Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଛ ଜାଲରେ ପଡିଥିଲେ ଅଜଗର,ଗୋଧି: ୬ ଦିନ ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ

ବାଲେଶ୍ୱର:  ବର୍ଷା ଦିନେ ଗାଁ ପୋଖରୀ ଗୁଡ଼ିକ ବର୍ଷା ଜଳରେ ଭରି ରହିଥାଏ । ଗାଁ ଲୋକମାନେ ସାଧାରଣତଃ ନିଜ ପୋଖରିରେ ମାଛ ଚାଷ କରିଥାନ୍ତି । ଜଳ ସ୍ଥର ଉଛୁଳା ହେଲେ ପୋଖରୀରୁ ମାଛ ବାହାରି ଯାଆନ୍ତି । ମାଛକୁ ସୁରକ୍ଷିତ ରଖିବା ପାଇଁ ଲୋକମାନେ ପୋଖରି ଚାରିପାଖେ ଜାଲ ବାଡ଼ ଘେରାଇ…

ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ ନିଜ ଘରେ ଅଛନ୍ତି

ବଲାଙ୍ଗିର: ହସପିଟାଲ ନୁହେଁ, ଘରେ ଅଛନ୍ତି ମହିଳା ଏସଆଇ । ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି । ସେ ତାଙ୍କ ପୈତୃକ ଘରେ ଅଛନ୍ତି । ଭବାନୀ ପାଟଣାସ୍ଥିତ ତାଙ୍କ ବାପାଙ୍କ ଘରେ ଅଛନ୍ତି ବୋଲି ଏସଆଇ କାଜଲଙ୍କ ବାପା ମାନଗୋବିନ୍ଦ…

ସମ୍ବଲପୁର ବିଶ୍ବବିଦ୍ୟାଳୟ: ପୁରୁଷ ସହକର୍ମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ପ୍ରଫେସର

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମହିଳା ଆସିଷ୍ଟାଣ୍ଟ ପ୍ରଫେସର ତାଙ୍କ ଜଣେ ପୁରୁଷ ସହକର୍ମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଶ୍ୱବିଦ୍ୟାଳୟର ସେହି ରାଜନୀତି ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଜଣେ…

ବରିଷ୍ଠ କଂଗ୍ରେସ ନେତ୍ରୀ ସଂଧ୍ୟା ମହାପାତ୍ରଙ୍କ ବିୟୋଗ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କର ଶନିବାର ଦିନ ରାଜଧାନୀସ୍ଥିତ ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ହୃଦଘାତରେ ଆକ୍ରାନ୍ତ…

ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ ପ୍ଲାଣ୍ଟ

ଗଞ୍ଜାମ: ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ଲାଣ୍ଟ। ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ ଜୋନ୍ ଶିଳ୍ପ ପାର୍କରେ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଦେଶର ପ୍ରମୁଖ ଅକ୍ଷୟ ଶକ୍ତି କମ୍ପାନୀ ଏସିଏମଇ ଗ୍ରୁପ୍ ଗ୍ରୀନ ହାଇଡ୍ରୋଜେନ…

ବିଜେଡି ନେତା କ୍ରୀତଦାସ ହୁଅ ନହେଲେ ଜେଲ୍‌ରେ ରୁହ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: କ୍ରୀତଦାସ ହୁଅ ନହେଲେ ଜେଲ୍‌ରେ ରୁହ। ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ହୋଇଥିବା ହାଇଡ୍ରାମାକୁ ନେଇ ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଗତକାଲି ଯାହା ହେଲା ତାହା…

ଲାଞ୍ଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ

ବୌଦ୍ଧ : ବାଲି ବୋଝେଇ ଟ୍ରକ ଛାଡିବାକୁ ଗାଡି ମାଲିକଙ୍କଠାରୁ ଲାଞ୍ଚ ନେବା ଘଟଣା  ।  ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ ।  ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କରିଛନ୍ତି ପୋଲିସ୍ ଡିଜି । ଗତ ଜୁଲାଇ ୨୦ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ…

ଏନଏଚଆଇକୁ ରାଜ୍ୟ ସରକାରଙ୍କ ନିବେଦନ, ଖୋର୍ଦ୍ଧା-ଚଣ୍ଡିଖୋଲ ମଧ୍ୟରେ ଥିବା ବ୍ଲାକସ୍ପଟର ମରାମତି ହେଉ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପାଇବା ସହିତ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଜାତୀୟ ରାଜପଥ କଡ଼ରେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ ଗୁଡ଼ିକୁ…

ଦେଶର ସର୍ବାଧିକ ରାଗିଂ ହେଉଥିବା ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଗିଂ ମୁକ୍ତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇ କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସତକର୍ତା ଓ ଚେତାବନୀ ଦିଆଯାଇଥିଲେ ମଧ୍ୟ ଭାରତର ସର୍ବାଧିକ ରାଗିଂ ହେଉଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା…

ଆଠମଲ୍ଲିକରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଆଠମଲ୍ଲିକ: ଥମୁନି ଲଜ୍ଜ୍ୟା । ଆଠମଲ୍ଲିକ ଠାକୁରଗଡ ଥାନା ବନ୍ଦଗାଁ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ମୃତକ ସସ୍ମିତା  ନାୟକ ବୋଲି ଜଣାପଡିଛି  । ସସ୍ମିତା ୫ ବର୍ଷ ତଳେ ମଇମୁରା ପଞ୍ଚାୟତ କଳଚିକଟା ଗାଁର…