Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରେରଣାଦାୟୀ ଛାତ୍ର ନେତା ଉତ୍ସବ

ଭୁବନେଶ୍ୱର: ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ବହୁ ପ୍ରତୀକ୍ଷିତ ପ୍ରେରଣାଦାୟୀ ଛାତ୍ର ନେତା ଉତ୍ସବ ୨୦୨୩-୨୪ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ନୂଆ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ…

ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ବୌଦ୍ଧ: ଲାଞ୍ଚ ନେଇ ଧରା ପଡ଼ିଥିଲେ, ଏବେ ୩ ବର୍ଷ ଜେଲରେ କାଟିବେ । ବୌଦ୍ଧ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର ପୂର୍ବତନ ସହକାରୀ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୩ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା…

ସାପ କାମୁଡାରେ ଚାଲିଗଲା ଶିଶୁପୁତ୍ରର ଜୀବନ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ମା’

ବାରିପଦା: ସାପ କାମୁଡାରେ ଚାଲିଗଲା ଶିଶୁ ପୁତ୍ରର ଜୀବନ । ଗୁରୁତର ଅବସ୍ଥାରେ ମା’ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗ୍ରାମରେ । ସୂଚନା ଅନୁସାରେ, କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର ଘନକୁ ଧରି ଘରେ ଶୋଇଥିଲେ ।…

ବାପା-ମା’ଙ୍କୁ କଳିରୁ କ୍ଷାନ୍ତ କରିବାକୁ ଯାଇ ବଳି ପଡିଗଲା କୁନି ଝିଅ; ତଣ୍ଟି ଚିପିଦେଲା ପିଶାଚ ବାପା

ନୂଆପଡା: ପାରିବାରିକ ବିବାଦ କେତେ ଭୟଙ୍କର ହୋଇପାରେ ତାହାର ଏକ କରୁଣ ରୂପ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ବାପା-ମା’ଙ୍କ ମଧ୍ୟରେ ଚାଲିଥିଲା ଝଗଡା । ଝଗଡା ଦେଖି ସହି ପାରିଲାନି କୁନି ଝିଅଟି । ଝଗଡାରୁ କ୍ଷାନ୍ତ କରିବା ପାଇଁ ଉଭୟଙ୍କୁ ଚେଷ୍ଟା କରୁଥିଲା । ହେଲେ ସେ ଜାଣି ନ ଥିଲା…

ପାଣି ପିଇବାକୁ ଯାଇ ମହାନଦୀରେ ଭାସିଗଲେ ଶହ ଶହ ଗାଈଗୋରୁ

ବୌଦ୍ଧ:ମହାନଦୀ ପାଣିରେ ଭାସିଗଲେ ଶହଶହ ଗୋରୁ । ସମସ୍ତେ ଦେଖୁଥିଲେ । ହେଲେ କେହି କିଛି କରିପାରୁ ନ ଥିଲେ । ଆଖି ସାମ୍ନାରେ ଭାସି ଯାଉଥିଲେ ଗାଈଗୋରୁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଙ୍ଗାରେ । ପାଣି ପିଇବାକୁ ନଦୀକୁ ଯାଇଥିଲେ ଗୋରୁ ପଲ ।  ହଠାତ୍ ମାଡି ଆସିଲା…

ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ: ବିନା ଅନୁମତିରେ ପ୍ରକାଶ ପାଇବନି ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟ

ଭୁବନେଶ୍ୱର: ଏବେ ପ୍ରକାଶ ପାଇବ ନାହିଁ ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ପରୀକ୍ଷା ରେଜଲ୍ଟ। ଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। OPSC ର ଚୂଡାନ୍ତ ଚୟନ ପ୍ରକ୍ରିୟା ଜାରି ରହିଥିଲେ ବି ଏବେ ପ୍ରକାଶ ପାଇବନି ଫଳ। କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ…

ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଗ୍ରାଣ୍ଡ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ

ଭୁବନେଶ୍ୱର: ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମନ୍ଦିର। ବିଦେଶରେ ଆହୁରି ପରିବ୍ୟାପ୍ତ ହେବ ଜଗନ୍ନାଥ ସଂସ୍କୃତି। ସିଲିକନ୍ ଭ୍ୟାଲିରେ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ ଓ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠା କରାଯିବ। ବିଶ୍ୱର ଆଇଟି ହବ ଭାବେ ପରିଚିତ…

ସାପ ନେଇଗଲା ଦୁଇ ପୁଅଙ୍କ ଜୀବନ; ଶୂନ୍ୟକୋଳକୁ ଦେଖି କାନ୍ଦୁଛନ୍ତି ବାପା-ମା’

ଦେବଗଡ: ଖାଇପିଇ ରାତିରେ ଶୋଇବାକୁ ଯାଇଥିଲେ ଦୁଇଭାଇ । ହେଲେ କିଏ ଜାଣିଥିଲା ଏ ରାତି ତାଙ୍କ ଜୀବନର ଶେଷ ରାତି ଥିଲା ବୋଲି ? କେତେ ଦୁଃଖସୁଖ ହୋଇ ଶୋଇଥିବେ..ସକାଳ ପାଇଁ କେତେ କଥା ଭାବିଥିବେ..ହେଲେ ସକାଳକୁ ଆଉ କିଛି ନ ଥିଲା । ଦୁଇ ଭାଇ ଶୋଇ ଯାଇଥିଲେ ସବୁଦିନ ପାଇଁ । ରାତିରେ ସାପ…

ଟାୟାର ଫାଟି ଓଲଟିଲା ପିକଅପ୍ ଭ୍ୟାନ, ୨୫ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ି ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ପିକଅପ୍ ଭ୍ୟାନରେ ୪୫ ଜଣ ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବା ବେଳେ ଟାୟାର ଫାଟିବାରୁ ଓଲଟି ପଡ଼ିଲା।…

ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳସ୍ତର: ଖୋଲିଲା ଆଉ ୪ଟି ଗେଟ

ସମ୍ବଲପୁର: ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳସ୍ତର । ଗତକାଲି ୮ଟି ଗେଟ ଖୋଲିଥିବାବେଳେ ଆଜି ଆଉ ଚାରୋଟି ଗେଟ ଖୋଲାଯାଇଛି ।  ଫଳରେ ଏବେ  ମୋଟ ୧୨ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ମହାନଦୀ ଜଳସ୍ତର ବୃଦ୍ଧି ପାଇବା ସହ…