Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଲିଠୁ ପୁଣି ବର୍ଷା: ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ ।  ଅଗଷ୍ଟ ୨୫ରେ ପୁଣି ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମଙ୍ଗଳବାରଠାରୁ ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସତର୍କ ଜାରି…

ଫାଇଭ-ଟି ଅନ୍ତର୍ଭୁକ୍ତ ହେବ ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ କଲେଜ

ଭୁବନେଶ୍ବର : ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏକ ବଡ ଘୋଷଣା କରିଛନ୍ତି  ।  ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ-୩ କଲେଜ ଫାଇଭ-ଟି ଅନ୍ତର୍ଭୁକ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ…

ସରକାରୀ ଯୋଜନା ପାଲଟିଛି ପ୍ରହସନ: କାମରେ ଆସୁନି ଅଧାରୁ ଅଧିକ ଗୋଷ୍ଠୀ ଶୌଚାଳୟ

ନୂଆପଡା: ନୂଆପଡା ଜିଲ୍ଲାର ସର୍ବ ପୁରାତନ NAC ହେଉଛି ଖଡ଼ିଆଳ । ହେଲେ ଆବଶ୍ୟକ ମୁତାବକ ଉନ୍ନତି ଦେଖିନାହିଁ ଏହି ସର୍ବପୁରାତନ NAC  । ସରକାରଙ୍କ ଯୋଜନାରେ ଏହି NAC ସାମିଲ ହୋଇଛି ସତ ହେଲେ ସରକାରୀ ବାବୁଙ୍କ ଠିକାଦାର ପ୍ରୀତି ଏଥିରେ ବାଧକ ସାଜିଛି ।  ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ…

କଳାହାଣ୍ଡି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା…

କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପାଠପଢା ବ୍ଯତୀତ ଅନ୍ୟ କୌଣସି ଥିରେ ଯେପରିକି କଲେଜର ଅନ୍ୟାନ୍ୟ ଆକ୍ଟିଭିଟିରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦେଉ ନାହାନ୍ତି। କଳାହାଣ୍ଡି ଛାତ୍ର ସଂସଦ ସଂଘ ଏଭିଳ ଅଭିଯୋଗ କରିଛି। କେହି ନିୟମ ଭାଙ୍ଗିଲେ ହଷ୍ଟେଲରୁ…

ରାଜଧାନୀର ୪ଟି ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିଷ୍ପତ୍ତି

ଭୁବନେଶ୍ୱର: ରାଜଧାନୀରେ ଦୃତ ଗତିରେ ବ୍ୟାପୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଡେଙ୍ଗୁ ୱାର୍ଡ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ଶଯ୍ୟା ରହିବ। ରାଜଧାନୀରେ ଡେଙ୍ଗୁ ବଢ଼ିବା ପରେ ଜନସ୍ୱାସ୍ଥ୍ୟ…

ଶ୍ରୀକ୍ଷେତ୍ରରେ ରାଗିଂ, ଜୁନିୟର ମେଡିକାଲ ଛାତ୍ରଙ୍କ ଦାଢି କାଟିଦେଲେ ସିନିଅର

ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ସିନିଅର ଛାତ୍ରୀଙ୍କ ବିରୋଧରେ ରାଗିଂ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ମେଡିକାଲ କଲେଜର ଡିନ୍ ପେଣ୍ଠକଟା ମେରାଇନ୍ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ…

ବାଲେଶ୍ବରରୁ ଜବତ ହେଲା କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର, ୪ ଗିରଫ

ବାଲେଶ୍ୱର: ବାଲେଶ୍ୱର ରେଲଓ୍ବେ ଷ୍ଟେସନ ରୋଡ ନିକଟରେ ଚଢାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୪ ଜଣ ଗିରଫ। ରବିବାର ସନ୍ଧ୍ୟାରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ବାଲେଶ୍ୱର ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ୪ ଜଣ ବ୍ୟକ୍ତି ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା…

ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ଫିଟିଲା ବାଟ: ସରକାରଙ୍କୁ ପ୍ରଦାନ କରାଗଲା ଡିପିଆର

ରାଉରକେଲା: ଦୀର୍ଘ ଦିନରୁ ବିବାଦ ଘରରେ ଥିବା ବେଦବ୍ୟାସ ଝୁଲାପୋଲ ନିର୍ମାଣ ପାଇଁ ବାଟ ଫିଟିଛି। ସର୍ଭେ ପରେ ରାଜ୍ୟ ସରକାରଙ୍କୁ ଡିପିଆର ପ୍ରଦାନ କରାଯାଇଛି। ବ୍ରିଜ ପରାମର୍ଶଦାତା ଇଂ. ଅଶୋକ କୁମାର ବାସା ତ୍ରିବେଣୀ ସଙ୍ଗମ ବେଦବ୍ୟାସରେ ଅତ୍ୟାଧୁନିକ ଝୁଲାପୋଲ ନିର୍ମାଣ କରିବାକୁ ରାଜ୍ୟ…

ଏଆଇସିସି ଓଡ଼ିଶାକୁ ଫୋକସ କରୁନାହିଁ, ସିଡବ୍ଲ୍ୟସି ତାଲିକାକୁ ନେଇ ରାଜ୍ୟରେ ନେତାଙ୍କ ଅସନ୍ତୋଷ

ଭୁବନେଶ୍ୱର: କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡିଶାର ଦଳୀୟ ନେତାଙ୍କ ନାଁ ନାହିଁ। କେବଳ ଭକ୍ତ ଚରଣ ଦାସଙ୍କ ନାମ ରହିଛି ବିହାରର ପ୍ରଭାରୀ ଭାବେ। ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହି ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି।…

ଅପହଞ୍ଚ ଇଲାକାରେ ଆଶାର କିରଣ ଆଶାଦିଦି, ଯାହାର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବଢିଲା ନଦୀର ସୁଅ

ରାୟଗଡା: ଅପହଞ୍ଚ ଇଲାକାରେ ଆଶାର କିରଣ ସାଜିଛନ୍ତି ଆଶା ଦିଦି ସଞ୍ଜିତା ନାଏକ । ବିପଦ ସଙ୍କୁଳ ଅବସ୍ତାରେ ନଦୀ ପାର ହୋଇ ଲୋକମାନଙ୍କୁ ସଚେତନ କରାଉଛନ୍ତି । ସଞ୍ଜିତାଙ୍କର ନିଜର ଘର ସଂସାର ଥିଲେ ମଧ୍ୟ ସେ ନିଜର କର୍ମକୁ ହିଁ ତାଙ୍କର ସଂସାର ଭାବନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ…