Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାମ୍ନାକୁ ଆସିଲା ଗୋପାଳ ଜମାନବନ୍ଦୀର ଦସ୍ତାବିଜ: ନବଙ୍କ ବାହୁବଳି ସାମ୍ରାଜ୍ୟର କଲା ପର୍ଦ୍ଦାଫାଶ

ଭୁବନେଶ୍ୱର:ନବ ଦାସ ବହୁତ ଅନ୍ୟାୟ କରୁଥିଲା । ଧମକଚମକ ଦେଉଥିଲା ।  ସରକାରୀ କର୍ମଚାରୀ ହେଉ ବାନ ପୋଲିସ, ସମସ୍ତଙ୍କୁ ଧମକ ଦେଇ କାମ ଆଦାୟ କରୁଥିଲା । ଗୁଣ୍ଡାଗିରି କରୁଥିବା ତା ପିଲାମାନେ ଗିରଫ ହେଲେ ସେମାନଙ୍କୁ ଛାଡିଦେବା ପାଇଁ ଚାପ ପକାଉଥିଲା । ଜମାନବନ୍ଦୀବେଳେ ମନ୍ତ୍ରୀ ନବଦାସଙ୍କ…

ଆଜି ପବିତ୍ର ହରିଶୟନ ଏକାଦଶୀ, ୪ମାସ ଯାଏଁ ଶୋଇବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ହରିଶୟନ ଏକାଦଶୀ ଉପଲକ୍ଷେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ।…

ଆଜି ମହରମ୍, ଭଦ୍ରକରେ ୨୫ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ଵର: ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ । ବର୍ଷର ଚାରିଟି ପବିତ୍ର ମାସ ମଧ୍ୟରୁ ଏହା ହେଉଛି ଅନ୍ୟତମ । ରମଜାନ ପରେ ଏହା ଦ୍ୱିତୀୟ ପବିତ୍ର ମାସ । ଏହି ମାସରେ ମୁସଲମାନମାନେ ଉପବାସ ପାଳନ କରିଥାନ୍ତି । ଶିୟା ମୁସଲମାନମାନେ ମାସ ସାରା ରୋଜା ପାଳନ କରିଥାନ୍ତି ।…

ଅପରସେନ ପରେ ଚାଲିଗଲା ମହିଳାଙ୍କ ଜୀବନ, କାଳ ହେଲା କି ପରିବାର ନିୟୋଜନ ଅସ୍ତ୍ରୋପଚାର?

ଭଦ୍ରକ: ସରକାରଙ୍କ ଦ୍ୱାରା ପରିଚାଳିତ ପରିବାର ନିୟୋଜନ ଶିବିରରେ ମଙ୍ଗଳବାର ଅପରେସନ ପରେ ଚାଲିଗଲା ଜଣେ ମହିଳଙ୍କ ଜୀବନ। ମୃତକ ହେଲେ ଭଦ୍ରକ ଜିଲ୍ଲା ରାଉତରାୟ ପୁର ଗାଁରେ ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ୍। ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ଅବହେଳାରୁ ଜୟନ୍ତୀଙ୍କ ମୃତ୍ୟୁ ହୋଇଥିବା…

International Tiger Day: ଆମ ହାତରେ ଆମ ଜାତୀୟ ପଶୁର ସୁରକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଅନ୍ତଃରାଷ୍ଟ୍ରୀୟ ବ୍ୟାଘ୍ର ଦିବସ । ପ୍ରତିବର୍ଷ ଜନସଚେତନତା କରିବା ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଘ୍ର ଦିବସ ପାଳନ କରାଯାଏ । ବିଶ୍ଵବ୍ୟାପୀ ବାଘ ସଂଖ୍ୟା କମିଯିବାକୁ ନେଇ ଚିନ୍ତା ପ୍ରକଟ କରାଯାଇ ବଘମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜନସଚେତନତା…

ମୋହନାରେ ଭାସିଗଲା ଅସ୍ଥାୟୀ ପୋଲ, ତିନି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୋହନା: ଗଜପତି ଜିଲ୍ଲା ମୋହନାର ହରଭଙ୍ଗୀ ନଦୀରେ ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ମୋହନାର ଏକ ଅସ୍ଥାୟୀ କାଠ ପୋଲ ଭାସି ଯାଇଛି। ଫଳରେ ତିନିଟି ଗାଁର ଲୋକେ ଏବେ ବାକି ଦୁନିଆରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। କାରଣ ଏହି ଯୋଗାଯୋଗ ପାଇଁ ଏହି ଅସ୍ଥାୟୀ ପୋଲ ହିଁ…

ଟ୍ରକ ଉପରେ ଚଢିଗଲା ଟ୍ରକ, ଚାପି ହୋଇଗଲେ ଡ୍ରାଇଭର, ହେଲପର

ସୁନ୍ଦରଗଡ଼: ଟ୍ରକ ଉପରେ ଚଢିଗଲା ଆଉ ଏକ ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ । ଏପରି ଭୟାବହ ଦୁର୍ଘଟଣା ଘଟିଛି  ସୁନ୍ଦରଗଡ଼ ଟାଉନ୍‌ ଥାନା କୁନାଲ ପେଟ୍ରୋଲ ପମ୍ପ ନିକଟରେ  । ଦୁର୍ଘଟଣାରେ     ୨ ଜଣ  ଗୁରୁତର   ହୋଇଛନ୍ତି  । ସେମାନଙ୍କୁ  ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ଭାଇ ହତ୍ୟା କଲା ଭାଇକୁ, ଜମି ପାଇଁ ଭୁଲିଗଲେ ରକ୍ତର ସମ୍ପର୍କ

ଗଞ୍ଜାମ: ଭାଇକୁ ହତ୍ୟା କଲା ଭାଇ । ସମ୍ପର୍କୀୟ ଭାଇ ହୋଇଥିଲେ ମଧ୍ୟ ଜମି ଜମାକୁ ନେଇ ସ୍ଥିତି ଏପରି ଉପୁଜିଥିଲା ଯେ ଭୁଲିଗଲେ ରକ୍ତର ସମ୍ପର୍କ । ଆଉ ଶେଷରେ ଧାରୁଆ ଲୁହା ରଡରେ ଆକ୍ରମଣ କରିବାରୁ କୁଲୁ ପ୍ରଧାନର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବାସୁଦେବପୁର…

ଛାତ୍ରୀଙ୍କୁ ଚାପିଦେଲା ଟ୍ରକ; ବାପାଙ୍କ ଆଖି ସାମ୍ନାରେ ଚାଲିଗଲା ଝିଅର ଜୀବନ

ସମ୍ୱଲପୁର: କଲେଜ ଛାତ୍ରୀଙ୍କୁ ଚାପିଦେଲା ଟ୍ରକ । ବାପାଙ୍କ ସାଙ୍ଗରେ ବାଇକରେ ଯାଉଥିବାବେଳେ ଚାପିଦେଲା ଟ୍ରକ । ବାପା ଆଖି ସାମ୍ନାରେ ଚାଲିଗଲା ଝିଅର ଜୀବନ । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସମ୍ବଲପୁରରେ  । ସମ୍ବଲପୁର ରେମେଡ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।…

ବିଷ୍ନୁଙ୍କ ମାଡ଼ରେ ଅର୍ଜୁନଙ୍କ ମୃତ୍ୟୁ, ଆଶ୍ରମରେ ପୋଲିସ ଟିମ୍

ପୁରୀ: ବାସେଲସାହି ଲୋକନାଥ ରୋଡରେ ଥିବା ଗୁରୁକୃପା ଆଶ୍ରମରେ ଅନ୍ୟ ଜଣେ ବାବାଙ୍କୁ କାଠ ଫାଳିଆରେ ଆକ୍ରମଣ କରିବା ଅଭିଯୋଗରେ ଶନିବାର ଜଣେ ଆତ୍ମଘୋଷିତ ବାବାଙ୍କୁ ଅଟକ ରଖିଛି ପୋଲିସ। ମୃତକ ହେଲେ ପଡୋଶୀ ପଶ୍ଚିମବଙ୍ଗର ଅର୍ଜୁନ ଦାସ। ପ୍ରାଥମିକ ସୂଚନା ଅନୁସାରେ ବିଷ୍ଣୁ ଦାସ ନାମକ ଏହି…