Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ପତ୍ତି ପାଇଁ ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ

କବିସୂର୍ଯ୍ୟନଗର: ପାରିବାରିକ କଳହର କରୁଣ ପରିଣତି । ସମ୍ପତ୍ତି ପାଇଁ ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ। ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି…

ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ସଂଧ୍ୟା ପ୍ରାୟ ୬ଟା ୧୦ ମିନିଟ୍ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ମିଳିଥିବା…

ବିଜେଡିର ମିଶ୍ରଣ ପର୍ବ, ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ସାମିଲ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଓ ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ସାମିଲ ହୋଇଛନ୍ତି। ସୋମବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ତଥା ବିଜେଡିର ସାଧାରଣ ସଂପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଜଗଦୀଶ ବିଶ୍ୱାଳ ବିଜୁ ଜନତା…

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା: ୬ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ଵର: ବଙ୍ଗୋପସାଗରରେ ସକ୍ରୀୟ ଲଘୁଚାପ କ୍ଷେତ୍ର । ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଗତ କାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳ…

ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଡ୍ର, ଭାରତ ୧-୦ରେ ସିରିଜ୍ ଆଗୁଆ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି। ମ୍ୟାଚ୍‌ର ପଞ୍ଚମ ଦିନରେ ଗୋଟିଏ ବି ବଲ୍‌ ବୋଲ ପଡିପାରିଲା ନାହିଁ ଏବଂ ମ୍ୟାଚ ଡ୍ର ବୋଲି ଘୋଷଣା କରାଯାଇଛି। ଚାରି ଦିନିଆ ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜ୍ ଦଳ ୨ ୱିକେଟ୍…

ନୂଆପଡାରୁ ମାଓ କ୍ୟାମ୍ପ ଠାବ, ବହୁ ବିସ୍ପୋରକ ସାମଗ୍ରୀ ଜବତ

ନୂଆପଡ଼ା: ନୂଆପଡା ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଥିବା ମାଓ କ୍ୟାମ୍ପ । ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରି ଏହି ମାଓ କ୍ୟାମ୍ପକୁ ଠାବ କରିଥିବା ବେଳେ  ଚକୋଲେଟ୍ ବୋମା ସମେତ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା ବାହିନୀ। ନୂଆପଡା ଜିଲ୍ଲା ଏସପି ଜିଆର ରାଘବେନ୍ଦ୍ର…

ଆଗକୁ ଜିଲ୍ଲା ପରିଷଦ ଉପନିର୍ବାଚନ, ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନର ଭିଡିଓ ଭାଇରାଲ

ଯାଜପୁର: ଧର୍ମଶାଳା ବ୍ଲକ ଅନ୍ତର୍ଗତ ବ୍ରଜଗିରି ପ୍ରୋଜେକ୍ଚ ହାଇସ୍କୁଲରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓରେ କେକ୍ କାଟିବା ଓ ଜନ୍ମଦିନର ଗୀତର ତାଳେ ତାଳେ ଶିକ୍ଷକ…

ଦୁଷ୍କର୍ମ ମାମଲାରେ ଚାରି ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ପ୍ରାୟ ୪ ବର୍ଷ ପରେ ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମ ମାମଲାରେ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନିକିରାଇ ଥାନା ଅନ୍ତର୍ଗତ କଳସପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁଙ୍କ ସହ…

ଖୋର୍ଦ୍ଧାରେ ଖୋଲିଲା ଦେଶର ଦ୍ବିତୀୟ ଗାଡି ସ୍କ୍ରାପିଂ ୟୁନିଟ୍

ଖୋର୍ଦ୍ଧା: କୁମାରବସ୍ତା ଠାରେ ଓଡ଼ିଶାର ପ୍ରଥମ ଓ ଦେଶର ଦ୍ୱିତୀୟ ପଞ୍ଜିକୃତ ଯାନ ସ୍କ୍ରାପିଂ ସୁବିଧା ସେବା ଆରମ୍ଭ ହୋଇଛି। ସ୍କ୍ରାପିଂ ସୁବିଧା ଟାଟା ମୋଟର୍ସ ଏବଂ ଏମ୍ପ୍ରିଓ ପ୍ରିମିୟମର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି। ୧୫ ବର୍ଷରୁ ଅଧିକ ବର୍ଷର ଗାଡ଼ି ଓ ଫିଟନେସ୍ ସାର୍ଟିଫିକେଟ୍ ନଥିବା…

ବନ ବିଭାଗ ହେପାଜତରୁ ଖସିଗଲା ଶିକାରୀ, ଜଳକା ସାଜିଲେ ଅଧିକାରୀ

ବାରିପଦା: ଗିରଫ ହେବାର ଗୋଟିଏ ଦିନ ପରେ ବାରିପଦାରେ ଥିବା ଓଡ଼ିଶା ବନ ବିଭାଗର ହେପାଜତରୁ ଖସି ପଳାଇଛି କୁଖ୍ୟାତ ଶିକାରୀ ରୁପୟ ମାର୍ଣ୍ଡି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ରବିବାର ମାର୍ଣ୍ଡିକୁ ଅନ୍ୟ ଦୁଇ ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ସହ ଗିରଫ କରାଯାଇଥିଲା। ବାରିପଦା ବନ ବିଭାଗ ପକ୍ଷରୁ…