Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିଳିଲା ପ୍ରତିଶ୍ରୁତି ଓହରିଲେ ଛାତ୍ରଛାତ୍ରୀ, ସହପାଠୀର ମୃତ୍ୟୁ ପରେ ଦେଇଥିଲେ ଧାରଣା

ଅନୁଗୁଳ: ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଓ ୧୪୯ ନମ୍ବର ଜାତୀୟ ରାଜପଥର ବଅଁରପାଳ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚାଲିଥିବା ରାସ୍ତାରୋକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ବିଳମ୍ବିତ ରାତିରେ…

ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ, ଯେଉଁଠାରେ ଗୁପ୍ତେଶ୍ଵର ଶିବଲିଙ୍ଗ ସ୍ଥାପନ କରିଥିଲେ ସ୍ଵୟଂ ଶ୍ରୀରାମ

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟର ପେଣ୍ଠସ୍ଥଳୀ କୋରାପୁଟ ଜିଲ୍ଲା । ଆଉ ସେଠାରେ ଥିବା ଗୁପ୍ତେଶ୍ୱର ପାହାଡ଼ରେ ରହିଛି ଗୁପ୍ତେଶ୍ୱର ଗୁମ୍ଫା । ଗୁମ୍ଫାର ଅନ୍ଧକାର ଭିତରେ ଅବସ୍ଥାନ କରୁଛନ୍ତି ଦେବାଧିଦେବ ମହାଦେବ । ପାହାଡ଼ର ଶୀର୍ଷ ଦେଶର ଏକ ଗୁମ୍ଫା ମଧ୍ୟରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କର…

ଉଦ୍ୟୋଗୀଙ୍କ ହବ୍ ହେବ ଓଡ଼ିଶା, ୧୧ରେ ଦୁଇଟି ଷ୍ଟାର୍ଟଅପ ଅଭିଯାନର ହେବ ଉଦଘାଟନ

ଭୁବନେଶ୍ୱର: ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ରାଜ୍ୟରେ କେବେ ଶିଳ୍ପ କେନ୍ଦ୍ର ନଥିଲା, କିନ୍ତୁ ଏବେ ଉଦ୍ୟୋଗୀଙ୍କ ବିକାଶ ପାଇଁ ବାଟ ଫିଟିଛି। ଶୁକ୍ରବାର ଭୁବନେଶ୍ୱରରେ ଦ୍ୱିତୀୟ ଷ୍ଟାର୍ଟଅପ୍ ଯାତ୍ରା ଅଭିଯାନର ଶୁଭାରମ୍ଭ ବାବଦରେ ପ୍ରତାପ ଦେବ ଏହା କହିଛନ୍ତି। ସେ କହିଛନ୍ତି…

ଶୁଣ ସରକାର! ଭତ୍ତା ପାଇବାକୁ ଟ୍ରଲିରେ ଦିବ୍ୟାଙ୍ଗ ଏମୁଣ୍ଡରୁ ସେମୁଣ୍ଡ ହେଉଛନ୍ତି

ବାଲେଶ୍ୱର: ନୀଳଗିରି ବ୍ଲକ ଅନ୍ତର୍ଗତ ଚାନ୍ଦିପୁର ଗାଁର ଦିବ୍ୟାଙ୍ଗ, ବିଜୟ ସିଂ ନିଜ ଭତ୍ତା ଆବେଦନ ଆବେଦନରେ ସୂଚନା ପାଇବାକୁ ଟ୍ରଲିରେ ଆସିଛନ୍ତି ବ୍ଲକ ଅଫିସ। ଘରଠାରୁ ୭ କିଲୋମିଟର ଦୂର ନୀଳଗିରି ବ୍ଲକ ଅଫିସକୁ ସେ ଦୁଇ ବର୍ଷ ହେବ ଟ୍ରଲିରେ ଆସି ଭତ୍ତା ପାଇଁ ଏମୁଣ୍ଡରୁ ସେମୁଣ୍ଡ ଘୁରି…

ନନ୍ଦନକାନନରେ ନୂଆ ଅତିଥି: ମିଜୋରାମରୁ ଆସିଲେ ହୁଲକ ଗିବନ ସମେତ ୫ ଜୀବଜନ୍ତୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର  ।       ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଗତକାଲି ରାତିରେ ମିଜୋରାମ ଆଇଜଲ ଚିଡିଆଖାନାରୁ ଦୁଇ ହୁଲକ ଗିବନ ସମେତ ୫ ଜୀବଜନ୍ତୁ ଆସିଛନ୍ତି । ଦୁଇ ଦୁଇ ହୁଲକ ଗିବନଙ୍କ ବୟସ ୪ ବର୍ଷ ଓ ୧୧ ବର୍ଷ । ଏହି ୫ ଜୀବଜନ୍ତୁ ଆସିବା ପରେ …

ଦଳରୁ ସୌମ୍ୟ ରଞ୍ଜନ ବିଦା ହେବେ, ଏହି ଶବ୍ଦ ବ୍ୟବହାର କରି ବିଜେଡି କରିବ ବହିଷ୍କାର!

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କେଉଁ ଆଧାରରେ ଦଳ ନିଲମ୍ବନ ବା ବହିଷ୍କାର କରିବ ସେ ନେଇ ବାଟ ପାଇଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଏହି ବିଧାୟକଙ୍କୁ ବହିଷ୍କାର କରିବା ନେଇ ଦଳ ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ଅପେକ୍ଷା କେବଳ ଶୀର୍ଷ କ୍ଷମତା …

ଡେରାସରେ ଜବରଦଖଲ ଅଭିଯୋଗ ପରେ କାର୍ଯ୍ଯାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ବେଆଇନ ଜବରଦଖଲ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ନେଇ ଏକ ଚିଠି ଲେଖିବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ଆଉ ପ୍ରଶାସନ ପକ୍ଷରୁ ତହସିଲଦାର ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଜମିକୁ…

କାଲି ଗିରଫ , ଆଜି ଥାନାରୁ ଚମ୍ପଟ: ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଆଠଗଡ଼ : କାଲି ଗିରଫ , ଆଜି ଥାନାରୁ ଚମ୍ପଟ । ଏମିତି କିଛି ଘଟଣା ଘଟିଛି ଆଠଗଡ ଥାନାରେ  । ଗତକାଲି ପୋଲିସ ଅଭିଯୁକ୍ତକୁ ରାତିରେ ଉଠାଇଆଣିଥିଲା  । ହେଲେ ଆଜି ଥାନାରୁ ଫେରାର ହୋଇଯାଇଛି  । କିଛି ଦିନ ତଳେ ବହୁ ଚର୍ଚ୍ଚିତ ମଣୋହି ପାଟଣା ଗାଁ  ବୋମା ମାଡ଼ ଘଟଣାରେ ଆସାମୀ ଫେରାର ରହିଥିଲା  ।…

କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪୦ରୁ ଉର୍ଦ୍ଧ୍ବ କଣ୍ଟେନର

କଟକ:କଟକ ଜଗତପୁର ଅନ୍ତର୍ଗତ ନଜରପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ  । ଗାଁର ପିଡିଏସ୍‌ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍‌ ପଡ଼ିଆରେ ଏଲ୍‌ ଆଣ୍ଡ ଟି ଠିକାସଂସ୍ଥା ନିର୍ମାଣ କରିଥିବା ୪୦ଟି ଅସ୍ଥାୟୀ ଘରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍‌ ଜଳିଯିବା ସହ…

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ: ସନ୍ଧ୍ୟା ଧୂପ ପରେ କରାଯିବ ସୁସଜ୍ଜିତ

ପୁରୀ: ଗତ ମଙ୍ଗଳବାର ଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଛି  । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥି  । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଆଜି ଠାରୁ ଶ୍ରୀଜିଉଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ…