Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜନ୍ମମାଟିରେ ଆସନ୍ତାକାଲି ସକାଳେ ପହଞ୍ଚିବ ସହିଦଙ୍କ ମରଶରୀର; ଗାଁ ମଶାଣିରେ ହେବ ଶେଷକୃତ୍ୟ

ବରଗଡ଼: ଜନ୍ମମାଟିରେ ପହଞ୍ଚିବ ବୀର ଯବାନଙ୍କ ମୃତଦେହ । ଗାଁ ମାଟିରେ ହେବ ଶେଷକୃତ୍ୟ । ଯେଉଁ ମାଟି ମା’ର କୋଳରେ ଖେଳିିଥିଲେ, ବଢିଥିଲେ ତାରି କୋଳରେ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବେ । ସୋମବାର ବରଗଡ  ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବାଘପାଲି ଗ୍ରାମରେ ପହଞ୍ଚିବ ସହିଦ ଯବାନ…

ଆଗାମୀ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟକୁ ଖଣ୍ଡନ କଲେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ତେଜିଛି ରାଜନୀତି । ଭୁବନେଶ୍ୱରରୁ ଦିଲ୍ଲୀ ସବୁଠି ବିଜେଡି-ବିଜେପି ମେଳି  ଦେଖିବା ପରେ  ଆଗାମୀ ନିର୍ବାଚନରେ ଦୁଇଦଳ ମେଣ୍ଟ କରିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ  ବିଜେପି ପକ୍ଷରୁ ବାରମ୍ବାର ଖଣ୍ଡନ କରାଯାଉଛି । ପୂର୍ବରୁ…

ସୀମା ଟପିଲା ବର୍ବରତା: ପିଶାଚିନୀ ମାଆ କଥାରେ ପଡି ପୁଅକୁ ଚେଙ୍କ ଦେଲା ବାପା

ଅନୁଗୁଳ: ପିଲାଟିର ମାଆ ନାହିଁ । ତେଣୁ ସାବତ ମାଆ ଦେଉଛି ଅସହ୍ୟ ଯନ୍ତ୍ରଣା । ଆଉ ସାବତ ମାଆର ସାଥ୍ ଦେଉଛି ବାପା । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହଟିଆନାଳି ଗାଁରେ । ସାବତ ମାଆର ପ୍ରରୋଚନାରେ ବାପା ପୁଅକୁ ଚେଙ୍କ ଦେଇଛି  । ସର୍ବଦା ବିଭିନ୍ନ…

ସ୍ୱାମୀ ଚାଲିଗଲେ…ପୁରୁଷ ଶୁନ୍ୟ ହେଇଗଲା ଘର, ଦୁଃଖ ବୁଝିବ କିଏ?

ନବରଙ୍ଗପୁର: ପୁରୁଷ ଶୂନ୍ୟ ହୋଇଯାଇଛି ସଂସାର । ଦାଦନ ଖଟିବାକୁ ଯାଇ ଚାଲିଗଲା ସ୍ୱାମୀଙ୍କ ଜୀବନ । ସ୍ୱାମୀର ଶେଷ ଦର୍ଶନ ମଧ୍ୟ ଭାଗ୍ୟରେ ନଥିଲା । ପରିସ୍ଥିତି ଏବେ ଏମିତି ଯେ ନା ମୁଣ୍ଡ ଉପରେ ଛାତ ଅଛି ନା ଖାଇବାକୁ ଦିଓଳି ଦିମୁଠା ଭାତ । ପରିବାରର ୬ପ୍ରାଣୀ କୁଟୁମ୍ବକୁ ନେଇ ଦୁଃଖ,…

ଧୋଇଯିବ ଅଗଷ୍ଟ ୧୫ ! ଏହି ୧୩ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

ଭୁବନେଶ୍ୱର:ଧୋଇଯିବ ଅଗଷ୍ଟ ୧୫ । ଅଗଷ୍ଟ ୧୫ରେ ଦେଶର ୭୭ ତମ ସ୍ୱାଧୀନତା ଦିବସ ସମାରୋହ ବର୍ଷାରେ ଭିଜିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିଆଯାଇଛି ଏମିତି ସତର୍କ ସୂଚନା । ୧୫ ତାରିଖ ଯାଏ ପ୍ରବଳ ବର୍ଷ ସମ୍ଭାବନା ଥିବା ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ  । ଆଇଏମଡିର…

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ । ଅଗଷ୍ଟ ୧୭ ତାରିଖ କେନ୍ଦ୍ରମନ୍ତ୍ରୀ ନିର୍ମଳା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ ନାସନାଲ ଚାଟାର୍ଡ ଆକାଉଣ୍ଟସ କନଫରେନ୍ସକୁ ଉଦ୍‌ଘାଟନ…

ସ୍ୱାଧୀନ ଭାରତର ଇତିହାସ : ଆସନ୍ତୁ ପୁଣି ଥରେ ମନେପକାଇବା ବିତି ଯାଇଥିବା ସେହି ଦିନ

ଭୁବନେଶ୍ଵର: ସ୍ୱାଧୀନତା ଦିବସ ବା ଅଗଷ୍ଟ ୧୫। ଭାରତବାସୀ ପାଳନ କରୁଛନ୍ତି ଅମୃତ ମହୋତ୍ସବ। ଏଥିପାଇଁ ସାରା ଦେଶ ସଜେଇ ହୋଇଛି । ଏହି ଦିନରେ ହିଁ ଭାରତବାସୀ ମୁକ୍ତ ହୋଇଥିଲେ ଇଂରେଜ ସରକାରଙ୍କ କବଳରୁ। ସେଥିପାଇଁ ତ ଖୁସିରେ ପାଳନ କରାଯାଏ ଏହି ଦିନଟିକୁ। ଏହି ଦିନଟିକୁ ଆମେ ସିନା ଖୁସିରେ ପାଳନ…

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ: ରାତିଅଧରେ ବିଭିନ୍ନ ବାରରେ ରେଡ୍

ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍  । ରାତିଅଧରେ ବିଭିନ୍ନ ବାରରେ ରେଡ୍ କରିଛି କମିଶନରେଟ୍ ପୋଲିସ । କଟକ ରୋଡରେ ଥିବା ୭ଟି ବାରରେ ଏକକାଳୀନ ଭାବେ ଚଢାଉ କରାଯାଇଛି  । ରେଡ୍ ହୋଇଥିବା ବାର୍ ଗୁଡିକ ମଧ୍ୟରେ ରହିଛି ରେନ୍ ବାର୍ , ଜେଏଲପି ବାର୍, ପେଣ୍ଟାଗନ୍ ବାର୍, ପ୍ରିନ୍ସ…

ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ହୋଇଛି ଫୁଲ୍ ଡ୍ରେସ୍ ରିହର୍ସଲ

ଭୁବନେଶ୍ଵର : ଆଉ ଗୋଟିଏ ଦିନ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୋଲିସ ଡିଜି ସୁନିଲ୍ ବଂଶଲଙ୍କ ତତ୍ତ୍ଵାବଧାନରେ ଚାଲିଛି ରିହର୍ସଲ । ଚଳିତ…

ସ୍ଵାଧୀନତା ଦିବସ: ଓଡ଼ିଶାର ଭୁଞ୍ଜିଆ ଆଦିବାସୀ ଦମ୍ପତିଙ୍କୁ ଦିଲ୍ଲୀ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

ନୂଆପଡା: ପ୍ରତିବର୍ଷ ଓଡିଶାରୁ ନିର୍ଦ୍ଦିଷ୍ଟ ଆଦିମ ଜନଜାତି ସଂପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ରାଜ ଅତିଥି ଭାବେ ନିମନ୍ତ୍ରଣ କାରାଯାଇଥାଏ । ତେବେ ଚଳିତ ବର୍ଷ ସ୍ଵାଧିନତା ଦିବସ ପାଳନ ଅବସରରେ ଦିଲ୍ଲୀ ରାଜପଥରେ ଆୟୋଜିତ ହେବାକୁ ଥିବା ସ୍ଵାଧିନତା ଦିବସରେ ଓଡିଶାରୁ ଆଦିମ ଜନଜାତି ସଂପ୍ରଦାୟରୁ…