Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁରୀ ହସ୍ତତନ୍ତକୁ ଜିଆଇ ମାନ୍ୟତା ଦେବାକୁ ପ୍ରସ୍ତୁତି ଆରମ୍ଭ କଲା କେନ୍ଦ୍ର

ସମ୍ବଲପୁର: କେନ୍ଦ୍ର ସରକାର ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ ଉତ୍ପାଦକୁ ଜିଆଇ ଟ୍ୟାଗ୍ ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶନିବାର ସମ୍ବଲପୁରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ବୟନଶିଳ୍ପ କମିଶନର ରୋପ ରାଶି ଏହି…

ଏମକେସିଜିର ଏମଆରଆଇ ମେସିନ ଖରାପ, ୬ ମାସରେ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଗଣିଲାଣି ୮୦ ଲକ୍ଷ

ବ୍ରହ୍ମପୁର: ନୂଆ ଏମଆରଆଇ ମେସିନ କାମ କରୁନି। ଆଉ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ପାଣି ଭଳି ପଇସା ଦେଇ ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏମକେସିଜି। ହସ୍ପିଟାଲର ନିଜସ୍ୱ ଏମ୍ଆଆରଆଇ ମେସିନ୍ ୬ ମାସ ତଳେ ଅଚଳ ହେବା ପରଠାରୁ ଏବେ ସ୍କାନ୍ ପାଇଁ ଘରୋଇ…

ଦାବି ଶୁଣିଲା ଶ୍ରୀମନ୍ଦିର ମନ୍ଦିର ପ୍ରଶାସନ, ସୋମବାରଠୁ ‘ପଶ୍ଚିମ ଦ୍ବାର’ ଖୋଲିବା ନେଇ ଘୋଷଣା

ପୁରୀ: ଦାବି ଶୁଣିଲା ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାକାଲିଠୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଆଉ ଗୋଟିଏ ଦ୍ୱାର ସ୍ଥାନୀୟ ଭକ୍ତଙ୍କ ପ୍ରବେଶ ପାଇଁ ଖୋଲିବାକୁ ଘୋଷଣା କରିଛି ଶ୍ରୀମନ୍ଦିର ପ୍ରଶାସନ। ରବିବାର ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭକ୍ତଙ୍କ…

କାଉଡିଆଙ୍କ ପାଦ ଧୋଇଦେଲେ ଧାମନଗର ବିଧାୟକ

ଭଦ୍ରକ: ଶ୍ରାବଣ ମାସର ଦିତୀୟ ସୋମବାର ପାଇଁ ବାବା ଆଖଣ୍ଡଳମଣୀ ପୀଠକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସନ୍ତି ହଜାର ହଜାର ବୋଲବମ ଭକ୍ତ ତଥା କାଉଡିଆ। ରବିବାର ଠାରୁ ରାଜ୍ୟର ବିଭିନ୍ନ ନଦୀରୁ ଜଳ ଉଠେଇ ଆରଡ଼ି ଅଭିମୁଖେ ଯାତ୍ରା କରୁଥିବା ବୋଲବମ୍ ଶିବଭକ୍ତଙ୍କ ପାଇଁ ଧାମନଗରର ଯୁବ ବିଧାୟକ…

ପ୍ରତିଶ୍ରୁତି ପାଳନ କରୁନାହାନ୍ତି ସରକାର, ପୁଣି ଆନ୍ଦୋଳନର ଚେତାବନୀ ଦେଲା ଡ୍ରାଇଭର ସଂଘ

ଭୁବନେଶ୍ୱର: ପ୍ରତିଶ୍ରୁତି ଦେଇ ପୂରଣ ଏପର୍ଯ୍ୟନ୍ତ ପୂରଣ କଲେନି ରାଜ୍ୟ ସରକାର। ଜୁଲାଇ ୩୦ ସୁଦ୍ଧା ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଡ୍ରାଇଭର ସଂଘର ପ୍ରତିନିଧିତ୍ୱ କରୁଥିବା ଏହି ସଂଘ ଗତ ମାର୍ଚ୍ଚ ମାସରେ ଆନ୍ଦୋଳନ କରିବା…

ଜେଇ ମେନ୍ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍, ଓସଏସସି ଘୋଷଣା କଲା ନୂଆ ପରୀକ୍ଷା ତାରିଖ

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ପକ୍ଷରୁ ୨୦୨୩ ଜୁଲାଇ ୧୬ରେ ଅନୁଷ୍ଠିତ ଜେଇ ସିଭିଲ୍ ମେନ୍ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗର ତଦନ୍ତ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ପୂର୍ବ ଦିନ ପ୍ରଶ୍ନପତ୍ର ଲିକ୍…

ଭଡ଼ା ଘରୁ ଡାକ୍ତରଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ପୋଲିସର ଛାନଭିନ୍

କଟକ: କଟକ ସହରର ଚାଉଳିଆଗଞ୍ଜ ଅଞ୍ଚଳରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରୁ ଦୁର୍ଗନ୍ଧ ବାହାରୁଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପୁଲିସ ଟିମ୍ ସଂପୃକ୍ତ ଭଡା ଘରକୁ ଖୋଲିବା ପରେ ଘର ଭିତରୁ…

ନିବେଶ ନୁହେଁ, ବିଦେଶ ଗସ୍ତ ପାଇଁ ଖର୍ଚ୍ଚ ହେଉଛି ଟିକସ ଟଙ୍କା

ଭୁବନେଶ୍ୱର:ଓଡ଼ିଶାବାସୀଙ୍କୁ ମିଛ ଗପ ଶୁଣାଉଛନ୍ତି ରାଜ୍ୟ ସରକାର । ମିଥ୍ୟା ପୁଞ୍ଜି ନିବେଶର ଗପ ଶୁଣାଉଛନ୍ତି ।   ଟଙ୍କାଟିଏ ବି ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆସିନାହିଁ । ବରଂ ବାବୁଙ୍କ ବିଦେଶ ଗସ୍ତ ପାଇଁ ପୁଞ୍ଜି ଖର୍ଚ୍ଚ ହେଉଛି । ଏମିତି କହି ରଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି ବିଜେପି…

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି: ସମୀରଙ୍କୁ ଜାବବ ଦେଲେ ଲେନିନ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ରେକର୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ଦୁଇ ଦଳର ବରିଷ୍ଠ ନେତାଙ୍କ ଜବାବ-ପ୍ରତିଜବାବରେ ଏବେ ରାଜ୍ୟ ରାଜନୀତି ବେଶ ସରଗରମ । ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ପଦରେ ରହିବାରେ  ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ…

ରାଜଧାନୀରେ ଭୟଙ୍କର ହେଉଛି ଡେଙ୍ଗୁ; ନେଇଗଲା ୭ ବର୍ଷର ଶିଶୁ କନ୍ୟାର ଜୀବନ

ଭୁବନେଶ୍ୱର: ରାଜଧାନରେ ଡେଙ୍ଗୁ ଭୟ ।  ଡେଙ୍ଗୁ ନେଇଗଲା ଜୀବନ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀରେ ଜଣେ ୭ ବର୍ଷ ଝିଅର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟାଟି ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ସାଇସ୍ମିତା ସାହୁ ଓରଫ୍ ପିହୁ  । ଡେଙ୍ଗୁରେ ଆକ୍ରାନ୍ତ…