Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱର-କଲୋମ୍ବୋ ମଧ୍ୟରେ ଆରମ୍ଭ ହୋଇପାରେ ବିମାନ ସେବା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱରରୁ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇପାରେ । ଖୁବଶୀଘ୍ର ସେବା ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରିଛି ଶ୍ରୀଲଙ୍କାର ଏୟାରଲାଇନ୍ । ଏନେଇ ଶ୍ରୀଲଙ୍କା ଏୟାରଲାଇନର ଭାରତ, ବାଂଲାଦେଶ ଓ…

ଗୋଟିଏ ମଞ୍ଚରେ ବସିଲେ; ପରସ୍ପରକୁ ପ୍ରଶଂସାରେ ପୋତିଲେ ନବୀନ-ଶାହ

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ବସିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତ ଧରାଧରି ହୋଇ ଏନଏଚ ପ୍ରକଳ୍ପର ଉଦଘାଟନ କଲେ । ଆଉ ଉଭୟ ଉଭୟଙ୍କର ଢେର ପ୍ରଶଂସା କଲେ । ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଲୋକସେବା ଭବନରେ । ଦୁଇ ଦିନିଆ…

ଦୁଇ ଏନଏଚ ପ୍ରକଳ୍ପର ଉଦ୍‌ଘାଟନ କଲେ ଅମିତ ଶାହ-ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକସେବା ଭବନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆୟାେଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କାମାକ୍ଷାନଗର-ଡୁବୁରୀ ୪ ଲେନ୍‌ ଏନ୍‌ଏଚ୍‌ର ଲୋକାର୍ପଣ କରି କେନ୍ଦ୍ର ମନ୍ତ୍ରୀ ଶାହ  ଏବଂମୁଖ୍ୟମନ୍ତ୍ରୀ…

ଆଜି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩

ବେଙ୍ଗାଲୁରୁ : ଚନ୍ଦ୍ର କକ୍ଷ ପଥ ମୁହାଁ ଏବେ ଚନ୍ଦ୍ରଯାନ-୩ । ଆଜି ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ଏ ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଆଜି ସନ୍ଧ୍ୟା ୭ଟାରେ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ  । ଅଗଷ୍ଟ ୨୩ ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି…

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ସେପଟେ ଛତିଶଗଡ଼ ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ଗେଟ୍

ସମ୍ବଲପୁର: ଏପଟେ ତଳ ମୁଣ୍ଡରେ ବନ୍ୟା ସ୍ଥିତି ସୁଧୁରୁଥିବା ବେଳେ ସେପଟେ ଉପର ମୁଣ୍ଡରେ ବନ୍ୟାର ଭୟ ଘାରିଲାଣି । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ମୋଟ ୧୨ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଦୁଇଟି ଗେଟ ଖୋଲା ରହିଥିବା ବେଳେ ଗତକାଲି ୧୦ଟି ଗେଟ…

ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଷ୍ଟୋର ରୁମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଷ୍ଟୋର ରୁମଟି ବନ୍ଦ ଥିବାବେଳେ ଭିତର ପଟୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁର ପ୍ରକୋପ…

ଭୁବନେଶ୍ୱରରେ ଅମିତ ଶାହ, ଦଳୀୟ କର୍ମୀଙ୍କୁ ହାତ ହଲାଇ ଜଣାଇଲେ ଅଭିବାଦନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଁଚିଲେ ଗୃହମନ୍ତ୍ରୀ ଅମିତ ଶାହ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଶାହ ପାଖାପାଖି ରାତି 12ଟା ସମୟରେ ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ବିମାନ ଯୋଗେ ଆସି ଅବତରଣ କରିଛନ୍ତି। ସ୍ବାଗତ କରିବାକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ…

ସୁବ୍ରତୋ ବାଗଚୀଙ୍କୁ ନବୀନ ଦେଲେ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସିଭିଲ ସର୍ଭିସ ଟ୍ରେନିଂ ଇନଷ୍ଟିଚ୍ୟୁସନରେ ଦକ୍ଷତା ବିକାଶ ବା ବୃଦ୍ଧି ପାଇଁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ସୁବ୍ରତୋ ବାଗଚୀ ଏଣିକି କାମ କରିବେ। ଏଥିପାଇଁ ଶୁକ୍ରବାର ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଗତ ୨୯ ତାରିଖରେ ଓଡ଼ିଶା ଦକ୍ଷତା…

ବିଧାୟକ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା

କଟକ : ଏକ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସମୟରେ ହାଜର ନ ହେବାରୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ବିଧାୟକ ହାଜର ହେବା ପାଇଁ ଅଧିକ ସମୟ ମାଗିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି କୋର୍ଟ…

ବିଜେବି ସ୍ୱୟଂଶାସିତ କଲେଜରେ ଛାତ୍ରଙ୍କ ମଧ୍ୟରେ ବଚସାରୁ ଗୋଷ୍ଠୀ ସଂଘର୍ଷ

ଭୁବନେଶ୍ୱର: ଶୁକ୍ରବାର ଦିନ ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଙ୍ଘର୍ଷ ହୋଇଥିଲା, ଯେଉଁଥିରେ ତିନି ଜଣ ଯୁକ୍ତ-3 ଛାତ୍ର ଆହତ ହୋଇଛନ୍ତି। କଲେଜ ପରିସରରେ ହୋଇଥିବା ବଚସାରୁ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିବା କୁହାଯାଉଛି, ଯାହା…