Latest Odisha News

BREAKING NEWS

Browsing Category

ଓଡିଶା

Odisha

ନଭେମ୍ୱର ୯ରୁ ଆନ୍ତର୍ଜାତିକ ମିଲେଟ ସମ୍ମିଳନୀ, ୧୦ ବର୍ଷ ପାଇଁ ପ୍ରସ୍ତୁତ ହେବ ପଲିସି ରୋଡମ୍ୟାପ୍

ଭୁବନେଶ୍ୱର: ଓଡ଼ିଶା ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି। ମାଣ୍ଡିଆ ଦିବସ ପାଳନ କରିବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ମିଲେଟର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ…

କେନ୍ଦ୍ର ମତ୍ସ୍ୟ ବିଭାଗର ପେଣ୍ଠକଟା ପରିଦର୍ଶନ, ମତ୍ସ୍ୟଜୀବୀଙ୍କ ସମସ୍ୟା ବୁଝିଲେ, ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା…

ଭୁବନେଶ୍ୱର: ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ତୃଣମୂଳ ସ୍ତରୀୟ ସମସ୍ୟା ଓ ସେଥିପାଇଁ ଆବଶ୍ୟକ ଦୀର୍ଘମିଆଦୀ ଯୋଜନା ପ୍ରଣୟନ ଲକ୍ଷ୍ୟ ନେଇ କେନ୍ଦ୍ର ମତ୍ସ୍ୟ ବିଭାଗ ସଚିବ ଡକ୍ଟର ଅଭିଲକ୍ଷ୍ୟ ଲିଖି ବୁଧବାର ପୁରୀ ଜିଲ୍ଲାର ପେଣ୍ଠକଟା ଗ୍ରାମ ପରିଦର୍ଶନ କରିଛନ୍ତି। ଡକ୍ଟର ଲିଖି ପେଣ୍ଠକଟାଠାରେ…

ଖୋର୍ଦ୍ଧା ରୋଡ ବିଜୟନଗରମ ମଧ୍ୟରେ ତୃତୀୟ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ରାୟଗଡା: ବୁଧବାର ଦେଶର ବିଭିନ୍ନ ସ୍ଥାନରେ ୩୨,୫୧୨ କୋଟି ଟଙ୍କାର ୭ ଟି ବଡ ବଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଯେଉଁଥିରେ ନର୍ଗୁଣ୍ଡି - ବାରଙ୍ଗ , ଖୋର୍ଦ୍ଧା ରୋଡ୍ - ବଜୟନଗରମ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ ହେବ। ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ…

ରହସ୍ୟ ଘେରରେ ମାହାଙ୍ଗା ନାବାଳିକା ମୃତ୍ଯୁ, ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ କି ପୋଲିସ?

ମାହାଙ୍ଗା:  କଟକର ମାହାଙ୍ଗାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ଆହୁରି ବଢ଼ି ଚାଲିଛି। ଏହି ଘଟଣା ବିବାଦୀୟ ହେବାର ଅନେକ କାରଣ ରହିଛି। ଝିଅର ପରିବାର ଲୋକେ କହିଛନ୍ତି, ବାତ ରୋଗ ଥିଲା। ଆଉ ସେହି କାରଣରୁ ମୃତ୍ୟୁ ଘଟିଛି। ହେଲେ ନାବାଳିକା ଜଣଙ୍କ ମୃତ୍ୟୁ ପୂର୍ବରୁ…

ଆନନ୍ଦବଜାର ମହାପ୍ରସାଦର ମୌଖିକ ଦର ତାଲିକା ପ୍ରସ୍ତୁତ, ଜାଣନ୍ତୁ କାହାର ଦାମ କେତେ?

ପୁରୀ: ମହାସୁଆର ନିଯୋଗ ପକ୍ଷରୁ ପୁରୀ ଶ୍ରୀମନ୍ଦିରର ମହାପ୍ରସାଦର ଏକ ମୌଖିକ ଦର ତାଲିକା ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଭକ୍ତଙ୍କୁ ମହାପ୍ରସାଦ ବିକ୍ରି ଯେପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ଏହି ଦର ତାଲିକା ପ୍ରସ୍ତୁତ କରାଯାଇଛି। ଅବଢ଼ା (ଚାଉଳ), ଡାଲି (ଡାଲି),…

ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟର ସମୀକ୍ଷା କଲେ ପରିବହନ ମନ୍ତ୍ରୀ

ପୁରୀ: ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର କାର୍ଯ୍ୟ ସମୀକ୍ଷା କରିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୀ। ବୁଧବାର ପୁରୀ ଗସ୍ତରେ ଆସି ମନ୍ତ୍ରୀ ବିମାନ ବନ୍ଦର ନିର୍ମାଣ ହେଉଥିବା ସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ଦେଖିଛନ୍ତି। ତେବେ ବିମାନ ବନ୍ଦର ପାଇଁ…

ନିବେଦିତା ଦିଦି ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ: ନିର୍ମଳା ସୀତାରମଣ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ କୁନି ଅପାଙ୍କ ଗତ ୧୦ତାରିଖ ଦିନ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତଃ ସୁଶ୍ରୀ ନିବେଦିତା ରାଜ୍ୟ ବିଜେପିର କର୍ମତତ୍ପର ନେତ୍ରୀ ଓ କଟକବାସୀଙ୍କ ଅତିପ୍ରିୟ ଥିଲେ । ତାଙ୍କ ବିୟୋଗରେ ଭାରତୀୟ ଜନତା…

ଟ୍ୱିନ ସିଟିରେ ଡେଙ୍ଗୁ ଭୟ, କଟକରେ ରୋଗୀ ବ୍ୟବହାର କଲେଣି ଅମୃତଭଣ୍ଡା ଗଛର ପତ୍ର

ଭୁବନେଶ୍ୱର/କଟକ: ଟ୍ୱିନ୍ ସିଟିରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ରାଜଧାନୀରେ ୨ ହଜାର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସିଲଭର ସିଟିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏଡିସ ମଶାଙ୍କ ବଂଶ ବୃଦ୍ଧି…

ପୁଣି ମାର୍କେଟ ବିଲଡିଂରେ ଉଠା ଦୋକାନୀ ଓ ବ୍ୟବସାୟୀ ମୁହାଁମୁହିଁ

ଭୁବନେଶ୍ୱର: କିଛି ସମୟର ନିରବତା ପରେ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଥିବା ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମାର୍କେଟ ବିଲ୍ଡିଂ ପରିସରରୁ କିଛି ଉଠାଦୋକାନୀ ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରିବା ପରେ ବୁଧବାର ମାର୍କେଟ ବିଲ୍ଡିଂରେ…

‘ମ୍ୟାଜିକ ମିରର’ ଆଗରେ ଛିଡାହେଲେ ଉଲଗ୍ନ ଦେଖାଯିବ କହି ଠକେଇ, ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: 'ଯାଦୁକର' ବା ଆଣ୍ଟିକ୍ ମିରର୍ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ନଅ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ କମିଶନରେଟ ପୁଲିସ ଗିରଫ କରିଛି। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୟୁପି କାନପୁପରର ଅବିନାଶ ଶୁକ୍ଳା ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଏହି ତିନି ଠକଙ୍କୁ…