲା ଚିନ୍ତା, ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହେଲେ ନିପା ଭାଇରସ୍ ଆକ୍ରାନ୍ତ

କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ଜଣେ ନିପା ଭାଇରସ୍ ଆକ୍ରାନ୍ତ । ସଂକ୍ରମିତ…

ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ: ସୁନ୍ଦରଗଡ଼ରେ ଆଜି ପୁଣି ୭ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ସୁନ୍ଦରଗଡରେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ରୋଗୀ । ଆଜି ପୁଣି ୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ମିଶାଇଲେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି ।…

ମହିଳା ସଂରକ୍ଷଣ ବିଲ: ହ୍ୱିପ୍ ଜାରି କଲା ବିଜେଡି

ନୂଆଦିଲ୍ଲୀ: ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ଏନେଇ ଆଜି ରାଜ୍ୟସଭାରେ ହେବ ଆଲୋଚନା । ସେପଟେ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କରିଛି ବିଜେଡି । ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ…

ପୋଖରୀରୁ ମିଳିଲା ଆସିଷ୍ଟାଣ୍ଡ କଲେକ୍ଟରଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲାେକ

ରାଉରକେଲା:ଆରଏସପି ପ୍ରଶାସନିକ ଭବନ  ନିକଟ ସେଞ୍ଚୁରି ପାର୍କରୁ ମିଳିଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମଞ୍ଜଙ୍କ ମୃତଦେହ । ତାଙ୍କର ମୃତଦେହ ସେଞ୍ଚୁରି ପାର୍କ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ହେଲେ ସେଞ୍ଚୁରି ପାର୍କ ପୋଖରୀକୁ ମୃତ ଦେହ କେମିତି ଆସିଲା ଏବଂ କେଉଁ…

ବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି  । ପ୍ରଥମଥର ପାଇଁ ଜଣେ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି  । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି  ।…

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସେପ୍ଟେମ୍ବର ୨୭ରେ ଘରୋଇ ବସ୍ ସଂଘ ଦେଲା ବନ୍ଦ ଡାକରା

ଭୁବନେଶ୍ୱର: ଓଡ଼ିଶାର ଘରୋଇ ବସ୍ ମାଲିକମାନେ ସରକାରଙ୍କ ଲକ୍ଷ୍ମୀ ଯୋଜନା ଯୋଗୁଁ ଉପୁଜିବାକୁ ଥିବା ସମସ୍ୟାର ସମାଧାନ ନ ହେଲେ ଚକା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)କୁ ଚିଠି ଲେଖି ସୂଚନା ଦେଇଛନ୍ତି, ଘରୋଇ ବସ୍ ମାଲିକ ସଙ୍ଘର ସମ୍ପାଦକ…

ରାଜ୍ୟର ବିଭିନ୍ନ ସ୍ଥାନରେ ‘ମେରୀ ମାଟି ମେରା ଦେଶ’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଜାରି

ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା 'ମେରୀ ମାଟି ମେରା ଦେଶ' କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତା ପୂର୍ବକ ଗତ ଅଗଷ୍ଟ ୧୫…

୨୬ରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ଦାବିରେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ମଧ୍ୟ ଶିକ୍ଷକ ସଂଘ ଘୋଷଣା କରିଛି। ମହାସମାବେଶରେ ପ୍ରାୟ ୧ ଲକ୍ଷ ଶିକ୍ଷକ ଯୋଗ…

ରୋଗୀ ଦେଖିବାକୁ ଆସି ମୋ ବସରୁ ଲୁଟର ଶିକାର ହେଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ବୁଧବାର 'ମୋ ବସ୍'ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୬ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକର ୪୨ ମୌଜାର ଅହଲ୍ୟା ଦାସ ନାମକ ଜଣେ ମହିଳା ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଭେଟିବାକୁ…