Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାମ୍ବାଦିକ ସମ୍ମିଳନୀ ବେଳେ ସିନେ ଇଣ୍ଡଷ୍ଟ୍ରିର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ପୋଲିସ ଆସି ମଧ୍ୟସ୍ଥି କରିବା ପରେ ସ୍ଥିତି…

‘ଅଣ ଓଡ଼ିଆ ବିଭିନ୍ନ ପ୍ଲଟ କିଣିବାରେ ବ୍ୟସ୍ତ, ରାଜ୍ୟର ଚାଷୀ କୁଆଡେ ଯିବେ?’

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ପ୍ରଶ୍ନ କରିଛନ୍ତି ଯେ ଜଣେ ଅଣଓଡ଼ିଆ ବ୍ୟକ୍ତି ଉଚ୍ଚ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜମି କିଣୁଛନ୍ତି। ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି, ଭୁବନେଶ୍ୱରର ବିଭିନ୍ନ…

ମହିଳା ସଂରକ୍ଷଣ ପାଇଁ ସଂସଦରେ ଦାବି କଲା ବିଜେଡି, ବିରୋଧୀ କହିଲେ କେବଳ ମହିଳା ଭୋଟ୍ ଉଦ୍ଦେଶ୍ୟ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ସ୍ୱତନ୍ତ୍ର ଉଲ୍ଲେଖ ମାଧ୍ୟମରେ ଉଭୟ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଦାବିକୁ ଜୋରଦାର କରିଛନ୍ତି। ଯାହାକୁ ନେଇ ଏବେ ବିଜେଡି ସରକାରକୁ ରାଜ୍ୟରେ…

ପ୍ରଶ୍ନପତ୍ର ଲିକ୍: ବିଜେପି ଦାବି କଲା ସିବିଆଇ ତଦନ୍ତ, ବିଜେଡି କହିଲା ଅଯଥା ରାଜନୀତି କରୁଛନ୍ତି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଓଏସ୍ଏସସି) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦାବି କରିଛି। ଏହି ପ୍ରଶ୍ନପତ୍ର ଲିକ ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀ ସାମିଲ ଥାଇ ପାରନ୍ତି ଆଶଙ୍କା…

‘ନବ ଦାସଙ୍କଠୁ ନିଜ ଜୀବନ ପ୍ରତି ବିପଦ ଥିଲା, ତେଣୁ ଅଭିଯୁକ୍ତ ଗୋପାଳ ହତ୍ୟା କରିଛି’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କଠୁ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ତାଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଗୋପାଳ ଦାସ। ପଲିଗ୍ରାଫ୍ ରିପୋର୍ଟରୁ ଏହା ଜଣାପଡ଼ିଛି। ପଲିଗ୍ରାଫ୍ ଟେଷ୍ଟ ବେଳେ ଅଭିଯୁକ୍ତ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ…

ଗୁଣପୁର ପୌରସଂସ୍ଥା ଟେଣ୍ଡରରେ ଅନିୟମିତତା, ହାଇକୋର୍ଟରେ ପହଞ୍ଚିଲା ମାମଲା

ରାୟଗଡ଼ା: ପୂର୍ତ୍ତ ବିଭାଗର ଟେଣ୍ଡର କୋଡକୁ ବେଖାତିର୍ ଓ ଚଞ୍ଚକତା କରି ସବୁ ବେଳେ ବିବାଦ ଘେରରେ ଗୁଣପୁର ପୌରସଂସ୍ଥା । ଠିକାଦାର ନିଜର ଉଚିତ୍ ନ୍ୟାୟ ଦେବାରେ ବଞ୍ଚିତ କରୁଛନ୍ତି ଏହି ଅନୁଷ୍ଟାନ ଟେଣ୍ଡର କମିଟି । କିଛି ମୁଷ୍ଟିମେୟ ନେତା ଓ ଯନ୍ତ୍ରୀମାନଙ୍କ ଯୋଗୁଁ ନିରୀହ ଠିକାଦାର ମାନେ…

ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଓ ଉତ୍କର୍ଷତା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ପ୍ରଶଂସା

ଭୁବନେଶ୍ୱର: ଗୌରବମୟ ପ୍ରଥମ ଦଶନ୍ଧିର ଯାତ୍ରା ଅବସରରେ ଏମ୍‌ସ ଭୁବନେଶ୍ୱର ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି । ରୋଗୀ ସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ…

ଶିଶୁମାନଙ୍କ ପାଇଁ ଓଆର୍‌ଏସ୍ ଭ୍ୟାକ୍ସିନ୍ ସଦୃଶ

ଭୁବନେଶ୍ୱର: ବର୍ଷା ଦିନେ ଶିଶୁମାନଙ୍କ କ୍ଷେତ୍ରରେ ଡାଇରିଆ ଓ ଡିସେନ୍‌ଟ୍ରି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଅନେକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଉପଯୁକ୍ତ ପରିମାଣର ଓରାଲ ରିହାଇଡ୍ରେସନ ସଲ୍ୟୁସନ୍…

କଳିଙ୍ଗ ହସ୍ପିଟାଲ୍ ଲିମିଟେଡ୍ ପକ୍ଷରୁ ୱାକାଥନ୍ ସହ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା କଳିଙ୍ଗ ହସ୍ପିଟାଲ୍‌ ଲିମିଟେଡ୍‌ ପକ୍ଷରୁ ବିଶ୍ୱ ହେପାଟାଇଟିସ୍‌ ଦିବସରେ ପଦଯାତ୍ରା ପାଳିତ ହୋଇଯାଇଛି । ହେପାଟାଇଟିସ୍‌ ଭଳି ମାରାତ୍ମକ ରୋଗ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଶହେରୁ ଅଧିକ ଲୋକ ଏହି…

ସୋଆ କୃଷି ମହାବିଦ୍ୟାଳୟରେ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ରେ ଏକ ମୋଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍ନୋଲୋଜି ଲ୍ୟାବ ଗତ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉଦ୍‌ଘାଟନୀ…