Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରେସକ୍ରିପ୍ସନରେ ଜେନେରିକ ମେଡିସିନ ଲେଖିବାକୁ ଡାକ୍ତର ବାଧ୍ୟ; ନ ହେଲେ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ସ୍ୱାସ୍ଥ୍ୟସେବା ସମ୍ପର୍କିତ ନୂଆ ଆଇନ ଜାରି କରିଛନ୍ତି । ସମସ୍ତ ଡାକ୍ତର ଏଣିକି ପ୍ରେସକ୍ରିପସନରେ ଜେନେରିକ ଔଷଧ ଲେଖିବାକୁ ବାଧ୍ୟ । ଏହି ନିୟମ ନ ମାନିଲେ  ଡାକ୍ତରୀ ଲାଇସେନ୍ସ ରଦ୍ଦ କରାଯିବ । ଏମିତି ଚେତାବନୀ ଦେଇଛି ଏନଏମସି।…

ଆସୁଛି ସ୍ଵାଧୀନତା ଦିବସ: ରାଜଧାନୀ ରାଜପଥରେ ମଧ୍ୟରାତ୍ରୀରେ ଚାଲିଛି ବ୍ଲକିଂଚେକିଂ

ଭୁବନେଶ୍ଵର: ସ୍ଵାଧୀନତା ଦିବସ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ଵରର ପ୍ରତ୍ୟେକ ଛକରେ ଚାଲିଛି କଡାକଡି ଚେକିଂ । ଶନିବାର ରାତିରେ ଜୋରଦାର ଚେକିଂ ଚାଲୁଥିବା ଦେଖିବାକୁ ମିଳିଛି । ସ୍ଵାଧୀନତା ଦିବସ ଯାଏ ଏହିପରି ରାତିରେ ବ୍ଲକିଂ ଚେକିଂ ଚାଲିବ । ସୂଚନା ଅନୁସାରେ, କଟକ…

ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର, ଓଡିଶା ସୀମାରେ ହାଇଆଲର୍ଟ ଜାରି

ଝାରଖଣ୍ଡ: ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ଜଙ୍ଗଲରେ ଭିତରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ ମିଶିର ବିଶ୍ରା । ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  । ମିଶିର ସିପିଆଇ ମାଓବାଦୀ…

ପିଏମ ସ୍ବନିଧି ଯୋଜନାର ପ୍ରଗତି ବାବଦରେ ତିନି ରାଜ୍ୟରେ ସମୀକ୍ଷା କରିବ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କେ କରାଡ଼ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତୀୟ ରାଜ୍ୟରେ ପିଏମ ସ୍ବନିଧି ଯୋଜନାର ପ୍ରଗତି ଓ…

ମଶା ଘଉଡାଇବାକୁ ବିଏମସିର ଡ୍ରୋନ ଉଡାଣ ନିଷ୍ପତ୍ତି, ବିଜେପି କହିଲା ରାଫେଲ ଉଡ଼ାଇବା ଭଲ ହେବ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ୍ ବିଏମ୍‌ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଏମ୍‌ସିର ନିର୍ବାଚିତ ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବା ନିମନ୍ତେ ନିଜର ମୌଳିକ କର୍ତ୍ତବ୍ୟ ଓ ଦାୟିତ୍ୱ ନକରି…

ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇଟି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ଗୁଏତମାଲାର ରୁରାଲ ୟୁନିଭର୍ସିଟି ଅଫ୍‍ ଗୁଏତମାଲା ଓ ମାୟା କାକ୍‍ଚିକେଲ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ…

ବଲାଙ୍ଗୀରରେ ଅଢେଇ ଲକ୍ଷ ଟଙ୍କାରେ ନବଜାତ ବିକ୍ରି ଘଟଣା, ଛତିଶଗଡରୁ ଉଦ୍ଧାର

ବଲାଙ୍ଗୀର: ସପ୍ତାହକ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ୫ ଦିନର ଶିଶୁପୁତ୍ରକୁ ଶନିବାର ଛତିଶଗଡ଼ରୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତଦନ୍ତ ପରେ ଛତିଶଗଡ଼ର ରାୟଗଡ଼ରେ…

ଜାଲ ସାର୍ଟିଫିକେଟ ଦେଇ ଚାକିରି, ଧରା ପଡିଲେ ଆଉ ତିନି ଜଣ

ବ୍ରହ୍ମପୁର: ନିକଟରେ ବଲାଙ୍ଗୀର ଜିଲ୍ଲାରେ ଜଣେ ମହିଳା ଶିକ୍ଷୟତ୍ରୀ ଚାକିରି ପାଇବାକୁ ଯାଇ ନକଲି ସାର୍ଟିଫିକେଟ୍ ବ୍ୟବହାର କରିଥିବା ଅଭିଯୋଗରେ ଗିରଫ ହେବା ପରେ ଏବେ ଆଉ ଜଣେ ମହିଳା ଶିକ୍ଷୟତ୍ରୀ ଗଞ୍ଜାମ ଜିଲ୍ଲାରେ ଅନୁରୂପ ପରିସ୍ଥିତିରେ ଧରାପଡ଼ିଛନ୍ତି। ସେହିପରି ଭବାନୀପାଟଣାରେ ବାପ-ପୁଅ…

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ନବୀନଙ୍କ ସମ୍ପର୍କୀୟ ଭାଇ

କଟକ: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇ ଦିଲ୍ଲୀପ ପଟ୍ଟନାୟକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ଆବେଦନ କରିଥିବା ଜଣାଯାଇଛି । ୭୬  ବର୍ଷିୟ ଦିଲୀପ ଓଡିଶାର ମଧୁବାବୁ ପେନସନ…

ବଜ୍ରପାତରୁ ୧୬ ଛାତ୍ରଛାତ୍ରୀ ଅସୁସ୍ଥ, ଦୁଇ ଗୁରୁତର କେନ୍ଦ୍ରାପଡା ହସ୍ପିଟାଲକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ବଜ୍ରପାତ ଘଟି ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଦୁଇ ଛାତ୍ରୀ ଅମୃତା ପଣ୍ଡା ଓ ଆଦ୍ୟାଶା ଲକ୍ଷ୍ମୀ ସାମଲଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…