Latest Odisha News

BREAKING NEWS

Browsing Category

ଓଡିଶା

Odisha

ହାଡଭଙ୍ଗା ଖଟଣି ପରେ ମିଳିଲାନି ଅର୍ଥ କି ଆହାର; ୩୦୦ କିମି ଚାଲି ଚାଲି ଘରକୁ ଫେରୁଛନ୍ତି ଦାଦନ

ଜୟପୁର: ପେଟର ଭୋକ ଆଉ ପରିବାରର ବୋଝକୁ ମୁଣ୍ଡାଇ ଆଶାର ଅମୃତ୍ତ ସାଉଁଟି ଆଣିବା ପାଇଁ ଧାଇଁଯାଇଥିଲେ ରାଜ୍ୟ ବାହାରକୁ । ପରିସ୍ଥିତିର ଦାସତ୍ୱକୁ ସ୍ୱୀକାର କରି ଦାମୋଦର ଖିଲ ଯାଇଥିଲେ ଦାଦନ ଖଟିବା ପାଇଁ । ଦାଦନ ଖଟିବାକୁ ଯାଇ ସେଠାରେ ସେ ଅନେକ ନିର୍ଯାତନା ସହି କାମ କରୁଥିଲେ ।…

ବିଷ ପିଇଦେଲେ ମହିଳା ପୋଲିସ ଏସଆଇ; ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର:ବିଷ ପିଇଦେଲେ ପୋଲିସ ଏସଆଇ । ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ପୋଲିସ ଏସଆଇ ହେଉଛନ୍ତି କାଜଲ ବାଗ । ସଇଁତଳା ଗୋପବନ୍ଧୁନଗର ଭଡା ଘରେ ରହୁଥିଲେ ଏସଆଇ କାଜଲ ବାଗ । …

ନବୀନ ନିବାସ ସମ୍ମୁଖରେ ପରିବାରର ୬ ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାର ସଦସ୍ୟଙ୍କ ଆତ୍ମାହୁତି ଉଦ୍ୟମ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମହୁତି ଉଦ୍ୟମ କରିଛନ୍ତି । ପରିବାର ସଦସ୍ୟଙ୍କୁ ସମ୍ଭାଳିବାକୁ ଯାଇ ପୋଲିସକୁ…

ଧଳା ପୋଷାକରୁ କିପରି ଛଡାଇବେ ହଳଦୀ ଦାଗ: ଜାଣନ୍ତୁ ଘରୋଇ ଉପାୟ…

ଭୁବନେଶ୍ଵର: ଯେତେ ସତର୍କ ରହିଲେ ମଧ୍ୟ ଖାଦ୍ୟ ଖାଇଲା ବେଳେ ଆମ ପୋଷାକରେ ଅଇଁଠା ପଡ଼ିଯାଏ । ସେହିପରି ଘର କାମ ବେଳେ ହେଉ କି ଅନ୍ୟାନ୍ୟ କାମ ସମୟରେ କିଛି ନା କିଛି ଦାଗ ପୋଷାକରେ ଲାଗି ଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ । ତେବେ ଧୂଳି, ମାଟି ଆଦିକୁ ଛଡ଼ାଇବା ଏତେ କଷ୍ଟକର ହୋଇ ନ ଥିବା…

ଚକା ଫାଟି ଯିବାରୁ ହୁତ ହୁତ ଜଳିଗଲା ଯାତ୍ରୀବାହୀ ବସ୍

ଜୟପୁର:ଯାତ୍ରୀଙ୍କୁ ନେଇ ଯାଉଥିଲ ବସ । ଲାଗିଗଲା ନିଆଁ । ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।  ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାଠାରେ । ମିଳିଥିବା ଖବର ଅନୁସାରେ, ଆଜି ସକାଳୁ ସକାଳୁ ଗୁପ୍ତା ନାମକ ଏକ ବସ…

ଶିକ୍ଷକ-ସିଆରସିସିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ପିଲାଙ୍କ ସାମ୍ନାରେ ହାତାହାତି, ଭିଡିଓ ଭାଇରାଲ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ରାସ୍ତା ମଝିରେ ସିଆରସିସି ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି  । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି  । ସ୍କୁଲରେ ଲାଗି ରହିଥିବା ବିଭିନ୍ନ…

ମୁନିଗୁଡାରେ ଲାଲ ଆତଙ୍କ; ପୋଷ୍ଟର ଓ ବ୍ୟାନର ମାରି ୩ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଦେଲେ ଖୋଲା ଧମକ

ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ରାମନାକୁପୁଲି ଛକରେ ମାଓ ବ୍ୟାନର ଓ ପୋଷ୍ଟର ଠାବ ହୋଇଛି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି । କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ମାଓବାଦୀ…

ଭିଜିଲାନ୍ସ ପଞ୍ଝାରେ ରାୟଗଡା ଡିଏଫଓ , ଘର ସମେତ ୭ଟି ସ୍ଥାନରେ ରେଡ୍

ରାୟଗଡା: ଭିଜିଲାନ୍ସ ଜାଲରେ ରାୟଗଡା ଡିଏଫଓ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଚଢାଉ କରାଯାଉଛି । ଭୁବନେଶ୍ବର ଓ ରାୟଗଡା ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ ଚାଲିଛି  । ଏହି ଚଢାଉରେ ଭିଜିଲାନ୍ସର ୫ଟି ଟିମ୍ ସାମିଲ ରହିଛନ୍ତି । ଭିଜିଲାନ୍ସ…

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଂସ୍କୃତି ବିଭାଗର ଏକ ପ୍ରତିନିଧି ଦଳ ପ୍ରଣବ ପଟ୍ଟନାୟକଙ୍କୁ…

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା !

ଜଗସିଂହପୁର: ଜଗସିଂହପୁର ସଦର ଥାନା ଚାରିବାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି  । ମୃତକ ଚାରିବାଟିଆ ଗାଁର ସାଗର ନାୟକ ବୋଲି ଜଣାପଡିଛି । ସେପଟେ ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ…