Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁର ଅଇଁଠାପାଲିରେ ଅଘଟଣ: ଘର ଭିତରୁ ମାଆ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଟାଙ୍ଗରପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି  । ବେକରେ ରଶି ଲଗାଇ ମାଆ ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  । ଟାଙ୍ଗରପାଲିରେ ଉଭୟ ମାଆ ଏବଂ ପୁଅ ରହୁଥିଲେ । କିନ୍ତୁ ଆଜି ସକାଳୁ…

ଆଠ ବର୍ଷ ପରେ ଭିଜିଲାନ୍ସ ହାତରେ ନିଲମ୍ବିତ ବିଡିଓ, କ’ଣ ଥିଲା ମାମଲା ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଭୁବନେଶ୍ୱର: କୋରାପୁଟସ୍ଥିତ ନାରାୟଣପାଟଣାର ପୂର୍ବତନ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ରମେଶ ଚନ୍ଦ୍ର ସାହୁଙ୍କୁ ସୋମବାର ଦିଲ୍ଲୀରେ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସାତୋଟି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ସହ ସାହୁ ଆଠ ବର୍ଷ ଧରି ଆଇନଗତ ପ୍ରକ୍ରିୟାକୁ ଏଡାଇବାକୁ ଯାଇ ଫେରାର ଥିଲେ।…

ସ୍କୁଲ ଶିକ୍ଷା ସହ ଭିତ୍ତିଭୂମି ମଜବୁତ କରିବାକୁ ପ୍ରୟାସ: ୧୪ ସ୍କୁଲକୁ ୧୧ କୋଟି ୬୮ଲକ୍ଷ ମଞ୍ଜୁର କଲା କେନ୍ଦ୍ର…

ଭୁବନେଶ୍ବର: ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓଡିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି  । ଏ ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ସେଥିମଧ୍ୟରୁ…

କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି: ଡକାୟତ ଲୁଟିଲେ ୨୫ଭରି ସୁନା

ଧର୍ମଗଡ : କଳାହାଣ୍ଡି ଧର୍ମଗଡରେ ସଶସ୍ତ୍ର ଡକାୟତି  । ଘର ଆଲମିରା ଭାଙ୍ଗି ଡକାୟତମାନେ ଲୁଟିଛନ୍ତି ୨୫ ଭରି ସୁନା ଅଳଙ୍କାର  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ  । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଧନଞ୍ଜୟ ସାହୁଙ୍କ ଘରେ…

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇ ନେଲେ ଦୁର୍ବୁତ୍ତ

ସୋରୋ: ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର ମଲ୍ଲିକକୁ ବାଲିଛନ୍ଦା ଘାଟ ଘରୁ ଧରି ଅଟୋରେ…

ଶ୍ରାବଣ ସୋମବାରରେ ଅଘଟଣ: ଜଳ ଲାଗି ପାଇଁ ଯିବାବେଳେ ମାଡିଗଲା କାର୍, ଦୁଇ ମୃତ ,୧୩ ଆହତ

ଆସିକା: ଆଜି ଶ୍ରାବଣ ମାସ ସୋମବାରରେ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଥିବାବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି  । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର ଶିବ ମନ୍ଦିରକୁ ଯାଉଥିବା ବେଳେ…

ମୃତ୍ୟୁ ବି ଏମିତି ଆସେ: ଶୋଇଥିବା ୭ ମାସର ଶିଶୁକନ୍ୟା ଓଠକୁ କାମୁଡ଼ିଦେଲା ବିଷାକ୍ତ ସାପ

ଯାଜପୁର: ଜାତସ୍ୟ ଧ୍ରୁବ ମୃତ୍ୟୁ । ଅର୍ଥାତ୍ ଜନ୍ମ ଅଛି ତ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ବେଳେ ବେଳେ ମୃତ୍ୟୁ ଏମିତି ଆସେ ଯାହା ସମସ୍ତଙ୍କୁ ହତ୍‌ବାକ୍ କରିଦିଏ । ଚାହିଁଲେ ବି ଏହାକୁ ରୋକିବା ଅସମ୍ଭବ । ଏମିତି ଏକ ଘଟଣା ଘଟିଛି ଯାଜପୁର ଜିଲା ଟମକା ଥାନା ଅଞ୍ଚଳର ଜଣେ ୭ ମାସର ଶିଶୁ କନ୍ୟା…

କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶାରୁ କେହି ନାହାନ୍ତି, ପ୍ରଭାରୀ ତାଲିକାରେ ଭକ୍ତ ଦାସ

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ମଜଭୁତ କରିବା ପାଇଁ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଏକ ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗଠନ କରାଯାଇଛି। 39 ଜଣ ସିଡବ୍ଲୁସି ସଦସ୍ୟଙ୍କ ତାଲିକାରେ ଓଡ଼ିଶାରୁ…

ଯାଜପୁର: ବୋମାମାଡ଼ରେ ୬ ଆହତ, ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନାଗରେ ବୋମା ମାଡ଼। ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରବିବାରକୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀର ସଦସ୍ୟମାନେ ବୋମାମାଡ଼ କରି…

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଣୟନ କରିଥିବା “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପଞ୍ଚାୟତ ଅନୁଷ୍ଠାନ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କୁ ସଂଶ୍ଳିଷ୍ଟ କରା ଯାଉନାହିଁ । ଏହି ଯୋଜନା ମୁତାବକ ପ୍ରତି ପଂଚାୟତରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ଥିଲାବେଳେ ଗ୍ରାମ ସଭା, ପଂଚାୟତ ରାଜ…