Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଠମଲ୍ଲିକରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଆଠମଲ୍ଲିକ: ଥମୁନି ଲଜ୍ଜ୍ୟା । ଆଠମଲ୍ଲିକ ଠାକୁରଗଡ ଥାନା ବନ୍ଦଗାଁ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ମୃତକ ସସ୍ମିତା  ନାୟକ ବୋଲି ଜଣାପଡିଛି  । ସସ୍ମିତା ୫ ବର୍ଷ ତଳେ ମଇମୁରା ପଞ୍ଚାୟତ କଳଚିକଟା ଗାଁର…

ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ, ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

ଭୁବନେଶ୍ଵର: ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଆତଙ୍କିତ ହୋଇପଡି଼ଛନ୍ତି ଭୁବନେଶ୍ବରବାସୀ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ , କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରୋଗୀ ନାହିଁ ନ ଥିବା  ଅସୁବିଧାର…

ନନ୍ଦନକାନନରେ ଆଖି ବୁଜିଲା ୯ ମାସର ସିଂହ ଶାବକ : ୨୨କୁ ହ୍ରାସ ପାଇଲା ସଂଖ୍ୟା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଝଟକା  । ଆଖି ବୁଜିଲା ୯ ମାସର ସିଂହ ଶାବକ  ।  ୯ ମାସ ତଳେ ୫ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ  । ତେବେ ଗତ କିଛି ଦିନ ହେବ ୫ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଆଜି ଏକ ସିଂହ ଶାବକର ମୃତ୍ୟୁ ଘଟିଛି । ବର୍ତ୍ତମାନ…

ଆଜି ପୁଣି ଗଞ୍ଜାମ ଗସ୍ତରେ ଯିବେ ଫାଇଭ୍-ଟି ସଚିବ , ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ସମୀକ୍ଷା

ଗଞ୍ଜାମ: ଆଜି ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରାଡ଼ା ପରେ ପୋଲସରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଖଲିକୋର୍ଟ ଗସ୍ତ କରିବାର…

ଆସୁଛି ଆଉ ଏକ ଲଘୁଚାପ : ଆଜି ଓ କାଲି ରାଜ୍ୟରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି  । ତେବେ ଏସବୁ ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପୁଟ , ରାୟଗଡ଼ା ଓ…

ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୫୦ ହଜାର ଲେଖାଏଁ କ୍ଷତିପୂରଣ ପ୍ରଦାନ

ମୋହନା: ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟିଛି  । ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ଦୁଇ ଶ୍ରମିକ ମୃତ୍ୟୁବରଣ କରିଛନ୍ତି  । ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ ଏବଂ ମଧୁରଛୁଆ ଗାଁର ବିଷ୍ଣୁ…

ବିଧାୟକଙ୍କୁ ଫାଇଭ ଟି ସଚିବଙ୍କ ସମାଲୋଚନା, ପିସିସି ସଭାପତି କହିଲେ ନିନ୍ଦନୀୟ

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ବୟାନ ଦେବା ନିନ୍ଦନୀୟ। ପିସିସି ସଭାପତି ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ପରୋକ୍ଷରେ ଗୋପାଳ ବିଧାୟକଙ୍କୁ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି ବୋଲି କହିବା ଉପରେ…

‘ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି’ କହି ପ୍ରଦୀପ ପାଣିଗ୍ରାହୀଙ୍କୁ ପରୋକ୍ଷରେ ସମାଲୋଚନା…

ବ୍ରହ୍ମପୁର: ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି। ଗଞ୍ଜାମ ଗସ୍ତରେ ଥିବା ୫-ଟି ସଚିବ ଭି. କେ. ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ କନିସିରେ ଏକ ସାଧାରଣ ସଭାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପରୋକ୍ଷରେ ସମାଲୋଚନା କରିବାକୁ ଯାଇ ଏପରି କହିଛନ୍ତି। ଯାହା ବିଧାୟକ ଓ…

ସଚିବଙ୍କ ପାଇଁ ମାଳ ମାଳ ସୁରକ୍ଷା ବ୍ୟବସ୍ଥା, ଜନ ପ୍ରତିନିଧି ସୁରକ୍ଷା ମାଗିଲେ ବି ମିଳୁନି: ଗୋପାଳପୁର ବିଧାୟକ

ବ୍ରହ୍ମପୁର: ଜଣେ ଜନ ପ୍ରତିିନିଧିଙ୍କ ସୁରକ୍ଷା ପାଇଁ କୌଣସି ସୁରକ୍ଷା ଅଧିକାରୀ ନିୟୋଜିତ ଥିବା ବେଳେ ଜଣେ ସଚିବଙ୍କ ପାଇଁ ୪ ହଜାର ପୋଲିସ ଜଗିବା କେତେଦୂର ଠିକ। ଆଜି ପ୍ରେସମିଟ୍ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହା କହିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ…

ଅନୁଗୋଳ ବାଜି ରାଉତ ଛାତ୍ରାବାସର ଉନ୍ନତିକରଣ ନିମନ୍ତେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଥିବା ଅନୁଗୋଳସ୍ଥିତ ବାଜିରାଉତ ଛାତ୍ରାବାସର ଉନ୍ନତିକରଣ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ…